Sabu Sundara, Odisha Board, Class III, Aama Bhasha Aama Sahitya, The Best Solutions.

ସବୁ ସୁନ୍ଦର

ରବୀନ୍ଦ୍ରବାବୁଙ୍କ ଘର। ତାଙ୍କ ଘର ପଛପଟେ ଗୋଟିଏ ଛୋଟ ବଗିଚା ଅଛି। ବଗିଚାଟି ନାନା- ଜାତିର ଫୁଲ ଓ ଫଳ ଗଛରେ ପୂର୍ଣ। ରୋଷେଇ- ପାଇଁ ପ୍ରତିଦିନ ବଗିଚାରୁ କିଛି ନା କିଛି ପରିବା ମିଳେ। ଉପରଓଳି ରବୀନ୍ଦ୍ରବାବୁ ବଗିଚାରେ କାମ କରନ୍ତି। ଗୋଟିଏ ଗଛ ମୂଳେ ବସି ଖବର କାଗଜ ପଢ଼ନ୍ତି।

ଆଜି ରବିବାର। ରବୀନ୍ଦ୍ରବାବୁଙ୍କ ସହିତ ତାଙ୍କ ନାତି ନାତୁଣୀ ବଗିଚା କାମରେ ଲାଗିଛନ୍ତି। ପିଲାଙ୍କ ସହ ଜେଜେ ଖୁସିରେ କଥାଭାଷା ହେଉଥାନ୍ତି। ଜେଜେ କହିଲେ, ‘ପିଲେ, ବିଭିନ୍ନ ଋତୁରେ ଆମ ବଗିଚାଟି କିପରି ଦେଖାଯାଏ, ତୁମେ ଲକ୍ଷ୍ୟ କରିଥିବ।’’ ପିଲାମାନେ ହଁ କହିଲେ। ‘ତେବେ କହିଲ, ତୁମ ଭିତରୁ କାହାକୁ କେଉଁ ଋତୁ ଭଲ ଲାଗେ, ଆଉ କାହିଁକି ଭଲ ଲାଗେ?”

ମିତା କହିଲା, ‘ ‘ମୋତେ ବର୍ଷା ଋତୁ ଭାରି ଭଲ ଲାଗେ। ଏଇ ସମୟରେ ପ୍ରଚୁର ପାଣି ମିଳେ। ଗାଧୁଆ ପାଧୁଆ, ଧୁଆଧୋଇରେ ଖୁବ୍ ସୁବିଧା ହୁଏ। ଚାରିଆଡ଼ ନୂଆ ଗଛପତ୍ରରେ ସୁନ୍ଦର ଦେଖାଯାଏ। ବଗିଚାରୁ ବହୁତ ପନିପରିବା ମିଳେ।’’

ଜେଜେ ତାଙ୍କ ନାତିକୁ ଚାହିଁ କହିଲେ, ‘ଏବେ ମିଟୁ ତୁ କହ, ତୋତେ କେଉଁ ଋତୁ ଭଲ ଲାଗେ?” ’

ମିଟୁ ପଞ୍ଚମ ଶ୍ରେଣୀରେ ପଢ଼େ। ସେ କହିଲା, ‘ଜେଜେ, ମୋତେ ଶୀତ ଋତୁଟି ଭାରି ଭଲ ଲାଗେ। କାରଣ ଏଇ ସମୟରେ ଗରମ ବା ବର୍ଷା ନ ଥାଏ। ଦେହକୁ କଷ୍ଟ ହୁଏ ନାହିଁ। ଲୋକେ ବିଲରୁ ଫସଲ ଅମଳ କରନ୍ତି। ବାଡ଼ିବଗିଚାରୁ ନାନା ପ୍ରକାର ପନିପରିବା ମିଳେ। ସଭିଏଁ ମନ ଖୁସିରେ ପୁନେଇଁ ପରବ ପାଳନ୍ତି।’

ଏବେ ବଡ଼ ନାତୁଣୀ ମାଧବୀର ପାଳି। ସେ ସପ୍ତମ ଶ୍ରେଣୀରେ ପଢ଼େ। ମାଧବୀ କହିଲା, ‘‘ ଜେଜେ, ମୋତେ ଗ୍ରୀଷ୍ମ ଋତୁ ଭଲ ଲାଗେ। ଏହି ଋତୁରେ ବର୍ଷା କାଦୁଅ ନ ଥାଏ କି ଶୀତରେ ଦେହ ଥରୁ ନ ଥାଏ। ଚାରିଆଡ଼ ସଫା ସୁତୁରା। ବେଳେବେଳେ ଟାଣ ଖରା ହେଲେ ବି ଏହି ଋତୁପାଇଁ ପୃଥିବୀରେ ବର୍ଷା ହୁଏ।’

ଜେଜେ ତାଙ୍କ ନାତିନାତୁଣୀଙ୍କର କଥା ଶୁଣି ଖୁସି ହୋଇ ହସିଲେ। ସାନ ନାତୁଣୀ ମିତା ପଚାରିଲା, ‘ ‘ଜେଜେ, ତୁମକୁ କେଉଁ ଋତୁ ଭଲ ଲାଗେ କୁହ ନା !

