Tulasi Dui Patraru Base, Odisha Board, Class III, Aama Bhasha Aama Sahitya, The Best Solutions.

ତୁଳସୀ ଦୁଇ ପତ୍ରରୁ ବାସେ

ଆମ ଜନ୍ମଭୂମି ଓଡ଼ିଶା ଏକ ପୁଣ୍ୟ କ୍ଷେତ୍ର। ଏହି ମାଟିର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମନେଇ ଓଡ଼ିଶାକୁ ମହାନ କରିଥିଲେ। ସେ ହେଲେ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ। ତାଙ୍କର ପୂରା ନାମ ଥିଲା ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭା ପିଲାବେଳରୁ ହିଁ ଜଣାପଡ଼ିଥିଲା। ଛୋଟ ବେଳରୁ ସେ ଶୂନ୍ୟ ଆକାଶକୁ ଦେଖିବାକୁ ଭଲ ପାଉଥିଲେ। ଖଣ୍ଡ ଖଣ୍ଡ ମେଘମାଳା ପବନ ସ୍ପର୍ଶରେ ଆସି କିପରି ବଦଳି ଯାଉଛନ୍ତି, ତାକୁ ସେ ଭଲ ଭାବରେ ନିରୀକ୍ଷଣ କରୁଥିଲେ। ଚାଟଶାଳୀରେ ପଢୁଥିବାବେଳେ ଦଳଦଳ ହୋଇ ଉଡୁଥିବା ପକ୍ଷୀମାନଙ୍କୁ ଦେଖି ଆନନ୍ଦରେ କୁରୁଳି ଉଠୁଥିଲେ। କେଉଁ ପକ୍ଷୀ କେତେ ବେଗରେ ଉଡୁଛି, ମେଘ ଓ ପକ୍ଷୀମଧ୍ଯରେ ଦୂରତା କେତେ, ତାହା କୌତୂହଳ ସହ ଗଣନା କରୁଥିଲେ। ଖେଳୁଖେଳୁ ଆଖି ଆଗରେ ରଙ୍ଗୀନ କାଚ ଧରି ସୂର୍ଯ୍ୟଙ୍କୁ ସେ ଦେଖିବାକୁ ଚେଷ୍ଟା କରୁଥିଲେ।

ଅନେକ ସମୟରେ କୌଣସି ଏକ ବରଗଛ ନିକଟକୁ ଯାଇ ତା’ ତଳେ ବସୁଥିଲେ। ସୂର୍ଯ୍ୟଙ୍କ ଗତି ଅନୁଯାୟୀ ଖଣ୍ଡିଏ କାଠି ଦ୍ଵାରା ଗଛର ଉଚ୍ଚତା କହିଦେଇ ପାରୁଥିଲେ। ରାତ୍ରିରେ ଧ୍ରୁବତାରା, ସପ୍ତର୍ଷିମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ତାଳପତ୍ରରେ ଲେଖି ରଖୁଥିଲେ।

ପଠାଣି ସାମନ୍ତ ପ୍ରାୟ ଦଶ ବର୍ଷ ବୟସରେ ତାଙ୍କ ପିତା ଶ୍ୟାମସୁନ୍ଦର ସିଂହଙ୍କଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। ସେତେବେଳେ ଗଣନା କରିବା ପାଇଁ କୌଣସି ଯନ୍ତ୍ରର ବ୍ୟବହାର ନ ଥିଲା। ସାମନ୍ତ ଚନ୍ଦ୍ରଶେଖର ପ୍ରାଚୀନ ଗ୍ରନ୍ଥକୁ ପଢ଼ି ଏକ ବାଉଁଶ ନଳୀ ସାହାଯ୍ୟରେ ଧ୍ରୁବତାରା, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ଵ ନିରୂପଣ କରୁଥିଲେ। ପଠାଣି ସାମନ୍ତଙ୍କ ଏଭଳି ଆଗ୍ରହ ଦେଖି ଲୋକେ କାବା ହେଉଥିଲେ। କହୁଥିଲେ, ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ୍ ହୋଇ ଦେଶର ଟେକ ରଖିବ। ସତକୁ ସତ ସେୟା ହିଁ ହେଲା। ଦିନେ ସେ ବଡ଼ ହୋଇ ସାରା ପୃଥିବୀରେ ପୂଜିତ ହେଲେ।

ପଠାଣି ସାମନ୍ତଙ୍କର ଆଉ ଏକ ଅଭ୍ୟାସ ଥିଲା। ନିଜ ଘରଠାରୁ ଅନ୍ୟ ଲୋକଙ୍କ ଘରର ଦୂରତା ନିଜ ପାହୁଣ୍ଡରେ ମାପି ହିସାବ କରି ରଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ, ତାଙ୍କ ଘରର ଅଗଣାଠାରୁ ପୁରୀ ଜଗନ୍ନାଥ ମନ୍ଦିରର ଦୂରତା ୧,୫୧, ୨୦୦ ପାହୁଣ୍ଡ ବୋଲି ଗଣନା କରିଥିଲେ। ସେ ଖୁବ୍ ପରିଶ୍ରମୀ ଥିଲେ। କଠୋର ସାଧନା ବଳରେ ସେ ଏକ ‘ମାନଯନ୍ତ୍ର’ ତିଆରି କରିଥିଲେ। ଏହି ଯନ୍ତ୍ର ସାହାଯ୍ୟରେ ବଡ଼ ବଡ଼ ପର୍ବତ ଓ ବୃକ୍ଷର ଦୂରତା ମାପି ପାରୁଥିଲେ। ନିଜର ଅସାଧାରଣ ବୁଦ୍ଧି ବଳରେ ଖଣ୍ଡିଏ ବାଉଁଶ ନଳୀ ସାହାଯ୍ୟରେ ସେ ସୌରମଣ୍ଡଳକୁ ମାପି ପାରିଥିଲେ। କାଠ ଓ ବାଉଁଶ ନଳୀ ସାହାଯ୍ୟରେ ସେ ଯେଉଁସବୁ ଯନ୍ତ୍ର ଉଦ୍ଭାବନ କରିଥିଲେ ସେଗୁଡ଼ିକର ନାମ ‘ଶଙ୍କୁ’, ‘ଖ-ଗୋଲ’ ଓ ‘ଉଲମ୍ବିଚକ୍ର’ ଆଦି। ଏଥିନିମନ୍ତେ ତାଙ୍କୁ “ମହାମହୋପାଧ୍ୟାୟ ’ ଉପାଧି ଦିଆଯାଇଥିଲା। ତାଙ୍କ ଦ୍ଵାରା ନିର୍ମିତ ସୂର୍ଯ୍ୟଘଡ଼ି ଆଜି ବି ରେଭେନ୍ସା କଲେଜ ହତାରେ ଶୋଭା ପାଉଅଛି। ତାଙ୍କ ଗଣନା ସୂତ୍ର ଅନୁସରଣରେ ଏବେ ମଧ୍ୟ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣର ସମୟ ଠିକ୍ ଭାବେ ନିରୂପଣ କରାଯାଇ ପାରୁଅଛି।

ପଠାଣି ସାମନ୍ତ ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୟ ବଳରେ ଯେଉଁସବୁ ସାମାଜିକ ତଥ୍ୟ, ଗଣିତ ବିଦ୍ୟା ଓ ଆକାଶ ତତ୍ତ୍ଵର ଆବିଷ୍କାର ଓ ଉଦ୍ଭାବନ କରିଯାଇଛନ୍ତି, ତାକୁ ଆମେ ଭୁଲି ପାରିବା ନାହିଁ। ପୃଥିବୀରେ ଜ୍ୟୋତିର୍ବିଜ୍ଞାନ ଯେତେ ଦିନ ଯାଏ ଥିବ, ସେତେ ଦିନ ପର୍ଯ୍ୟନ୍ତ ସାମନ୍ତ ଚନ୍ଦ୍ରଶେଖର ଅମର ହୋଇ ରହିଥ‌ିବେ।

ଆସ ଜାଣିବା କେତୋଟି ନୂଆ ଶବ୍ଦ

Odia Word (Transliteration)

Meaning in Odia

Meaning in Hindi

Meaning in English

ତୁଳସୀ (tuḷasī)

ତୁଳସୀ, ବନସ୍ପତି, ପବିତ୍ର

तुलसी, वनस्पति, पवित्र

Tulsi, plant, sacred

ଦୁଇ (dui)

ଦୁଇ, ଦ୍ୱନ୍ଦ୍ୱ, ସଂଖ୍ୟା

दो, द्वंद्व, संख्या

Two, dual, number

ପତ୍ର (patra)

ପତ୍ର, ପତ୍ରିକା, ଲେଖା

पत्र, पत्तिका, लेखा

Leaf, letter, writing

ରୁ (ru)

ରୁ, ବାହାରୁ, ସମ୍ପର୍କ

से, बाहर से, संबंध

From, out of, relation

ବାସେ (bāse)

ବାସେ, ଗନ୍ଧ, ସୁଗନ୍ଧ

बासे, गंध, सुगंध

Fragrance, scent, aroma

ଆମ (āma)

ଆମ, ଆମେ, ସମସ୍ତ

हम, हमे, समस्त

We, us, all

ଜନ୍ମଭୂମି (janmabhūmi)

ଜନ୍ମଭୂମି, ମାତୃଭୂମି, ଦେଶ

जन्मभूमि, मातृभूमि, देश

Birthplace, motherland, country

ଓଡ଼ିଶା (oḍiśā)

ଓଡ଼ିଶା, ରାଜ୍ୟ, ସ୍ଥାନ

ओड़िशा, राज्य, स्थान

Odisha, state, place

ଏକ (eka)