ଜେଜେ କହିଲେ, ‘ମୋତେ ସବୁ ଋତୁ, ସବୁ ମାସ ଭଲ ଲାଗେ। ଯେଉଁ ଋତୁ ହେଉନା କାହିଁକି, ତାହା ଆମର କିଛି ଉପକାର କରେ। ମିତା ତ କହିଛି, ବର୍ଷା ଋତୁ ତାକୁ କାହିଁକି ଭଲ ଲାଗେ। ତୁମେ ସବୁ ଜାଣିଛ, ବର୍ଷା ଋତୁରେ କିଭଳି ପୃଥିବୀରେ ଜୀବଜନ୍ତୁ, ଗଛଲତା ଇତ୍ୟାଦି ପାଣି ପାଆନ୍ତି। ନଈ, ନାଳ, ପୋଖରୀ, ଗଡ଼ିଆ ପାଣିରେ ପୂର୍ଣ୍ଣ ହୋଇଯାଆନ୍ତି। ଋଷବାସ ପାଇଁ ସୁବିଧା ହୁଏ।

ଯେଉଁ ଅଞ୍ଚଳରେ ବର୍ଷା ହୁଏନି, ସେ ଅଞ୍ଚଳ ମରୁଭୂମି ପାଲଟିଯାଏ। ଆଉ ଗୋଟିଏ କଥା ତୁମେ ଜାଣିଛ? ଗ୍ରୀଷ୍ମଋତୁ ନ ଥିଲେ ବର୍ଷାଋତୁ ବି ନ ଥା’ନ୍ତା। ଖରାଦିନେ ସୂର୍ଯ୍ୟ କିରଣରେ ନଈ, ନାଳ, ପୋଖରୀ, ଗଡ଼ିଆର ପାଣି ବାଷ୍ପ ହୋଇ ଆକାଶକୁ ଉଠିଯାଏ। ସେଇ ବାଷ୍ପ ମେଘଖଣ୍ଡ ହୋଇ ଭାସୁଥାଏ। ସେଇଥିରୁ ବର୍ଷା ହୁଏ।’’

ପିଲାମାନେ ଖୁବ୍ ଆଗ୍ରହରେ ଜେଜେଙ୍କ କଥା ଶୁଣୁଥିଲେ। ଜେଜେ ପୁଣି କହିଲେ, ‘ଖରାଦିନେ ଆମ୍ବ ପାଚେ, ପଣସ ପାଚେ, ସପୁରି ପାଚେ। ଏଇ ଋତୁରେ ତରଭୁଜ ଓ ତାଳସଜ ବି ମିଳେ। କେଡ଼େ ସୁଆଦିଆ ଏଇ ଫଳଗୁଡ଼ିକ !’’

ପିଲାମାନେ ଖୁସିରେ ତାଳି ମାରିଲେ। ଜେଜେ ପୁଣି କହିଲେ, ‘ଶୀତଋତୁ ବି ସେଇଭଳି ମନ୍ଦ ନୁହେଁ। ଏଇ ଋତୁରେ କେତେ ଜାତିର ଫୁଲ ଫୁଟେ, କେତେ ଜାତିର ପନିପରିବା ଋଷ କରାଯାଏ। କେତେ ପ୍ରକାର ଫସଲ ମଧ୍ୟ ଅମଳ କରାଯାଏ। ବାଟଘାଟ ପରିଷ୍କାର ଥାଏ। ତେଣୁ ସବୁ ଋତୁ ଆମ ପାଇଁ ଭଲ। ସବୁ ଋତୁ ସହିତ ଆମେ ନିଜକୁ ଖାପଖୁଆଇ ଚଳିବା ଉଚିତ।’’

ପିଲାମାନେ ଜେଜେଙ୍କ କଥା ଶୁଣି କହିଲେ, ‘ଜେଜେ ଆମର ଠିକ କଥାଟିଏ କହିଲେ।’’

ଆସ ଜାଣିବା କେତୋଟି ନୂଆ ଶବ୍ଦ

Odia Word

Meaning in Odia

Meaning in Hindi

Meaning in English

ସବୁ (sabu)

ସବୁ, ସମସ୍ତ, ସମ୍ପୂର୍ଣ୍ଣ

सब, समस्त, संपपूर्ण

All, every, complete

ସୁନ୍ଦର (sundara)

ସୁନ୍ଦର, ଶୋଭା, ସୁଶୀଳ

सुंदर, शोभा, सुशील

Beautiful, lovely, graceful

ରବୀନ୍ଦ୍ରବାବୁ (rabīndrabābu)

ରବୀନ୍ଦ୍ରବାବୁ, ନାମ, ବ୍ୟକ୍ତି

रवींद्रबाबू, नाम, व्यक्ति

Rabindrababu, name, person

ଘର (ghara)

ଘର, ଗୃହ, ନିବାସ

घर, गृह, निवास

House, home, residence

ତାଙ୍କ (tāṅka)

ତାଙ୍କ, ତାହାଙ୍କ, ସମ୍ପର୍କ

तांका, उनके, संबंध

Their, his, relation

ପଛପଟେ (pachapaṭe)

ପଛପଟେ, ପଶ୍ଚାତ୍, ସ୍ଥାନ

पछपटे, पश्चात, स्थान

Behind, back, place

ଗୋଟିଏ (gōṭie)