ଏକ, ଏକତ୍ର, ସଂଖ୍ୟା

एक, एकत्र, संख्या

One, united, number

ପୁଣ୍ୟ (puṇya)

ପୁଣ୍ୟ, ପବିତ୍ର, ଶୁଭ

पुण्य, पवित्र, शुभ

Sacred, holy, virtuous

କ୍ଷେତ୍ର (kṣetra)

କ୍ଷେତ୍ର, ସ୍ଥାନ, କ୍ଷେତ୍ର

क्षेत्र, स्थान, क्षेत्र

Field, place, region

ମାଟି (māṭi)

ମାଟି, ଭୂମି, କ୍ଷେତ୍ର

माटी, भूमि, क्षेत्र

Soil, land, earth

ନୟାଗଡ଼ (nayāgaḍa)

ନୟାଗଡ଼, ଜିଲ୍ଲା, ସ୍ଥାନ

नयागढ़, जिला, स्थान

Nayagarh, district, place

ଜିଲ୍ଲା (jillā)

ଜିଲ୍ଲା, କ୍ଷେତ୍ର, ସ୍ଥାନ

जिला, क्षेत्र, स्थान

District, region, place

ଅନ୍ତର୍ଗତ (antaragata)

ଅନ୍ତର୍ଗତ, ଭିତରେ, ସମ୍ପର୍କ

अंतर्गत, भीतर, संबंध

Included, within, relation

ଖଣ୍ଡପଡ଼ା (khaṇḍapaḍā)

ଖଣ୍ଡପଡ଼ା, ଗାଁ, ସ୍ଥାନ

खंडपड़ा, गाँव, स्थान

Khandapada, village, place

ଜଣେ (jaṇe)

ଜଣେ, ଏକ, ବ୍ୟକ୍ତି

एक, व्यक्ति

One person, individual

ସୁଯୋଗ୍ୟ (suyogya)

ସୁଯୋଗ୍ୟ, ଯୋଗ୍ୟ, ପଟୁ

सुयोग्य, योग्य, पटु

Capable, qualified, skilled

ସନ୍ତାନ (santāna)

ସନ୍ତାନ, ପୁତ୍ର, ବଂଶ

संतान, पुत्र, वंश

Child, offspring, lineage

ଜନ୍ମନେଇ (janmanei)

ଜନ୍ମନେଇ, ଉତ୍ପନ୍ନ, ଜନ୍ମ

जन्मनेइ, उत्पन्न, जन्म

Born, originated, birth

ମହାନ (mahāna)

ମହାନ, ଉତ୍କୃଷ୍ଟ, ବଡ଼

महान, उत्कृष्ट, बड़ा

Great, excellent, big

କରିଥିଲେ (karithile)

କରିଥିଲେ, ସମ୍ପନ୍ନ, କାମ

कर रहे थे, संपन्न, काम

Did, completed, work

ପ୍ରଥମ (prathama)

ପ୍ରଥମ, ଆଦି, ପ୍ରାରମ୍ଭ

प्रथम, आदि, प्रारंभ

First, initial, beginning

ଜ୍ୟୋତିର୍ବିଜ୍ଞାନୀ (jyotirbijñānī)

ଜ୍ୟୋତିର୍ବିଜ୍ଞାନୀ, ବିଜ୍ଞାନୀ, ପଣ୍ଡିତ

ज्योतिर विज्ञानी, वैज्ञानिक, पंडित

Astronomer, scientist, scholar

ପଠାଣି (paṭhāṇi)

ପଠାଣି, ନାମ, ବ୍ୟକ୍ତି

पठाणी, नाम, व्यक्ति

Pathani, name, person

ସାମନ୍ତ (sāmanta)

ସାମନ୍ତ, ନାମ, ବ୍ୟକ୍ତି

सामंत, नाम, व्यक्ति

Samanta, name, person

ପୂରା (pūrā)

ପୂରା, ସମ୍ପୂର୍ଣ୍ଣ, ସମ୍ପନ୍ନ

पूरा, संपपूर्ण, संपन्न

Complete, full, finished

ନାମ (nāma)

ନାମ, ପରିଚୟ, ସମ୍ପର୍କ

नाम, परिचय, संबंध

Name, identity, relation

ଥିଲା (thila)

ଥିଲା, ଅସ୍ତିତ୍ଵ, ସମ୍ପର୍କ

था, अस्तित्व, संबंध

Was, existed, related

ଚନ୍ଦ୍ରଶେଖର (chandraśekhara)

ଚନ୍ଦ୍ରଶେଖର, ନାମ, ବ୍ୟକ୍ତି

चंद्रशेखर, नाम, व्यक्ति

Chandrasekhar, name, person

ସିଂହ (siṁha)

ସିଂହ, ନାମ, ବ୍ୟକ୍ତି

सिंह, नाम, व्यक्ति

Singh, name, person

ମହାପାତ୍ର (mahāpātra)

ମହାପାତ୍ର, ନାମ, ବ୍ୟକ୍ତି

महापात्र, नाम, व्यक्ति

Mahapatra, name, person

ପ୍ରତିଭା (pratibhā)

ପ୍ରତିଭା, ବୁଦ୍ଧି, କଳା

प्रतिभा, बुद्धि, कला

Talent, intelligence, art

ପିଲାବେଳ (pilābeḷa)

ପିଲାବେଳ, ବାଳ୍ୟ, ସମୟ

पिलाबेल, बाल्य, समय

Childhood, youth, time

ହିଁ (hiṁ)

ହିଁ, ନିଶ୍ଚିତ, ସମ୍ପର୍କ

ही, निश्चित, संबंध

Indeed, surely, relation

ଜଣାପଡ଼ିଥିଲା (jāṇāpaḍithilā)

ଜଣାପଡ଼ିଥିଲା, ପ୍ରକାଶ, ଅନୁଭବ

जाना पड़ा था, प्रकाश, अनुभव

Was known, revealed, experienced

ଛୋଟ (choṭa)

ଛୋଟ, କ୍ଷୁଦ୍ର, ଅଳ୍ପ

छोटा, क्षुद्र, अल्प

Small, little, minor

ବେଳ (beḷa)

ବେଳ, ସମୟ, ଅବସର

बेला, समय, अवसर

Time, occasion, moment

ଶୂନ୍ୟ (śūnya)

ଶୂନ୍ୟ, ଖାଲି, ଅନନ୍ତ

शून्य, खाली, अनंत

Empty, zero, infinite

ଆକାଶ (ākāśa)

ଆକାଶ, ନଭ, ତାରା

आकाश, नभ, तारा

Sky, heaven, star

ଦେଖିବା (dekhibā)

ଦେଖିବା, ଦର୍ଶନ, ଅନୁଭବ

देखना, दर्शन, अनुभव

To see, view, experience

ଭଲ (bhala)

ଭଲ, ଶୁଭ, ଆନନ୍ଦ

भला, शुभ, आनंद

Good, well, joy

ପାଉଥିଲେ (pāuthile)

ପାଉଥିଲେ, ପ୍ରାପ୍ତ, ସମ୍ପନ୍ନ

पा रहे थे, प्राप्त, संपन्न

Were getting, obtained

ଖଣ୍ଡ (khaṇḍa)

ଖଣ୍ଡ, ଭାଗ, ଅଙ୍ଗ

खंड, भाग, अंग

Part, piece, limb

ମେଘମାଳା (meghamālā)

ମେଘମାଳା, ମେଘ, ସଂଗୀତ

मेघमाला, मेघ, संगीत

Cloud formation, cloud, music

ପବନ (pabana)

ପବନ, ବାୟୁ, ହବା

पवन, वायु, हवा

Wind, air, breeze

ସ୍ପର୍ଶ (sparśa)

ସ୍ପର୍ଶ, ସମ୍ପର୍କ, ଅନୁଭବ

स्पर्श, संबंध, अनुभव

Touch, contact, experience

ଆସି (āsi)

ଆସୁଛି, ପ୍ରବେଶ, ଗତି

आ रहा है, प्रवेश, गति

Coming, entry, movement

କିପରି (kipari)

କିପରି, କେତେ, ଭାବ

कैसे, कितना, भाव

How, in what way, manner

ବଦଳି (badali)

ବଦଳୁଛି, ପରିବର୍ତନ, ଗତି

बदल रहा है, परिवर्तन, गति

Changing, altering, movement

ଯାଉଛନ୍ତି (yāuchhanti)

ଯାଉଛନ୍ତି, ଗତି, ପ୍ରବାସ

जा रहे हैं, गति, प्रवास

Are going, movement, travel

ନିରୀକ୍ଷଣ (nirīkṣaṇa)

ନିରୀକ୍ଷଣ, ଦର୍ଶନ, ଅନୁଭବ

निरीक्षण, दर्शन, अनुभव

Observation, view, experience

କରୁଥିଲେ (karuthile)

କରୁଥିଲେ, କାମ, କାର୍ଯ୍ୟ

कर रहे थे, काम, कार्य

Were doing, work, action

ଚାଟଶାଳୀ (cāṭaśālī)

ଚାଟଶାଳୀ, ବିଦ୍ୟାଳୟ, ଶିକ୍ଷା

चाटशाली, विद्यालय, शिक्षा

Traditional school, education

ପଢୁଥିବା (paḍuthiba)

ପଢୁଥିବା, ଅଧ୍ୟୟନ, ଶିକ୍ଷା

पढ़ रहे थे, अध्ययन, शिक्षा

Studying, learning, education

ବେଳେ (beḷe)

ବେଳେ, ସମୟ, ଅବସର

बेल, समय, अवसर

When, time, occasion

ଦଳଦଳ (daḷadaḷa)