ଗୋଟିଏ, ଏକ, ସଂଖ୍ୟା

गोटिए, एक, संख्या

One, a, number

ଛୋଟ (choṭa)

ଛୋଟ, କ୍ଷୁଦ୍ର, ଅଳ୍ପ

छोटा, क्षुद्र, अल्प

Small, little, minor

ବଗିଚା (bagichā)

ବଗିଚା, ଉଦ୍ୟାନ, ସ୍ଥାନ

बगिचा, उद्यान, स्थान

Garden, orchard, place

ଅଛି (acchi)

ଅଛି, ଅସ୍ତିତ୍ଵ, ସମ୍ପର୍କ

अछी, अस्तित्व, संबंध

Is, exists, relation

ନାନା-ଜାତିର (nānā-jātira)

ନାନା-ଜାତିର, ବିଭିନ୍ନ, ସମୂହ

नाना-जातीरा, विभिन्न, समूह

Of various kinds, diverse

ଫୁଲ (phula)

ଫୁଲ, ପୁଷ୍ପ, ସୌନ୍ଦର୍ଯ୍ୟ

फूल, पुष्प, सौंदर्य

Flower, bloom, beauty

ଫଳ (phala)

ଫଳ, ଫଳଫଳ, ଦ୍ରବ୍ୟ

फल, फलफल, द्रव्य

Fruit, result, substance

ଗଛ (gaṣa)

ଗଛ, ବୃକ୍ଷ, ସ୍ଥାନ

गछ, वृक्ष, स्थान

Tree, plant, place

ପୂର୍ଣ (pūrṇa)

ପୂର୍ଣ, ସମ୍ପୂର୍ଣ୍ଣ, ସମ୍ପନ୍ନ

पूर्ण, संपपूर्ण, संपन्न

Full, complete, accomplished

ରୋଷେଇ-ପାଇଁ (rōṣei-pāiṁ)

ରୋଷେଇ-ପାଇଁ, ରନ୍ଧନ-ପାଇଁ, କାରଣ

रोशेइ-पाईं, रंधन-पाईं, कारण

For cooking, for the kitchen

ପ୍ରତିଦିନ (pratidina)

ପ୍ରତିଦିନ, ଦିନକୁ, ସମୟ

प्रतिदिन, दिनको, समय

Daily, every day, time

କିଛି (kichhi)

କିଛି, କିଛିଟି, ଅଳ୍ପ

कुछ, किंचित, अल्प

Some, a little, minor

ନା (nā)

ନା, ନାହିଁ, ବିରୋଧ

ना, नहीं, विरोध

Or, not, opposition

ପରିବା (paribā)

ପରିବା, ଭୋଜ୍ୟ, ଦ୍ରବ୍ୟ

परिबा, भोज्य, द्रव्य

Vegetable, food, substance

ମିଳେ (miḷe)

ମିଳେ, ପ୍ରାପ୍ତ, ସମ୍ପନ୍ନ

मिले, प्राप्त, संपन्न

Is available, obtained

ଉପରଓଳି (uparauli)

ଉପରଓଳି, ଉପରେ, ସ୍ଥାନ

उपरौली, ऊपर, स्थान

Above, on top, place

କାମ (kāma)

କାମ, କାର୍ଯ୍ୟ, ପ୍ରୟାସ

काम, कार्य, प्रयास

Work, task, effort

କରନ୍ତି (karanti)

କରନ୍ତି, କରୁଛନ୍ତି, କାମ

करंती, कर रहे हैं, काम

They do, are doing, work

ଗୋଟିଏ (gōṭie)

ଗୋଟିଏ, ଏକ, ସଂଖ୍ୟା

गोटिए, एक, संख्या

One, a, number

ମୂଳେ (mūḷe)

ମୂଳେ, ମୂଳରେ, ସ୍ଥାନ

मूले, मूल में, स्थान

At the base, root, place

ବସି (basi)

ବସୁଛି, ଆସନ, ସ୍ଥିତି

बसि, आसन, स्थिति

Sitting, seat, condition

ଖବର (khabara)

ଖବର, ସମ୍ବାଦ, ଜ୍ଞାନ

खबर, समाचार, ज्ञान

News, information, knowledge

କାଗଜ (kāgaja)

କାଗଜ, ପତ୍ର, ଦ୍ରବ୍ୟ

कागज, पत्र, द्रव्य

Paper, letter, material

ପଢ଼ନ୍ତି (paḍhanti)

ପଢ଼ନ୍ତି, ପଢୁଛନ୍ତି, ଅଧ୍ୟୟନ

पढ़ंती, पढ़ रहे हैं, अध्ययन

They read, are reading

ଆଜି (āji)

ଆଜି, ବର୍ତ୍ତମାନ, ସମୟ

आज, वर्तमान, समय

Today, present, time

ରବିବାର (rabibāra)

ରବିବାର, ସପ୍ତାହ, ଦିନ

रविवार, सप्ताह, दिन

Sunday, week, day

ସହିତ (sahita)

ସହିତ, ସଙ୍ଗେ, ଏକତ୍ର

सहित, संग, एकत्र

With, along, together

ନାତି (nāti)

ନାତି, ପୌତ୍ର, ସମ୍ପର୍କ

नाती, पौत्र, संबंध

Grandson, descendant, relation

ନାତୁଣୀ (nātuṇī)