ଦଳଦଳ, ସମୂହ, ସଂଗୀତ

दलदल, समूह, संगीत

Flock, group, rhythm

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ଉଡୁଥିବା (uḍuthiba)

ଉଡୁଥିବା, ଗତି, ଉତ୍ପତ୍ତି

उड़ रहे थे, गति, उत्पत्ति

Flying, moving, rising

ପକ୍ଷୀ (pakṣī)

ପକ୍ଷୀ, ବିହଙ୍ଗ, ମୃଗ

पक्षी, विहंग, मृग

Bird, winged, animal

ମାନଙ୍କ (mānanka)

ମାନଙ୍କ, ଲୋକ, ସମ୍ପର୍କ

लोगों, लोग, संबंध

People, persons, relation

ଦେଖି (dekhi)

ଦେଖୁଛି, ଅନୁଭବ, ଦର୍ଶନ

देख रहा है, अनुभव, दर्शन

Seeing, experiencing, viewing

ଆନନ୍ଦ (ānanda)

ଆନନ୍ଦ, ଖୁସି, ସୁଖ

आनंद, खुशी, सुख

Joy, happiness, pleasure

କୁରୁଳି (kuruli)

କୁରୁଳି, ଆନନ୍ଦ, ଗତି

कुरुली, आनंद, गति

Rejoiced, joy, movement

ଉଠୁଥିଲେ (uthuthile)

ଉଠୁଥିଲେ, ଉନ୍ନତ, ପ୍ରାପ୍ତ

उठ रहे थे, उन्नत, प्राप्त

Were rising, improving

କେଉଁ (keuṁ)

କେଉଁ, କେତେ, ସ୍ଥାନ

कौन, कितना, स्थान

Which, how much, place

ବେଗ (bega)

ବେଗ, ଗତି, ଶକ୍ତି

वेग, गति, शक्ति

Speed, movement, power

ମେଘ (megha)

ମେଘ, ବର୍ଷା, ଆକାଶ

मेघ, वर्षा, आकाश

Cloud, rain, sky

ଦୂରତା (dūratā)

ଦୂରତା, ଅନ୍ତର, ସ୍ଥାନ

दूरी, अंतर, स्थान

Distance, interval, place

କୌତୂହଳ (kautūhala)

କୌତୂହଳ, ଆଶ୍ଚର୍ଯ୍ୟ, ଜ୍ଞାନ

कौतुहल, आश्चर्य, ज्ञान

Curiosity, wonder, knowledge

ସହ (saha)

ସହ, ସଙ୍ଗେ, ଏକତ୍ର

सह, संग, एकत्र

With, together, along

ଗଣନା (gaṇanā)

ଗଣନା, ସଂଖ୍ୟା, ହିସାବ

गणना, संख्या, हिसाब

Calculation, number, account

ଖେଳୁଖେଳୁ (kheḷukheḷu)

ଖେଳୁଖେଳୁ, ଆନନ୍ଦ, କ୍ରୀଡା

खेलुखेलु, आनंद, क्रीड़ा

While playing, joy, sport

ଆଖି (ākhi)

ଆଖି, ଦୃଷ୍ଟି, ସମ୍ପର୍କ

आँख, दृष्टि, संबंध

Eye, sight, relation

ଆଗରେ (āgare)

ଆଗରେ, ସାମ୍ନା, ସ୍ଥାନ

आगे, सामने, स्थान

In front, ahead, place

ରଙ୍ଗୀନ (raṅgīna)

ରଙ୍ଗୀନ, ବର୍ଣନ, ସୁନ୍ଦର

रंगीन, वर्णन, सुंदर

Colorful, description, beautiful

କାଚ (kācha)

କାଚ, ଶୀଶ, ଦ୍ରବ୍ୟ

काच, शीश, द्रव्य

Glass, mirror, material

ଧରି (dhari)

ଧରୁଛି, ଗ୍ରହଣ, ସଂରକ୍ଷଣ

धर रहा है, ग्रहण, संरक्षण

Holding, seizing, protecting

ସୂର୍ଯ୍ୟ (sūrya)

ସୂର୍ଯ୍ୟ, ସୂର୍ଯ୍ୟଦେବ, ଆଲୋକ

सूर्य, सूर्यदेव, प्रकाश

Sun, sun god, light

ଦେଖିବା (dekhibā)

ଦେଖିବା, ଦର୍ଶନ, ଅନୁଭବ

देखना, दर्शन, अनुभव

To see, view, experience

ଚେଷ୍ଟା (cheṣṭā)

ଚେଷ୍ଟା, ପ୍ରୟାସ, କାର୍ଯ୍ୟ

चेष्टा, प्रयास, कार्य

Effort, attempt, action

କରୁଥିଲେ (karuthile)

କରୁଥିଲେ, କାମ, କାର୍ଯ୍ୟ

कर रहे थे, काम, कार्य

Were doing, work, action

ଅନେକ (anek)

ଅନେକ, ବହୁତ, ସଂଖ୍ୟା

अनेक, बहुत, संख्या

Many, numerous, number

ସମୟ (samaya)

ସମୟ, କାଳ, ଅବସର

समय, काल, अवसर

Time, period, occasion

ବରଗଛ (baragaṣa)

ବରଗଛ, ବୃକ୍ଷ, ସ୍ଥାନ

बरगछ, वृक्ष, स्थान

Banyan tree, tree, place

ନିକଟ (nikaṭa)

ନିକଟ, ପାଖ, ସମ୍ପର୍କ

निकट, पास, संबंध

Near, close, relation

ଯାଇ (yāi)

ଯାଉଛି, ଗତି, ପ୍ରବାସ

जा रहा है, गति, प्रवास

Going, movement, travel

ତଳେ (taḷe)

ତଳେ, ନିମ୍ନ, ସ୍ଥାନ

तले, नीचे, स्थान

Below, under, place

ବସୁଥିଲେ (basuthile)

ବସୁଥିଲେ, ସ୍ଥିର, ଆସନ

बैठे थे, स्थिर, आसन

Were sitting, stable, seat

ଗତି (gati)

ଗତି, ଚଳଣ, ପ୍ରବୃତ୍ତି

गति, चलन, प्रवृत्ति

Movement, motion, activity

ଅନୁଯାୟୀ (anuyāyī)

ଅନୁଯାୟୀ, ଅନୁସାରେ, ସମ୍ପର୍କ

अनुयायी, अनुसारे, संबंध

According to, following

ଖଣ୍ଡିଏ (khaṇḍie)

ଖଣ୍ଡ, ଭାଗ, ଅଙ୍ଗ

खंडी, भाग, अंग

Piece, part, limb

କାଠ (kāṭha)

କାଠ, ଦ୍ରବ୍ୟ, ସାମଗ୍ରୀ

काठ, द्रव्य, सामग्री

Wood, material, substance

ଦ୍ଵାରା (dvārā)

ଦ୍ଵାରା, ମାଧ୍ୟମ, ସମ୍ପର୍କ

द्वारा, माध्यम, संबंध

By, through, relation

ଗଛ (gaṣa)

ଗଛ, ବୃକ୍ଷ, ସ୍ଥାନ

गछ, वृक्ष, स्थान

Tree, plant, place

ଉଚ୍ଚତା (ucchata)

ଉଚ୍ଚତା, ଉନ୍ନତି, ମାପ

ऊंचाई, उन्नति, माप

Height, elevation, measurement

କହିଦେଇ (kahidei)

କହିଦେଇ, ବର୍ଣନା, ପ୍ରଦାନ

कहिदे, वर्णन, प्रदान

Told, described, gave

ପାରୁଥିଲେ (pāruthile)

ପାରୁଥିଲେ, ସମ୍ଭବ, ପ୍ରାପ୍ତ

पार रहे थे, संभव, प्राप्त

Were able, possible, obtained

ରାତ୍ରି (rātri)

ରାତ୍ରି, ରାତ, ସମୟ

रात्रि, रात, समय

Night, darkness, time

ଧ୍ରୁବତାରା (dhruvatārā)

ଧ୍ରୁବତାରା, ତାରା, ଆକାଶ

ध्रुवतारा, तारा, आकाश

Pole star, star, sky

ସପ୍ତର୍ଷି (saptarṣi)

ସପ୍ତର୍ଷି, ମଣ୍ଡଳ, ଆକାଶ

सप्तर्षि, मंडल, आकाश

Seven sages, constellation

ମଣ୍ଡଳ (maṇḍala)

ମଣ୍ଡଳ, ସମୂହ, ଆକାର

मंडल, समूह, आकार

Circle, group, shape

ଗ୍ରହ (graha)

ଗ୍ରହ, ଗୋଳ, ଆକାଶ

ग्रह, गोला, आकाश

Planet, sphere, sky

ନକ୍ଷତ୍ର (nakṣatra)

ନକ୍ଷତ୍ର, ତାରା, ଆକାଶ

नक्षत्र, तारा, आकाश

Star, constellation, sky

ଉଦୟ (udaya)

ଉଦୟ, ଉତ୍ଥାନ, ଆଗମ

उदय, उत्थान, आगम

Rise, ascent, arrival

ଅସ୍ତ (asta)

ଅସ୍ତ, ସମାପ୍ତ, ନଷ୍ଟ

अस्त, समाप्त, नष्ट

Set, end, lost

ଆଦି (ādi)

ଆଦି, ପ୍ରାରମ୍ଭ, ସମ୍ପର୍କ

आदि, प्रारंभ, संबंध

Etc., beginning, relation

ସମୟ (samaya)

ସମୟ, କାଳ, ଅବସର

समय, काल, अवसर

Time, period, occasion

ହିସାବ (hisāba)

ହିସାବ, ଗଣନା, ସଂଖ୍ୟା

हिसाब, गणना, संख्या

Account, calculation, number

ତାଳପତ୍ର (tāḷapatra)

ତାଳପତ୍ର, ପତ୍ର, ଲେଖା

तालपत्र, पत्र, लेखा

Palm leaf, leaf, writing

ଲେଖି (lekhī)

ଲେଖୁଛି, ବର୍ଣନା, ଲେଖା

लिख रहा है, वर्णन, लेखा

Writing, describing, recording

ରଖୁଥିଲେ (rakuthile)

ରଖୁଥିଲେ, ସୁରକ୍ଷା, ସଂରକ୍ଷଣ

रख रहे थे, सुरक्षा, संरक्षण

Were keeping, protecting

ଦଶ (daśa)

ଦଶ, ସଂଖ୍ୟା, ବର୍ଷ

दश, संख्या, वर्ष

Ten, number, year

ବର୍ଷ (barṣa)

ବର୍ଷ, ସମୟ, କାଳ

वर्ष, समय, काल

Year, time, period

ବୟସ (bayasa)

ବୟସ, ବୟସ୍କ, ସମୟ

वयस, वयस्क, समय

Age, adult, time

ପିତା (pitā)

ପିତା, ପିତୃ, ପିତାମହ

पिता, पितृ, पितामह

Father, ancestor, parent

ଶ୍ୟାମସୁନ୍ଦର (śyāmasundara)

ଶ୍ୟାମସୁନ୍ଦର, ନାମ, ବ୍ୟକ୍ତି

श्यामसुंदर, नाम, व्यक्ति

Shyamasundar, name, person

ଜ୍ୟୋତିଷ (jyotiṣa)

ଜ୍ୟୋତିଷ, ବିଜ୍ଞାନ, ଆକାଶ

ज्योतिष, विज्ञान, आकाश

Astrology, science, sky

ବିଦ୍ୟା (bidyā)

ବିଦ୍ୟା, ଶିକ୍ଷା, ଜ୍ଞାନ

विद्या, शिक्षा, ज्ञान

Knowledge, education, wisdom

ଶିକ୍ଷା (śikṣā)

ଶିକ୍ଷା, ଅଧ୍ୟୟନ, ବିଦ୍ୟା

शिक्षा, अध्ययन, विद्या

Education, study, knowledge

କରିଥିଲେ (karithile)

କରିଥିଲେ, ସମ୍ପନ୍ନ, କାମ

कर रहे थे, संपन्न, काम

Did, completed, work

ଗଣନା (gaṇanā)

ଗଣନା, ସଂଖ୍ୟା, ହିସାବ

गणना, संख्या, हिसाब

Calculation, number, account

ପାଇଁ (pāiṁ)

ପାଇଁ, ପ୍ରାପ୍ତ, କାରଣ

पाने, प्राप्त, कारण

For, to get, reason

ଯନ୍ତ୍ର (yantra)

ଯନ୍ତ୍ର, ମଶୀନ, ଉପକରଣ

यंत्र, मशीन, उपकरण

Instrument, machine, device

ବ୍ୟବହାର (byabahāra)

ବ୍ୟବହାର, ଉପୟୋଗ, କାର୍ଯ୍ୟ

व्यवहार, उपयोग, कार्य

Use, practice, action

ନ (na)

ନ, ନାହିଁ, ବିରୋଧ

नहीं, ना, विरोध

Not, no, opposition

ଥିଲା (thila)

ଥିଲା, ଅସ୍ତିତ୍ଵ, ସମ୍ପର୍କ

था, अस्तित्व, संबंध

Was, existed, related

ପ୍ରାଚୀନ (prācīna)

ପ୍ରାଚୀନ, ପୁରାତନ, ପୁର୍ଣ୍ଣ

प्राचीन, पुरातन, पूर्ण

Ancient, old, complete

ଗ୍ରନ୍ଥ (grantha)

ଗ୍ରନ୍ଥ, ପୁସ୍ତକ, ଲେଖା

ग्रंथ, पुस्तक, लेखा

Book, scripture, writing

ପଢ଼ି (paḍhi)

ପଢ଼ୁଛି, ଅଧ୍ୟୟନ, ଶିକ୍ଷା

पढ़ रहा है, अध्ययन, शिक्षा

Reading, studying, learning

ଏକ (eka)

ଏକ, ଏକତ୍ର, ସଂଖ୍ୟା

एक, एकत्र, संख्या

One, united, number

ବାଉଁଶ (bāuṁśa)

ବାଉଁଶ, ନଳ, ଦ୍ରବ୍ୟ

बौंश, नल, द्रव्य

Bamboo, pipe, material

ନଳୀ (naḷī)

ନଳୀ, ନଳ, ଦ୍ରବ୍ୟ

नली, नल, द्रव्य

Tube, pipe, material

ସାହାଯ୍ୟ (sāhāyya)

ସାହାଯ୍ୟ, ସହାୟତା, ସମ୍ପର୍କ

सहाय्य, सहायता, संबंध

Help, assistance, relation

ଆଗ୍ରହ (āgrah)

ଆଗ୍ରହ, ଆସକ୍ତି, ଜ୍ଞାନ

आग्रह, आसक्ति, ज्ञान

Interest, eagerness, knowledge

ଦେଖି (dekhi)

ଦେଖୁଛି, ଅନୁଭବ, ଦର୍ଶନ

देख रहा है, अनुभव, दर्शन

Seeing, experiencing, viewing

ଲୋକ (loka)

ଲୋକ, ଜନ, ସମସ୍ତ

लोग, जन, समस्त

People, folks, all

କାବା (kābā)

କାବା, ଆଶ୍ଚର୍ଯ୍ୟ, ପ୍ରଶଂସା

काबा, आश्चर्य, प्रशंसा

Astonished, wonder, praise

ହେଉଥିଲେ (heuthile)

ହେଉଥିଲେ, ସମ୍ପନ୍ନ, ଘଟୁଥିଲା

हो रहे थे, संपन्न, घट रहा था

Were happening, occurring

କହୁଥିଲେ (kahuthile)

କହୁଥିଲେ, ବର୍ଣନା, ଉପଦେଶ

कह रहे थे, वर्णन, उपदेश

Were saying, narrating

ପିଲା (pilā)

ପିଲା, ଶିଶୁ, ବାଳକ

पिल्ला, शिशु, बालक

Child, kid, young one

ଦିନେ (dine)

ଦିନେ, ସମୟ, ଦିନ

दिन में, समय, दिन

One day, time, day

ନା (nā)

ନା, ନାହିଁ, ବିରୋଧ

ना, नहीं, विरोध

Or, not, opposition

ବଡ଼ (baḍa)

ବଡ଼, ମହାନ, ଉତ୍କୃଷ୍ଟ

बड़ा, महान, उत्कृष्ट

Big, great, excellent

ଜ୍ୟୋତିର୍ବିଦ୍ (jyotirbid)

ଜ୍ୟୋତିର୍ବିଦ୍, ବିଜ୍ଞାନୀ, ପଣ୍ଡିତ

ज्योतिरविद, वैज्ञानिक, पंडित

Astronomer, scientist, scholar

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ଦେଶ (deśa)

ଦେଶ, ଜନ୍ମଭୂମି, ମାତୃଭୂମି

देश, जन्मभूमि, मातृभूमि

Country, homeland, motherland

ଟେକ (ṭeka)

ଟେକ, ସମ୍ମାନ, ସ୍ଥାନ

टेक, सम्मान, स्थान

Honor, place, reputation

ରଖିବ (rakhiba)

ରଖିବ, ସୁରକ୍ଷା, ସଂରକ୍ଷଣ

रखेगा, सुरक्षा, संरक्षण

Will keep, protect, preserve

ସତ (sata)

ସତ, ସତ୍ୟ, ଶୁଭ

सत, सत्य, शुभ

Truth, good, pure

ସେୟା (seyā)

ସେୟା, ସେ, ସମ୍ପର୍କ

सेया, वह, संबंध

That, he/she, relation

ହେଲା (heḷā)

ହେଲା, ସମ୍ପନ୍ନ, ଘଟିଲା

हुआ, संपन्न, घटा

Happened, occurred, completed

ସାରା (sārā)

ସାରା, ସମ୍ପୂର୍ଣ୍ଣ, ସମସ୍ତ

सारा, संपपूर्ण, समस्त

Whole, complete, all

ପୃଥିବୀ (pṛthibī)

ପୃଥିବୀ, ଭୂମଣ୍ଡଳ, ସ୍ଥାନ

पृथ्वी, भूमंडल, स्थान

Earth, world, place

ପୂଜିତ (pūjita)

ପୂଜିତ, ସମ୍ମାନିତ, ପବିତ୍ର

पूजित, सम्मानित, पवित्र

Worshiped, honored, sacred

ଅଭ୍ୟାସ (abhyāsa)

ଅଭ୍ୟାସ, ପ୍ରକ୍ରିୟା, କାର୍ଯ୍ୟ

अभ्यास, प्रक्रिया, कार्य

Habit, practice, action

ଥିଲା (thila)

ଥିଲା, ଅସ୍ତିତ୍ଵ, ସମ୍ପର୍କ

था, अस्तित्व, संबंध

Was, existed, related

ନିଜ (nija)

ନିଜ, ସ୍ୱୟଂ, ଆତ୍ମ

निज, स्वयं, आत्म

Self, own, soul

ଘର (ghara)

ଘର, ଗୃହ, ନିବାସ

घर, गृह, निवास

Home, house, residence

ଅନ୍ୟ (anya)