ନାତୁଣୀ, ପୌତ୍ରୀ, ସମ୍ପର୍କ

नातुणी, पौत्री, संबंध

Granddaughter, relation

ଲାଗିଛନ୍ତି (lāgichhanti)

ଲାଗିଛନ୍ତି, କାମରେ ଲାଗିଛନ୍ତି, ଗତି

लगीछंती, काम में लगे हैं, गति

They are engaged, working

ଜେଜେ (jejē)

ଜେଜେ, ଆଜ୍ଞା, ବୃଦ୍ଧ

जेje, आज्ञा, वृद्ध

Grandpa, elder, command

ଖୁସି (khusi)

ଖୁସି, ଆନନ୍ଦ, ସୁଖ

खुसी, आनंद, सुख

Happiness, joy, pleasure

କଥାଭାଷା (kathābhāṣā)

କଥାଭାଷା, କଥା, ସମ୍ବାଦ

कथाभाषा, कथा, संवाद

Conversation, talk, dialogue

ହେଉଥାନ୍ତି (heuthānti)

ହେଉଥାନ୍ତି, ଘଟୁଛନ୍ତି, ସମ୍ପନ୍ନ

होउथांती, घट रहे हैं, संपन्न

Are happening, occurring

କହିଲେ (kahile)

କହିଲେ, ବର୍ଣନା, ଉପଦେଶ

कहा, वर्णन, उपदेश

Said, narrated, advised

ପିଲେ (pile)

ପିଲେ, ଶିଶୁଗଣ, ବାଳକ

पिले, शिशुगण, बालक

Children, kids, young ones

ବିଭିନ୍ନ (bibhinna)

ବିଭିନ୍ନ, ନାନା, ଭିନ୍ନ

विभिन्न, नाना, भिन्न

Various, different, diverse

ଋତୁ (ṛtu)

ଋତୁ, କାଳ, ସମୟ

ऋतु, काल, समय

Season, period, time

ଆମ (āma)

ଆମ, ଆମେ, ସମସ୍ତ

हम, हमे, समस्त

We, us, all

ଦେଖାଯାଏ (dekhāyāe)

ଦେଖାଯାଏ, ଦର୍ଶନ, ପ୍ରକାଶ

दिखाया जाए, दर्शन, प्रकाश

Is seen, viewed, revealed

ତୁମେ (tume)

ତୁମେ, ତୁମ, ବ୍ୟକ୍ତି

तुमे, तुम, व्यक्ति

You, plural, person

ଲକ୍ଷ୍ୟ (lakṣya)

ଲକ୍ଷ୍ୟ, ଦୃଷ୍ଟି, ଉଦ୍ଦେଶ୍ୟ

लक्ष्य, दृष्टि, उद्देश्य

Observation, sight, aim

କରିଥିବ (karithiba)

କରିଥିବ, କରୁଛ, କାମ

करिथिब, कर रहा, काम

Are doing, working

ହଁ (haṁ)

ହଁ, ହାଁ, ସମ୍ମତି

हां, हाँ, सम्मति

Yes, agreement, consent

ତେବେ (tebe)

ତେବେ, ତେଣୁ, ସମୟ

तेबे, इसलिए, समय

Then, therefore, time

କହ (kaha)

କହ, କହୁ, ବର୍ଣନା

कह, कहू, वर्णन

Say, tell, narrate

ଭିତରୁ (bhitara)

ଭିତରୁ, ଅନ୍ତର୍ଗତ, ସ୍ଥାନ

भितरु, अंतर्गत, स्थान

From within, inside, place

କାହାକୁ (kāhāku)

କାହାକୁ, କାହାର, ସମ୍ପର୍କ

काहाकु, काहार, संबंध

To whom, whose, relation

କେଉଁ (keuṁ)

କେଉଁ, କେତେ, ସ୍ଥାନ

कौन, कितना, स्थान

Which, how much, place

ଭଲ (bhala)

ଭଲ, ଶୁଭ, ଆନନ୍ଦ

भला, शुभ, आनंद

Good, well, joy

ଲାଗେ (lāge)

ଲାଗେ, ପସନ୍ଦ, ଅନୁଭବ

लागे, पसंद, अनुभव

Likes, feels, experience

ଆଉ (āu)

ଆଉ, ପୁନର୍ବାର, ସମ୍ପର୍କ

और, पुनरबार, संबंध

And, again, relation

କାହିଁକି (kāhinki)

କାହିଁକି, କାରଣ, ପ୍ରଶ୍ନ

काहिंकी, कारण, प्रश्न

Why, reason, question

ମିତା (mitā)

ମିତା, ନାମ, ବ୍ୟକ୍ତି

मिता, नाम, व्यक्ति

Mita, name, person

ବର୍ଷା (barṣā)

ବର୍ଷା, ମେଘ, ପାଣି

वर्षा, मेघ, पानी

Rain, monsoon, water

ପ୍ରଚୁର (prachura)

ପ୍ରଚୁର, ବହୁତ, ସଂଖ୍ୟା

प्रचुर, बहुत, संख्या

Abundant, much, number

ଗାଧୁଆ (gādhūā)

ଗାଧୁଆ, ଗୋଟିଏ ପ୍ରକାର, ଜୀବ

गाधुआ, एक प्रकार, जीव

Frog, a type, creature

ପାଧୁଆ (pādhūā)