ଅନ୍ୟ, ପର, ଭିନ୍ନ

अन्य, पर, भिन्न

Other, different, separate

ଲୋକଙ୍କ (lokanka)

ଲୋକଙ୍କ, ଜନ, ସମ୍ପର୍କ

लोगों, जन, संबंध

People’s, folks’, relation

ଦୂରତା (dūratā)

ଦୂରତା, ଅନ୍ତର, ସ୍ଥାନ

दूरी, अंतर, स्थान

Distance, interval, place

ମାପି (māpi)

ମାପୁଛି, ମାପ, ଗଣନା

माप रहा है, माप, गणना

Measuring, measurement

ପାହୁଣ୍ଡ (pāhūṇḍa)

ପାହୁଣ୍ଡ, ମାପ, ଦୂରତା

पाहुंड, माप, दूरी

Pace, measure, distance

ହିସାବ (hisāba)

ହିସାବ, ଗଣନା, ସଂଖ୍ୟା

हिसाब, गणना, संख्या

Account, calculation, number

କରି (kari)

କରୁଛି, କାମ, କାର୍ଯ୍ୟ

कर रहा है, काम, कार्य

Doing, work, action

ରଖୁଥିଲେ (rakuthile)

ରଖୁଥିଲେ, ସୁରକ୍ଷା, ସଂରକ୍ଷଣ

रख रहे थे, सुरक्षा, संरक्षण

Were keeping, protecting

ସବୁଠାରୁ (sabuthāru)

ସବୁଠାରୁ, ସମସ୍ତ, ପ୍ରାରମ୍ଭ

सबूथारू, समस्त, प्रारंभ

From all, all, beginning

ଆଶ୍ଚର୍ଯ୍ୟ (āścarya)

ଆଶ୍ଚର୍ଯ୍ୟ, ବିସ୍ମୟ, ଜ୍ଞାନ

आश्चर्य, विस्मय, ज्ञान

Wonder, surprise, knowledge

କଥା (kathā)

କଥା, ବର୍ଣନା, ସମ୍ବାଦ

कथा, वर्णन, संवाद

Story, narration, dialogue

ହେଲା (heḷā)

ହେଲା, ସମ୍ପନ୍ନ, ଘଟିଲା

हुआ, संपन्न, घटा

Happened, occurred, completed

ଅଗଣା (agaṇā)

ଅଗଣା, ଅମଳ, ସ୍ଥାନ

अगणा, अमल, स्थान

Front yard, pure, place

ପୁରୀ (purī)

ପୁରୀ, ସ୍ଥାନ, ମନ୍ଦିର

पुरी, स्थान, मंदिर

Puri, place, temple

ଜଗନ୍ନାଥ (jagannātha)

ଜଗନ୍ନାଥ, ଦେବତା, ନାମ

जगन्नाथ, देवता, नाम

Jagannath, god, name

ମନ୍ଦିର (mandira)

ମନ୍ଦିର, ଦେବାଳୟ, ସ୍ଥାନ

मंदिर, देवालय, स्थान

Temple, shrine, place

ପରିଶ୍ରମୀ (pariśramī)

ପରିଶ୍ରମୀ, କାର୍ଯ୍ୟକ୍ଷମ, ଶ୍ରମିକ

परिश्रमी, कार्यक्षम, श्रमिक

Hardworking, diligent, worker

ଥିଲେ (thile)

ଥିଲେ, ଅସ୍ତିତ୍ଵ, ସମ୍ପର୍କ

थे, अस्तित्व, संबंध

Were, existed, related

କଠୋର (kaṭhora)

କଠୋର, ଦୁର୍ବଳ, ଶକ୍ତ

कठोर, दुर्बल, शक्ति

Hard, tough, strength

ସାଧନା (sādhana)

ସାଧନା, ପ୍ରୟାସ, ଉପାୟ

साधना, प्रयास, उपाय

Effort, practice, means

ବଳ (baḷa)

ବଳ, ଶକ୍ତି, ସମ୍ପନ୍ନ

बल, शक्ति, संपन्न

Strength, power, completed

ମାନ (māna)

ମାନ, ସମ୍ମାନ, ମାପ

मान, सम्मान, माप

Honor, respect, measure

ଯନ୍ତ୍ର (yantra)

ଯନ୍ତ୍ର, ମଶୀନ, ଉପକରଣ

यंत्र, मशीन, उपकरण

Instrument, machine, device

ତିଆରି (tiyāri)

ତିଆରି, ନିର୍ମାଣ, ପ୍ରସ୍ତୁତ

तैयारी, निर्माण, प्रस्तुत

Preparation, construction

କରିଥିଲେ (karithile)

କରିଥିଲେ, ସମ୍ପନ୍ନ, କାମ

कर रहे थे, संपन्न, काम

Did, completed, work

ବଡ଼ (baḍa)

ବଡ଼, ମହାନ, ଉତ୍କୃଷ୍ଟ

बड़ा, महान, उत्कृष्ट

Big, great, excellent

ପର୍ବତ (parbata)

ପର୍ବତ, ଶୃଙ୍ଗ, ସ୍ଥାନ

पर्वत, शृंग, स्थान

Mountain, peak, place

ବୃକ୍ଷ (bṛkṣa)

ବୃକ୍ଷ, ଗଛ, ସ୍ଥାନ

वृक्ष, गछ, स्थान

Tree, plant, place

ଦୂରତା (dūratā)

ଦୂରତା, ଅନ୍ତର, ସ୍ଥାନ

दूरी, अंतर, स्थान

Distance, interval, place

ମାପି (māpi)

ମାପୁଛି, ମାପ, ଗଣନା

माप रहा है, माप, गणना

Measuring, measurement

ଅସାଧାରଣ (asādhāraṇa)

ଅସାଧାରଣ, ବିଶିଷ୍ଟ, ଅଦ୍ଭୁତ

असाधारण, विशिष्ट, अद्भुत

Extraordinary, unique, amazing

ବୁଦ୍ଧି (buddhi)

ବୁଦ୍ଧି, ଜ୍ଞାନ, ଚିନ୍ତା

बुद्धि, ज्ञान, चिंता

Intelligence, knowledge, thought

ସାହାଯ୍ୟ (sāhāyya)

ସାହାଯ୍ୟ, ସହାୟତା, ସମ୍ପର୍କ

सहाय्य, सहायता, संबंध

Help, assistance, relation

ସୌରମଣ୍ଡଳ (sauramaṇḍala)

ସୌରମଣ୍ଡଳ, ଆକାଶ, ଗୋଳ

सौरमंडल, आकाश, गोला

Solar system, sky, sphere

ମାପିଥିଲେ (māpithile)

ମାପିଥିଲେ, ମାପ, ଗଣନା

मापी थे, माप, गणना

Were measuring, measurement

ଉଦ୍ଭାବନ (udbhābana)

ଉଦ୍ଭାବନ, ନିର୍ମାଣ, ଆବିଷ୍କାର

उद्भावन, निर्माण, आविष्कार

Invention, creation, discovery

ନାମ (nāma)

ନାମ, ପରିଚୟ, ସମ୍ପର୍କ

नाम, परिचय, संबंध

Name, identity, relation

ଶଙ୍କୁ (śaṅku)

ଶଙ୍କୁ, ଯନ୍ତ୍ର, ମାପ

शंकु, यंत्र, माप

Gnomon, instrument, measure

ଖ-ଗୋଲ (kha-gōla)

ଖ-ଗୋଲ, ଗୋଳ, ଆକାର

ख-गोल, गोला, आकार

Sphere, shape, form

ଉଲମ୍ବିଚକ୍ର (ulamvicakra)

ଉଲମ୍ବିଚକ୍ର, ଯନ୍ତ୍ର, ଗତି

उलंबीचक्र, यंत्र, गति

Vertical wheel, device, motion

ଆଦି (ādi)

ଆଦି, ପ୍ରାରମ୍ଭ, ସମ୍ପର୍କ

आदि, प्रारंभ, संबंध

Etc., beginning, relation

ମହାମହୋପାଧ୍ୟାୟ (mahamahōpādhyāya)

ମହାମହୋପାଧ୍ୟାୟ, ଉପାଧି, ପଣ୍ଡିତ

महामहोपाध्याय, उपाधि, पंडित

Great scholar, title, learned

ଉପାଧି (upādhi)

ଉପାଧି, ସମ୍ମାନ, ଶିକ୍ଷା

उपाधि, सम्मान, शिक्षा

Title, honor, education

ଦିଆଯାଇଥିଲା (diāyāithilā)

ଦିଆଯାଇଥିଲା, ପ୍ରଦାନ, ସମ୍ପନ୍ନ

दिया गया था, प्रदान, संपन्न

Was given, offered, completed

ନିର୍ମିତ (nirmita)

ନିର୍ମିତ, ସୃଷ୍ଟି, କାର୍ଯ୍ୟ

निर्मित, सृष्टि, कार्य

Constructed, created, work

ସୂର୍ଯ୍ୟଘଡ଼ି (sūryaghaḍi)

ସୂର୍ଯ୍ୟଘଡ଼ି, ଯନ୍ତ୍ର, ସମୟ

सूर्यघड़ी, यंत्र, समय

Sundial, device, time

ଆଜି (āji)

ଆଜି, ବର୍ତ୍ତମାନ, ସମୟ

आज, वर्तमान, समय

Today, present, time

ବି (bi)

ବି, ମଧ୍ୟ, ସମ୍ପର୍କ

भी, मध्य, संबंध

Also, in, relation

ରେଭେନ୍ସା (reben sā)

ରେଭେନ୍ସା, କଲେଜ, ସ୍ଥାନ

रेवेन्सा, कॉलेज, स्थान

Ravenshaw, college, place

କଲେଜ (kalēja)

କଲେଜ, ବିଦ୍ୟାଳୟ, ଶିକ୍ଷା

कॉलेज, विद्यालय, शिक्षा

College, school, education

ହତା (hatā)

ହତା, ସ୍ଥାନ, ଆକାର

हता, स्थान, आकार

Courtyard, place, shape

ଶୋଭା (śōbhā)

ଶୋଭା, ସୁନ୍ଦର, ସମ୍ମାନ

शोभा, सुंदर, सम्मान

Beauty, grace, honor

ପାଉଅଛି (pāuachhi)

ପାଉଅଛି, ପ୍ରାପ୍ତ, ସମ୍ପନ୍ନ

पा रहा है, प्राप्त, संपन्न

Is getting, obtained

ଅନୁସରଣ (anusaraṇa)

ଅନୁସରଣ, ଅନୁଯାୟୀ, ଗତି

अनुसरण, अनुयायी, गति

Following, accordance, movement

ଏବେ (ebe)

ଏବେ, ବର୍ତ୍ତମାନ, ସମୟ

अब, वर्तमान, समय

Now, present, time

ମଧ୍ୟ (madhya)

ମଧ୍ୟ, କେନ୍ଦ୍ର, ସମ୍ପର୍କ

मध्य, केंद्र, संबंध

Middle, center, relation

ସୂର୍ଯ୍ୟୋପରାଗ (sūryōparāga)

ସୂର୍ଯ୍ୟୋପରାଗ, ଆକାଶ, ଘଟଣା

सूर्योपाराग, आकाश, घटना

Solar eclipse, sky, event

ଚନ୍ଦ୍ରଗ୍ରହଣ (chandragrahana)

ଚନ୍ଦ୍ରଗ୍ରହଣ, ଆକାଶ, ଘଟଣା

चंद्रग्रहण, आकाश, घटना

Lunar eclipse, sky, event

ସମୟ (samaya)

ସମୟ, କାଳ, ଅବସର

समय, काल, अवसर

Time, period, occasion

ଠିକ୍ (ṭhik)

ଠିକ୍, ସଠିକ୍, ସମ୍ପନ୍ନ

ठीक, सटीक, संपन्न

Exact, accurate, completed

ଭାବେ (bhābe)

ଭାବେ, ଭାବ, ସମ୍ପର୍କ

भावे, भाव, संबंध

In manner, feeling, relation

ନିରୂପଣ (nirūpaṇa)

ନିରୂପଣ, ବର୍ଣନା, ସମ୍ପନ୍ନ

निरूपण, वर्णन, संपन्न

Determination, description

କରାଯାଇ (karāyāi)

କରାଯାଇ, ସମ୍ପନ୍ନ, କାମ

कराया गया, संपन्न, काम

Was done, completed, work

ପାରୁଅଛି (pāruachhi)

ପାରୁଅଛି, ସମ୍ଭବ, ପ୍ରାପ୍ତ

पा रहा है, संभव, प्राप्त

Is able, possible, obtained

ପ୍ରଗାଢ଼ (pragāḍha)

ପ୍ରଗାଢ଼, ଗଭୀର, ଶକ୍ତ

प्रगाढ, गहरा, शक्ति

Deep, intense, strong

ପାଣ୍ଡିତ୍ୟ (pāṇḍitya)

ପାଣ୍ଡିତ୍ୟ, ଜ୍ଞାନ, ଶିକ୍ଷା

पांडित्य, ज्ञान, शिक्षा

Scholarship, knowledge

ବଳ (baḷa)

ବଳ, ଶକ୍ତି, ସମ୍ପନ୍ନ

बल, शक्ति, संपन्न

Strength, power, completed

ସାମାଜିକ (sāmājika)

ସାମାଜିକ, ସମାଜ, ସମ୍ପର୍କ

सामाजिक, समाज, संबंध

Social, society, relation

ତଥ୍ୟ (tathya)

ତଥ୍ୟ, ସମ୍ବାଦ, ଜ୍ଞାନ

तथ्य, समाचार, ज्ञान

Fact, information, knowledge

ଗଣିତ (gaṇita)

ଗଣିତ, ସଂଖ୍ୟା, ବିଜ୍ଞାନ

गणित, संख्या, विज्ञान

Mathematics, number, science

ବିଦ୍ୟା (bidyā)

ବିଦ୍ୟା, ଶିକ୍ଷା, ଜ୍ଞାନ

विद्या, शिक्षा, ज्ञान

Knowledge, education, wisdom

ଆକାଶ (ākāśa)

ଆକାଶ, ନଭ, ତାରା

आकाश, नभ, तारा

Sky, heaven, star

ତତ୍ତ୍ଵ (tattva)

ତତ୍ତ୍ଵ, ସିଦ୍ଧାନ୍ତ, ଜ୍ଞାନ

तत्त्व, सिद्धांत, ज्ञान

Principle, essence, knowledge

ଆବିଷ୍କାର (ābiṣkāra)

ଆବିଷ୍କାର, ଉଦ୍ଭାବନ, ଜ୍ଞାନ

आविष्कार, उद्भावन, ज्ञान

Discovery, invention, knowledge

ଉଦ୍ଭାବନ (udbhābana)

ଉଦ୍ଭାବନ, ନିର୍ମାଣ, ଆବିଷ୍କାର

उद्भावन, निर्माण, आविष्कार

Invention, creation, discovery

କରିଯାଇଛନ୍ତି (kariyāichhanti)

କରିଯାଇଛନ୍ତି, ସମ୍ପନ୍ନ, କାମ

कर चुके हैं, संपन्न, काम

Have done, completed, work

ଭୁଲି (bhuli)

ଭୁଲି, ଭୁଲ, ଅଜ୍ଞାନ

भूली, भूल, अज्ञान

Forgetting, mistake, ignorance

ପାରିବା (pāribā)

ପାରିବା, ସମ୍ଭବ, ପ୍ରାପ୍ତ

पारिबा, संभव, प्राप्त

To be able, possible, obtained

ନାହିଁ (nāhiṁ)

ନାହିଁ, ନ, ବିରୋଧ

नहीं, न, विरोध

Not, no, opposition

ଜ୍ୟୋତିର୍ବିଜ୍ଞାନ (jyotirbijñāna)

ଜ୍ୟୋତିର୍ବିଜ୍ଞାନ, ବିଜ୍ଞାନ, ଆକାଶ

ज्योतिर विज्ञान, विज्ञान, आकाश

Astronomy, science, sky

ଯେତେ (yete)

ଯେତେ, କେତେ, ସଂଖ୍ୟା

जिते, कितना, संख्या

As much, how much, number

ଦିନ (dina)

ଦିନ, ସମୟ, କାଳ

दिन, समय, काल

Day, time, period

ଯାଏ (yāe)

ଯାଏ, ଗତି, ପ୍ରବାସ

जाए, गति, प्रवास

Goes, movement, travel

ଥିବ (thiba)

ଥିବ, ଅସ୍ତିତ୍ବ, ସମ୍ପର୍କ

थिब, अस्तित्व, संबंध

Will be, exist, relation

ପର୍ଯ୍ୟନ୍ତ (paryanta)

ପର୍ଯ୍ୟନ୍ତ, ଯାଏଁ, ସୀମା

पर्यंत, जाएँ, सीमा

Until, up to, limit

ଅମର (amara)

ଅମର, ଚିରସ୍ଥାୟୀ, ଶାଶ୍ଵତ

अमर, चिरस्थायी, शाश्वत

Immortal, eternal, everlasting

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ରହିଥ‌ିବେ (rahithibe)

ରହିଥ‌ିବେ, ଅସ୍ତିତ୍ଵ, ସମ୍ପର୍କ

रहेंगे, अस्तित्व, संबंध

Will remain, exist, relation

ସାରାଂଶ

କାହାଣୀ “ତୁଳସୀ ଦୁଇ ପତ୍ରରୁ ବାସେ” ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ (ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର)ଙ୍କ ଜୀବନ ଓ କୃତିତ୍ୱକୁ ଚିତ୍ରଣ କରେ। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ଜନ୍ମିତ ଏହି ମହାନ ସନ୍ତାନ ନିଜର ଅସାଧାରଣ ବୁଦ୍ଧି ଓ ପରିଶ୍ରମ ବଳରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ। ତୁଳସୀର ଦୁଇ ପତ୍ରରୁ ସୁଗନ୍ଧ ବାହାରୁଥିବା ପରି, ପଠାଣି ସାମନ୍ତଙ୍କ ପ୍ରତିଭା ପିଲାବେଳୁ ପ୍ରକାଶ ପାଇଥିଲା।

ଛୋଟ ବୟସରୁ ସେ ଆକାଶ ନିରୀକ୍ଷଣ କରି ମେଘମାଳାର ଗତି, ପକ୍ଷୀମାନଙ୍କର ଉଡ଼ାଣ ଓ ତାଙ୍କ ଦୂରତା ଗଣନା କରୁଥିଲେ। ଚାଟଶାଳୀରେ ପଢ଼ୁଥିବା ବେଳେ ସେ ପକ୍ଷୀମାନଙ୍କୁ ଦେଖି ଆନନ୍ଦ ପାଉଥିଲେ ଓ ସୂର୍ଯ୍ୟଙ୍କୁ ରଙ୍ଗୀନ କାଚ ମାଧ୍ୟମରେ ନିରୀକ୍ଷଣ କରୁଥିଲେ। ବରଗଛ ତଳେ ବସି ସୂର୍ଯ୍ୟଙ୍କ ଗତି ଅନୁସାରେ ଗଛର ଉଚ୍ଚତା ମାପୁଥିଲେ। ରାତିରେ ଧ୍ରୁବତାରା, ସପ୍ତର୍ଷିମଣ୍ଡଳ, ଗ୍ରହ ଓ ନକ୍ଷତ୍ରର ଗତିବିଧି ତାଳପତ୍ରରେ ଲେଖୁଥିଲେ।