ପାଧୁଆ, ଗୋଟିଏ ପ୍ରକାର, ଜୀବ

पाधुआ, एक प्रकार, जीव

Toad, a type, creature

ଧୁଆଧୋଇ (dhūādhōi)

ଧୁଆଧୋଇ, ମୋଷ, ଜୀବ

धुआधोई, मूस, जीव

Buffalo, animal, creature

ଖୁବ୍ (khuba)

ଖୁବ୍, ବହୁତ, ଅଧିକ

खूब, बहुत, अधिक

Very, much, more

ସୁବିଧା (subidhā)

ସୁବିଧା, ସହଜ, ଉପାୟ

सुविधा, सहज, उपाय

Convenience, ease, means

ହୁଏ (hue)

ହୁଏ, ଘଟେ, ସମ୍ପନ୍ନ

होता है, घटता, संपन्न

Happens, occurs, completed

ଚାରିଆଡ଼ (chāriāḍa)

ଚାରିଆଡ଼, ଚତୁର୍ଦ୍ଦିଗ, ସ୍ଥାନ

चारिआड, चतुर्द्दिग, स्थान

Around, all sides, place

ନୂଆ (nūā)

ନୂଆ, ନବ, ଆଗରୁ

नुआ, नव, पहले

New, fresh, before

ଗଛପତ୍ର (gachapatra)

ଗଛପତ୍ର, ବୃକ୍ଷପତ୍ର, ସମୂହ

गछपत्र, वृक्षपत्र, समूह

Trees and leaves, group

ମିଟୁ (miṭu)

ମିଟୁ, ନାମ, ବ୍ୟକ୍ତି

मिटु, नाम, व्यक्ति

Mitu, name, person

ଶୀତ (śīta)

ଶୀତ, ଶୀତଳ, କାଳ

शीत, शीतल, काल

Winter, cold, period

ଗରମ (garama)

ଗରମ, ଉଷ୍ଣ, ତାପ

गर्म, उष्ण, ताप

Heat, warm, temperature

ଦେହ (deha)

ଦେହ, ଶରୀର, ଅଙ୍ଗ

देह, शरीर, अंग

Body, physique, limb

କଷ୍ଟ (kaṣṭa)

କଷ୍ଟ, ଦୁଃଖ, ସମ୍ସ୍ୟା

कष्ट, दुख, समस्या

Pain, trouble, problem

ଲୋକ (loka)

ଲୋକ, ଜନ, ସମସ୍ତ

लोग, जन, समस्त

People, folks, all

ବିଲ (bila)

ବିଲ, ଖାତ, ସ୍ଥାନ

बिल, खात, स्थान

Field, marsh, place

ଫସଲ (phasala)

ଫସଲ, ଫଳଫଳ, ଉତ୍ପାଦ

फसल, फलफल, उत्पाद

Crop, harvest, produce

ଅମଳ (amala)

ଅମଳ, ଶୁଦ୍ଧ, ଉତ୍ପାଦ

अमल, शुद्ध, उत्पाद

Pure, clean, produce

ବାଡ଼ିବଗିଚା (bāḍibagichā)

ବାଡ଼ିବଗିଚା, ଉଦ୍ୟାନ, ସ୍ଥାନ

बाड़ीबगिचा, उद्यान, स्थान

Orchard, garden, place

ମନ (mana)

ମନ, ହୃଦୟ, ଚିନ୍ତା

मन, हृदय, चिंता

Mind, heart, thought

ପୁନେଇଁ (puneiṁ)

ପୁନେଇଁ, ପୁନର୍ବାର, ସମୟ

पुनेईं, पुनरबार, समय

Again, repeatedly, time

ପରବ (paraba)

ପରବ, ଉତ୍ସବ, ସମୟ

परब, उत्सव, समय

Festival, celebration, time

ପାଳନ୍ତି (pāḷanti)

ପାḷନ୍ତି, ପାଳୁଛନ୍ତି, ସୁରକ୍ଷା

पालंती, पाल रहे हैं, सुरक्षा

They celebrate, protect

ମାଧବୀ (mādhabī)

ମାଧବୀ, ନାମ, ବ୍ୟକ୍ତି

माधवी, नाम, व्यक्ति

Madhabi, name, person

ଗ୍ରୀଷ୍ମ (grīṣma)

ଗ୍ରୀଷ୍ମ, ଗରମ, କାଳ

ग्रीष्म, गर्म, काल

Summer, heat, period

କାଦୁଅ (kādua)

କାଦୁଅ, ଆନ୍ସୁ, ସ୍ଥିତି

कादुआ, आंसू, स्थिति

Tear, cry, condition

ଥରୁ (tharū)

ଥରୁ, କମ୍ପିତ, ଗତି

थरू, कंपित, गति

Shivers, trembles, movement

ସଫା (safā)

ସଫା, ଶୁଦ୍ଧ, ସୁନ୍ଦର

सफा, शुद्ध, सुंदर

Clean, pure, beautiful

ସୁତୁରା (suturā)

ସୁତୁରା, ସମ୍ପୂର୍ଣ୍ଣ, ଶୁଦ୍ଧ

सुतुरा, संपपूर्ण, शुद्ध

Neat, complete, clean

ଟାଣ (ṭāṇa)