ପ୍ରାୟ ଦଶ ବର୍ଷ ବୟସରେ ସେ ତାଙ୍କ ପିତା ଶ୍ୟାମସୁନ୍ଦର ସିଂହଙ୍କଠାରୁ ଜ୍ୟୋତିଷ ଶିକ୍ଷା ଆରମ୍ଭ କରିଥିଲେ। ସେ ପ୍ରାଚୀନ ଗ୍ରନ୍ଥ ଅଧ୍ୟୟନ କରି ବାଉଁଶ ନଳୀ ସାହାଯ୍ୟରେ ଗ୍ରହ-ନକ୍ଷତ୍ରର ଗତି ଓ ଦୂରତା ମାପୁଥିଲେ। ତାଙ୍କର କୌତୂହଳ ଓ ପରିଶ୍ରମ ଦେଖି ଲୋକେ ପ୍ରଶଂସା କରୁଥିଲେ ଓ କହୁଥିଲେ ଯେ ସେ ଦିନେ ମହାନ ଜ୍ୟୋତିର୍ବିଦ୍ ହେବେ। ସେ ନିଜର ପରିଶ୍ରମ ବଳରେ ‘ମାନଯନ୍ତ୍ର’ ତିଆରି କରିଥିଲେ, ଯାହା ପର୍ବତ ଓ ବୃକ୍ଷର ଦୂରତା ମାପିବାରେ ସହାୟକ ହୋଇଥିଲା। ସେ ବାଉଁଶ ଓ କାଠରେ ‘ଶଙ୍କୁ’, ‘ଖ-ଗୋଲ’, ଓ ‘ଉଲମ୍ବିଚକ୍ର’ ଭଳି ଯନ୍ତ୍ର ଉଦ୍ଭାବନ କରିଥିଲେ। ଏହା ସହିତ ସେ ସୌରମଣ୍ଡଳର ଗଣନା କରିଥିଲେ।

ତାଙ୍କର ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଥିଲା ନିଜ ଘରଠାରୁ ପୁରୀ ଜଗନ୍ନାଥ ମନ୍ଦିରର ଦୂରତା ୧,୫୧,୨୦୦ ପାହୁଣ୍ଡ ବୋଲି ମାପିବା। ତାଙ୍କ ଉଦ୍ଭାବନ ଓ ଗଣନା ସୂତ୍ର ଅନୁସାରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣର ସମୟ ଆଜି ମଧ୍ୟ ଠିକ୍ ଭାବେ ନିରୂପଣ କରାଯାଉଛି। ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟଘଡ଼ି ରେଭେନ୍ସା କଲେଜ ହତାରେ ଆଜି ମଧ୍ୟ ଶୋଭା ପାଉଛି। ତାଙ୍କୁ “ମହାମହୋପାଧ୍ୟାୟ” ଉପାଧି ମିଳିଥିଲା। ପଠାଣି ସାମନ୍ତଙ୍କର ଜ୍ୟୋତିର୍ବିଜ୍ଞାନ, ଗଣିତ ଓ ସାମାଜିକ ତଥ୍ୟର ଆବିଷ୍କାର ଅମର ରହିବ, ଓ ଜ୍ୟୋତିର୍ବିଜ୍ଞାନ ଥିବା ଯାଏ ସେ ଅମର ହୋଇ ରହିବେ।

सारांश

कहानी “तुलसी दुइ पतरु बासे” (तुलसी के दो पत्तों से सुगंध) ओड़िशाके पहले खगोलशास्त्री पठानी सामंत (सामंत चंद्रशेखर सिंह महापात्र) के जीवन और उपलब्धियों को चित्रित करती है। नयागढ़ जिले के खंडपड़ा में जन्मे इस महान सपूत ने अपनी असाधारण बुद्धि और परिश्रम से ओड़िशा का गौरव बढ़ाया। जैसे तुलसी के दो पत्तों से सुगंध निकलती है, वैसे ही पठानी सामंत की प्रतिभा बचपन से ही प्रकट हो गई थी।

बचपन से वे आकाश का निरीक्षण करने में रुचि रखते थे। वे बादलों की गति, पक्षियों के उड़ान और उनकी दूरी का अनुमान लगाते थे। चाटशाला (स्कूल) में पढ़ते समय वे उड़ते पक्षियों को देखकर आनंदित होते थे और रंगीन काँच के माध्यम से सूर्य का अवलोकन करते थे। बरगद के पेड़ के नीचे बैठकर सूर्य की गति के आधार पर पेड़ की ऊँचाई मापते थे। रात में ध्रुवतारा, सप्तर्षि मंडल, ग्रहों और नक्षत्रों की गति, उदय और अस्त का समय ताड़पत्र पर लिखते थे।

लगभग दस वर्ष की आयु में उन्होंने अपने पिता श्यामसुंदर सिंह से ज्योतिष विद्या सीखी। प्राचीन ग्रंथों का अध्ययन कर उन्होंने बाँस की नली की सहायता से ग्रह-नक्षत्रों की गति और दूरी का निर्धारण किया। उनके इस रुचि और परिश्रम को देखकर लोग प्रशंसा करते थे और कहते थे कि यह बच्चा एक दिन बड़ा खगोलशास्त्री बनेगा। उनकी भविष्यवाणी सत्य हुई, और वे विश्व में पूजित हुए।

उन्होंने परिश्रम से ‘मानयंत्र’ बनाया, जिससे पहाड़ों और वृक्षों की दूरी मापी जा सकती थी। बाँस और लकड़ी की सहायता से उन्होंने ‘शंकु’, ‘ख-गोल’, और ‘उलंबिचक्र’ जैसे यंत्र बनाए। उन्होंने सौरमंडल की गणना भी की। आश्चर्यजनक रूप से, उन्होंने अपने घर के आँगन से पुरी जगन्नाथ मंदिर की दूरी 1,51,200 कदम मापी। उनके गणना सूत्रों से आज भी सूर्यग्रहण और चंद्रग्रहण का समय सटीक रूप से निर्धारित किया जाता है। उनके द्वारा निर्मित सूर्यघड़ी आज भी रेवेंशा कॉलेज के प्रांगण में शोभा पा रही है। उन्हें “महामहोपाध्याय” की उपाधि मिली। पठानी सामंत के खगोलशास्त्र, गणित और सामाजिक तथ्यों के आविष्कार अमर रहेंगे, और जब तक खगोलशास्त्र रहेगा, वे अमर रहेंगे।

Summary

The poem “Tulasi Dui Patraru Base” (Fragrance from Two Tulsi Leaves) celebrates the life and achievements of Pathani Samanta (Samanta Chandrasekhar Singh Mahapatra), Odisha’s first astronomer, born in Khandapada, Nayagarh district. This illustrious son of Odisha elevated the state’s pride through his extraordinary intellect and diligence. Like the fragrance emanating from two tulsi leaves, his brilliance shone from childhood.

From a young age, Pathani was fascinated by observing the sky, studying the movement of clouds and calculating the speed and distance of flying birds. At the village school (chatashali), he would joyfully watch birds and attempt to observe the sun through colored glass. Sitting under a banyan tree, he measured its height using the sun’s movement. At night, he recorded the positions, rise, and set times of the Pole Star, the Saptarishi constellation, planets, and stars on palm leaves.

Around the age of ten, he began learning astrology from his father, Shyamasundar Singh. Studying ancient texts, he used a bamboo tube to measure the movements and distances of celestial bodies without modern instruments. His curiosity and hard work earned the admiration of locals, who predicted he would become a great astronomer. Their prediction came true as he gained worldwide recognition.

Through relentless effort, Pathani Samanta invented the Manayantra, a device to measure distances to mountains and trees. Using bamboo and wood, he crafted instruments like the Shanku, Kha-Gola, and Ulambichakra. Remarkably, he calculated the distance from his home courtyard to the Jagannath Temple in Puri as 1,51,200 steps. His formulas still enable accurate predictions of solar and lunar eclipses. The sundial he built continues to adorn the premises of Ravenshaw College. For his contributions, he was honored with the title Mahamahopadhyaya. Pathani Samanta’s discoveries in astronomy, mathematics, and social data remain unforgettable, ensuring his legacy endures as long as the science of astronomy exists.

 

ଅଭ୍ୟାସ

୧. ଆସ ଆମେ କଥାବାର୍ତ୍ତା ହେବା

(କ) ପଠାଣି ସାମନ୍ତ କେଉଁଠି ଜନ୍ମଗ୍ରହଣ କରିଥିଲେ?

ଉତ୍ତର – ପଠାଣି ସାମନ୍ତ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

(ଖ) ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ?

ଉତ୍ତର – ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ହେଲେ ପଠାଣି ସାମନ୍ତ।

(ଗ) ପଠାଣି ସାମନ୍ତଙ୍କୁ କେଉଁ ଉପାଧି ମିଳିଥିଲା?

ଉତ୍ତର – ପଠାଣି ସାମନ୍ତଙ୍କୁ ‘ମହାମହୋପାଧ୍ୟାୟ’ ଉପାଧି ମିଳିଥିଲା।

(ଘ) ପଠାଣି ସାମନ୍ତ କି କି ଯନ୍ତ୍ର ଉଦ୍ଭାବନ କରିଥିଲେ?