ଟାଣ, ଆକର୍ଷଣ, ଗତି

टाण, आकर्षण, गति

Drought, attraction, movement

ଖରା (kharā)

ଖରା, ଶୁଷ୍କ, ଦ୍ରବ୍ୟ

खरा, शुष्क, द्रव्य

Dry, arid, substance

ହେଲେ (heḷe)

ହେଲେ, ସମ୍ପନ୍ନ, ଘଟିଲା

हुए, संपन्न, घटा

Happened, occurred, completed

ବି (bi)

ବି, ମଧ୍ୟ, ସମ୍ପର୍କ

भी, मध्य, संबंध

Also, in, relation

ଜେଜେ (jejē)

ଜେଜେ, ଆଜ୍ଞା, ବୃଦ୍ଧ

जेje, आज्ञा, वृद्ध

Grandpa, elder, command

ହସିଲେ (hasile)

ହସିଲେ, ହସୁଛନ୍ତି, ଆନନ୍ଦ

हसिले, हंस रहे हैं, आनंद

Laughed, are laughing, joy

ସାନ (sāna)

ସାନ, ଛୋଟ, ଅଳ୍ପ

सान, छोटा, अल्प

Small, little, minor

ପଚାରିଲା (pacārilā)

ପଚାରିଲା, ପ୍ରଶ୍ନ, ଅନୁଭବ

पूछीला, प्रश्न, अनुभव

Asked, questioned, experienced

ତୁମକୁ (tumaku)

ତୁମକୁ, ତୁମେ, ସମ୍ପର୍କ

तुमको, तुम, संबंध

To you, you, relation

କୁହ (kuha)

କୁହ, କହ, ବର୍ଣନା

कह, कह, वर्णन

Say, tell, narrate

ନା (nā)

ନା, ନାହିଁ, ବିରୋଧ

ना, नहीं, विरोध

Or, not, opposition

ମାସ (māsa)

ମାସ, କାଳ, ସମୟ

मास, काल, समय

Month, period, time

ଯେଉଁ (yeuṁ)

ଯେଉଁ, ଯାହା, ସ୍ଥାନ

जिस, जो, स्थान

Which, that, place

ହେଉନା (heunā)

ହେଉନା, ନହେଉ, ବିରୋଧ

होउना, नहोउ, विरोध

Whether, not, opposition

କାହିଁକି (kāhinki)

କାହିଁକି, କାରଣ, ପ୍ରଶ୍ନ

काहिंकी, कारण, प्रश्न

Why, reason, question

ତାହା (tāhā)

ତାହା, ସେ, ସ୍ଥାନ

ताहा, वह, स्थान

That, it, place

ଉପକାର (upakāra)

ଉପକାର, ସାହାଯ୍ୟ, ଲାଭ

उपकार, सहाय्य, लाभ

Benefit, help, advantage

କରେ (kare)

କରେ, କରୁଛି, କାମ

करे, कर रहा है, काम

Does, is doing, work

ଜୀବଜନ୍ତୁ (jībajantu)

ଜୀବଜନ୍ତୁ, ପ୍ରାଣୀ, ସମୂହ

जीवजंतु, प्राणी, समूह

Animals, creatures, group

ନଈ (nāi)

ନଈ, ନଦୀ, ଜଳ

नई, नदी, जल

River, water, stream

ନାଳ (nāḷa)

ନାଳ, କୂପ, ସ୍ଥାନ

नाल, कूप, स्थान

Canal, well, place

ପୋଖରୀ (pokharī)

ପୋଖରୀ, ପୁଷ୍କରିଣୀ, ସ୍ଥାନ

पोखरी, पुष्करिणी, स्थान

Pond, tank, place

ଗଡ଼ିଆ (gaḍiā)

ଗଡ଼ିଆ, ପାଣିସ୍ଥଳ, ସ୍ଥାନ

गड़िया, पानीस्थल, स्थान

Waterhole, place

ପୂର୍ଣ୍ଣ (pūrṇṇa)

ପୂର୍ଣ୍ଣ, ସମ୍ପୂର୍ଣ୍ଣ, ସମ୍ପନ୍ନ

पूर्ण, संपपूर्ण, संपन्न

Full, complete, accomplished

ହୋଇଯାଆନ୍ତି (hoiyāānti)

ହୋଇଯାଆନ୍ତି, ସମ୍ପନ୍ନ, ଗତି

होइयाआंती, संपन्न, गति

Are becoming, occurring

ଋଷ (ṛṣa)

ଋଷ, ବିଦ୍ଵାନ୍, ସମ୍ପର୍କ

ऋष, विद्वान, संबंध

Sage, learned, relation

ଅଞ୍ଚଳ (añcala)

ଅଞ୍ଚଳ, କ୍ଷେତ୍ର, ସ୍ଥାନ

अंचल, क्षेत्र, स्थान

Region, area, place

ମରୁଭୂମି (marubhūmi)

ମରୁଭୂମି, ଶୁଷ୍କଭୂମି, ସ୍ଥାନ

मरुभूमि, शुष्कभूमि, स्थान

Desert, arid land, place

ପାଲଟିଯାଏ (pāḷatiyāe)

ପାଲଟିଯାଏ, ପରିବର୍ତନ, ଗତି

पालटियाए, परिवर्तन, गति

Turns into, changes, movement

ଆକାଶ (ākāśa)

ଆକାଶ, ନଭ, ତାରା

आकाश, नभ, तारा

Sky, heaven, star

ଉଠିଯାଏ (uṭhiyāe)

ଉଠିଯାଏ, ଉନ୍ନତ, ଗତି

उठियाए, उन्नत, गति

Rises, ascends, movement

ମେଘଖଣ୍ଡ (meghakhaṇḍa)

ମେଘଖଣ୍ଡ, ମେଘ, ସମୂହ

मेघखंड, मेघ, समूह

Cloud cluster, cloud, group

ଭାସୁଥାଏ (bhāsuthāe)

ଭାସୁଥାଏ, ତରଙ୍ଗ, ଗତି

भासुथाए, तरंग, गति

Floats, waves, movement

ଆମ୍ବ (āmba)

ଆମ୍ବ, ଆମ, ଫଳ

आम, आम, फल

Mango, fruit

ପାଚେ (pāche)

ପାଚେ, ପକାନ୍ତି, ଫଳ

पाचे, पकाते हैं, फल

Ripens, matures, fruit

ପଣସ (paṇasa)

ପଣସ, କଦଳୀ, ଫଳ

पणस, केले, फल

Jackfruit, fruit

ସପୁରି (sapuri)

ସପୁରି, ଜମ୍ବୁ, ଫଳ

सपुरी, जाम्बू, फल

Wax apple, fruit

ତରଭୁଜ (tarabhūja)

ତରଭୁଜ, ତାଳ, ଫଳ

तरभुज, ताल, फल

Palm fruit, fruit

ତାଳସଜ (tāḷasaja)

ତାଳସଜ, ତାଳଫଳ, ଫଳ

तालसज, तालफल, फल

Palm sugar, fruit

କେଡ଼େ (keḍe)

କେଡ଼େ, କେତେ, ସଂଖ୍ୟା

केड़े, कितने, संख्या

How many, number

ସୁଆଦିଆ (suādia)

ସୁଆଦିଆ, ସ୍ୱାଦିଷ୍ଟ, ସୁନ୍ଦର

सुआदिया, स्वादिष्ट, सुंदर

Tasty, delicious, beautiful

ମନ୍ଦ (manda)

ମନ୍ଦ, ଦୁର୍ବଳ, ଅସମ୍ପୂର୍ଣ୍ଣ

मंद, दुर्बल, असंपूर्ण

Bad, weak, incomplete

ନୁହେଁ (nuheṁ)

ନୁହେଁ, ନାହିଁ, ବିରୋଧ

नुहे, नहीं, विरोध

Is not, no, opposition

ଫୁଟେ (phuṭe)

ଫୁଟେ, ଖୁଲେ, ବିକାଶ

फूटे, खुले, विकास

Blooms, opens, develops

ବାଟଘାଟ (bāṭaghāṭa)

ବାଟଘାଟ, ପଥ, ସ୍ଥାନ

बाटघाट, पथ, स्थान

Roads, paths, place

ପରିଷ୍କାର (pariṣkāra)

ପରିଷ୍କାର, ଶୁଦ୍ଧ, ସମ୍ପନ୍ନ

परिष्कार, शुद्ध, संपन्न

Clean, pure, accomplished

ଥାଏ (thāe)

ଥାଏ, ଅସ୍ତିତ୍ଵ, ସ୍ଥାନ

थाए, अस्तित्व, स्थान

Is, exists, place

ତେଣୁ (teṇu)

ତେଣୁ, ତେଣେ, କାରଣ

तेणु, इसलिए, कारण

Therefore, hence, reason

ଖାପଖୁଆଇ (khāpkhuāi)

ଖାପଖୁଆଇ, ସମ୍ପୂର୍ଣ୍ଣ, ସହଜ

खापखुआई, संपपूर्ण, सहज

Completely, fully, easily

ଚଳିବା (chaḷibā)

ଚଳିବା, ଗତି, କାର୍ଯ୍ୟ

चलिबा, गति, कार्य

To move, action, work

ଉଚିତ (uchita)

ଉଚିତ, ଯୋଗ୍ୟ, ସମ୍ପର୍କ

उचित, योग्य, संबंध

Proper, suitable, relation



ସାରାଂଶ

ଏହି କାହାଣୀ, ‘ସବୁ ସୁନ୍ଦର’ ରବୀନ୍ଦ୍ରବାବୁଙ୍କ ବଗିଚା ଓ ତାଙ୍କ ନାତିନାତୁଣୀଙ୍କ ସହ ଏକ ରବିବାରର ଆନନ୍ଦମୟ ମୁହୂର୍ତ୍ତକୁ ବର୍ଣ୍ଣନା କରେ। ରବୀନ୍ଦ୍ରବାବୁଙ୍କ ଘର ପଛପଟେ ଏକ ଛୋଟ ବଗିଚା ଅଛି, ଯେଉଁଥିରେ ନାନା ଜାତିର ଫୁଲ, ଫଳ ଓ ପନିପରିବା ଗଛ ରହିଛି। ଏହି ବଗିଚାରୁ ପ୍ରତିଦିନ ରୋଷେଇ ପାଇଁ ପରିବା ମିଳେ, ଏବଂ ରବୀନ୍ଦ୍ରବାବୁ ନିଜେ ବଗିଚାରେ କାମ କରି ଗଛ ମୂଳେ ବସି ଖବରକାଗଜ ପଢ଼ନ୍ତି।