ଉତ୍ତର – ପଠାଣି ସାମନ୍ତ ଉଦ୍ଭାବନ କରିଥିଲେ – ଶଙ୍କୁ, ଖ-ଗୋଲ, ଉଲମ୍ବିଚକ୍ର।

(ଙ) ତାଳପତ୍ରରେ ସେ କ’ଣ ସବୁ ଲେଖୁ ରଖୁଥିଲେ?

ଉତ୍ତର – ପଠାଣି ସାମନ୍ତ ଧ୍ରୁବତାରା, ସପ୍ତର୍ଷିମଣ୍ଡଳ, ଗ୍ରହ ଓ ନକ୍ଷତ୍ରଙ୍କ ଉଦୟ-ଅସ୍ତ ସମୟ, ଗତିବିଧି ତାଳପତ୍ରରେ ଲେଖୁଥିଲେ।

୨. କାହାର କାହା ସହ ସଂପର୍କ ଅଛି, ଆସ ଗାର ଟାଣି ଚିହ୍ନାଇ ଦେବା।

ଶୂନ୍ୟ – ଆକାଶ

ଖଣ୍ଡ ଖଣ୍ଡ – ମେଘ

ପ୍ରାଚୀନ – ଗ୍ରନ୍ଥ

ଅସାଧାରଣ – ବୁଦ୍ଧି

ସମୟ – ଘଣ୍ଟା

ମହାମହୋପାଧ୍ୟାୟ – ଉପାଧି

୩. ଯେପରି – ‘ପୂଜା’ ଶବ୍ଦରୁ ପୂଜିତ ହୁଏ।

ସେହିପରି କ’ଣ ହେବ, କୋଠରି ଭିତରେ ଲେଖିବା।

ସୂଚନା ସୂଚିତ

ଉଦୟ ଉଦିତ

ପାଳନ ପାଳିତ

ନିର୍ମାଣ ନିର୍ମି

୪. ପଠିତ ବିଷୟରୁ ଉପଯୁକ୍ତ ଶବ୍ଦ ଖୋଜି ଶୂନ୍ୟସ୍ଥାନ ପୂରଣ କରିବା

(କ) ପଠାଣି ସାମନ୍ତ ଓଡ଼ିଶାର ପ୍ରଥମ ________।

ଜ୍ୟୋତିର୍ବିଜ୍ଞାନୀ

(ଖ) ସୂର୍ଯ୍ୟଙ୍କ ଗତି ଅନୁଯାୟୀ ________ ଗଛର ଉଚ୍ଚତା କହିଦେଇ ପାରୁଥିଲେ।

ଖଣ୍ଡିଏ କାଠି ଦ୍ଵାରା

(ଗ) ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ ହୋଇ ________।

ଦେଶର ଟେକ ରଖିବ

(ଘ) କଠୋର ସାଧନା ବଳରେ ସେ ଏକ ________ ତିଆରି କରିଥିଲେ।

ମାନଯନ୍ତ୍ର

୫. ଆସ ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟଗଠନ କରି ଲେଖିବା।

ସ୍ପର୍ଶ – ପବନର ସ୍ପର୍ଶରେ ମେଘମାଳାର ଗତିପଥ ବଦଳିଯାଉଥିଲା।

ଆବିଷ୍କାର – ପଠାଣି ସାମନ୍ତ ଜ୍ୟୋତିର୍ବିଜ୍ଞାନ ଦ୍ଵାରା ନୂତନ ଆବିଷ୍କାର କରିଥିଲେ।

ପ୍ରାଚୀନ – ପ୍ରାଚୀନ ଗ୍ରନ୍ଥ ଆଧାରରେ ପଠାଣି ସାମନ୍ତ ଗଣନା କରୁଥିଲେ।

ଉଦ୍ଭାବନ – ପଠାଣି ସାମନ୍ତ ଉଲମ୍ବିଚକ୍ର ନାମକ ଏକ ଯନ୍ତ୍ର ଉଦ୍ଭାବନ କରିଥିଲେ।

ଅସାଧାରଣ – ପଠାଣି ସାମନ୍ତ ନିଜର ଅସାଧାରଣ ବୁଦ୍ଧି ଦ୍ଵାରା ଗ୍ରହ ଓ ତାରାମାନଙ୍କର ଦୂରତା ମାପୁଥିଲେ।

 

୬. ଆସ ଜାଣିବା ସପ୍ତର୍ଷିମଣ୍ଡଳର ସାତଜଣ ଋଷିଙ୍କ ନାମ।

ପୁଲସ୍ତ୍ୟ

ପୁଲହ

ମରୀଚି

କ୍ରତୁ

ବଶିଷ୍ଠ

ଅତ୍ରି

ଅଙ୍ଗିରା

ଉପର ଚିତ୍ର ଦେଖି କ୍ରମ ଅନୁସାରେ ସପ୍ତର୍ଷି ମଣ୍ଡଳରେ ଥିବା ତାରାମାନଙ୍କର ନାମ ଲେଖ –

କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ, ମରୀଚି

୭. ଆସ ଉତ୍ତର ଖୋଜି ଲେଖିବା।

(କ) ପଠାଣି ସାମନ୍ତଙ୍କ ପୂରା ନାମ କ’ଣ?

ଉତ୍ତର – ପଠାଣି ସାମନ୍ତଙ୍କ ପୂରା ନାମ ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର।

(ଖ) ଆକାଶର କେଉଁ ସବୁ ଦୃଶ୍ୟ ଦେଖି ପଠାଣି ସାମନ୍ତ ଆନନ୍ଦରେ କୁରୁଳି ଉଠୁଥିଲେ?

ଉତ୍ତର – ଆକାଶରେ ଦଳଦଳ ହୋଇ ଉଡୁଥିବା ପକ୍ଷୀମାନଙ୍କର ଦୃଶ୍ୟ ଦେଖି ପଠାଣି ସାମନ୍ତ ଆନନ୍ଦରେ କୁରୁଳି ଉଠୁଥିଲେ।

(ଗ) ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଏବେ କେଉଁଠାରେ ଶୋଭା ପାଉଅଛି?

ଉତ୍ତର – ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଏବେ ରେଭେନ୍ସା କଲେଜ ହତାରେ ଶୋଭା ପାଉଅଛି।

(ଘ) ପଠାଣି ସାମନ୍ତ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ଵ ନିରୂପଣ କରିବା ପାଇଁ କାହାର ସାହାଯ୍ୟ ନେଇଥିଲେ?

ଉତ୍ତର – ପଠାଣି ସାମନ୍ତ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ଵ ନିରୂପଣ କରିବା ପାଇଁ ଖଣ୍ଡିଏ ବାଉଁଶ ନଳୀର ସାହାଯ୍ୟ ନେଇଥିଲେ।

(ଙ) କେତେ ବର୍ଷ ବୟସରେ ସେ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ?

ଉତ୍ତର – ପ୍ରାୟ ୧୦ ବର୍ଷ ବୟସରେ ସେ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ।

୮. ଅସଜଡ଼ା ବାକ୍ୟକୁ ସଜାଡ଼ି ଲେଖ।

(କ) ଜନ୍ମଭୂମି ଏକ ଆମ କ୍ଷେତ୍ର ପୁଣ୍ୟ ଓଡ଼ିଶା।

ଉତ୍ତର – ଓଡ଼ିଶା ଆମ ଜନ୍ମଭୂମି ଏକ ପୁଣ୍ୟ କ୍ଷେତ୍ର।

(ଖ) ସାମନ୍ତ ପୂରା ନାମ ଚନ୍ଦ୍ରଶେଖର ଥିଲା ସିଂହ ତାଙ୍କ ମହାପାତ୍ର।

ଉତ୍ତର – ତାଙ୍କ ପୂରା ନାମ ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର ଥିଲା।

(ଗ) ଦୂରତ୍ଵ କରୁଥିଲେ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଓ ନିରୂପଣ।

ଉତ୍ତର – ସେ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ଵ ନିରୂପଣ କରୁଥିଲେ।

(ଘ) ସାଧନା ‘ମାନଯନ୍ତ୍ର’ ଏକ ବଳରେ କରିଥିଲେ ନିର୍ମାଣ କଠୋର।

ଉତ୍ତର – କଠୋର ସାଧନା ବଳରେ ଏକ ‘ମାନଯନ୍ତ୍ର’ ନିର୍ମାଣ କରିଥିଲେ।

 

୯. ଯେପରି ‘ଦଳଦଳ’ ଗୋଟିଏ ଯୋଡ଼ାଶବ୍ଦ, ଆସ ସେହିପରି ଆଉ କେତୋଟି ଯୋଡ଼ାଶବ୍ଦ ଲେଖିବା।

ଦଳଦଳ

ଟିପିଟିପି

ଝମଝମ

ଫରଫର

ଟୁକୁଟୁକୁ

ଗଡ଼ଗଡ଼

୧୦. ଆସ ଦୁଇଟି ପକ୍ଷୀ ଚିତ୍ରରେ ଥିବା ଶବ୍ଦଗୁଡ଼ିକୁ ଯୋଡ଼ିବା ଓ ତଳ କୋଠରିରେ ଲେଖିବା।

ଯେପରି ସତ – ମିଛ।

ଶବ୍ଦ

ବିପରୀତ

ପ୍ରାଚୀନ

ନବୀନ

ଜନ୍ମ

ମୃତ୍ୟୁ

ଉଦୟ

ଅସ୍ତ

ସତ

ମିଛ

ଦୂର

ନିକଟ

ସାଧାରଣ

ଅସାଧାରଣ

 

You cannot copy content of this page