ଏକ ରବିବାରେ ରବୀନ୍ଦ୍ରବାବୁ (ଜେଜେ) ତାଙ୍କ ନାତି ମିଟୁ ଓ ନାତୁଣୀ ମିତା ଓ ମାଧବୀଙ୍କ ସହ ବଗିଚାରେ କାମ କରୁଥିବା ବେଳେ ଋତୁଗୁଡ଼ିକ ବିଷୟରେ ଆଲୋଚନା କରନ୍ତି। ଜେଜେ ପିଲାମାନଙ୍କୁ ପଚାରନ୍ତି ଯେ ସେମାନଙ୍କୁ କେଉଁ ଋତୁ ଭଲ ଲାଗେ ଓ କାହିଁକି।

  • ମିତା (ସାନ ନାତୁଣୀ) କହେ ଯେ ତାକୁ ବର୍ଷା ଋତୁ ଭଲ ଲାଗେ, କାରଣ ଏହି ସମୟରେ ପ୍ରଚୁର ପାଣି ମିଳେ, ଗାଧୁଆଗାଧୁଆ ଓ ଧୁଆଧୋଇ ସହଜ ହୁଏ, ଚାରିଆଡ଼େ ନୂଆ ଗଛପତ୍ରରେ ସଜ୍ଜିତ ହୁଏ, ଓ ବଗିଚାରୁ ବହୁ ପନିପରିବା ମିଳେ।
  • ମିଟୁ (ପଞ୍ଚମ ଶ୍ରେଣୀର ନାତି) ଶୀତ ଋତୁକୁ ପସନ୍ଦ କରେ, କାରଣ ଏହା ଗରମ ବା ବର୍ଷା ନଥାଏ, ଦେହକୁ କଷ୍ଟ ହୁଏ ନାହିଁ, ବିଲରୁ ଫସଲ ଅମଳ ହୁଏ, ବଗିଚାରୁ ନାନା ପନିପରିବା ମିଳେ, ଓ ଲୋକେ ଖୁସିରେ ପରବ ପାଳନ୍ତି।
  • ମାଧବୀ (ସପ୍ତମ ଶ୍ରେଣୀର ନାତୁଣୀ) ଗ୍ରୀଷ୍ମ ଋତୁକୁ ପସନ୍ଦ କରେ, କାରଣ ଏହା ବର୍ଷାର କାଦୁଅ ବା ଶୀତର ଥଣ୍ଡା ନଥାଏ, ଚାରିଆଡ଼େ ସଫା ରହେ, ଓ ଗ୍ରୀଷ୍ମ ଋତୁ ବର୍ଷାର ଆଗମନ ପାଇଁ ଆବଶ୍ୟକ।

ଜେଜେ ପିଲାମାନଙ୍କ ଉତ୍ତର ଶୁଣି ଖୁସି ହୁଅନ୍ତି ଓ ମିତାର ପ୍ରଶ୍ନରେ କହନ୍ତି ଯେ ତାଙ୍କୁ ସବୁ ଋତୁ ଭଲ ଲାଗେ, କାରଣ ପ୍ରତ୍ୟେକ ଋତୁ କିଛି ନା କିଛି ଉପକାର କରେ। ସେ ବୁଝାନ୍ତି ଯେ ବର୍ଷା ଋତୁ ଜୀବଜନ୍ତୁ ଓ ଗଛଲତା ପାଇଁ ପାଣି ଯୋଗାଇ ନଈ, ନାଳ, ପୋଖରୀକୁ ପୂର୍ଣ୍ଣ କରେ। ଗ୍ରୀଷ୍ମ ଋତୁ ନ ଥିଲେ ବର୍ଷା ହୁଅନ୍ତା ନାହିଁ, କାରଣ ଖରାରେ ପାଣି ବାଷ୍ପ ହୋଇ ମେଘ ସୃଷ୍ଟି କରେ। ଗ୍ରୀଷ୍ମରେ ଆମ୍ବ, ପଣସ, ସପୁରି, ତରଭୁଜ ଓ ତାଳସଜ ଭଳି ସୁଆଦିଆ ଫଳ ମିଳେ। ଶୀତ ଋତୁରେ ଫୁଲ, ପନିପରିବା ଓ ଫସଲ ଅମଳ ହୁଏ, ଓ ପରିବେଶ ସଫା ରହେ। ଜେଜେ ପିଲାମାନଙ୍କୁ ଶିଖାନ୍ତି ଯେ ସବୁ ଋତୁ ସୁନ୍ଦର ଓ ଆମକୁ ସେଗୁଡ଼ିକ ସହିତ ଖାପ ଖୁଆଇ ଚଳିବା ଉଚିତ। ପିଲାମାନେ ଜେଜେଙ୍କ କଥାରେ ସହମତ ହୋଇ ଖୁସିରେ ତାଳି ମାରନ୍ତି।

सारांश

यह कहानी, ‘सबु सुंदर’ (सब कुछ सुंदर), रवींद्रबाबू के बगीचे और उनके नाती-नातिनों के साथ एक रविवार के आनंदमय पल को चित्रित करती है। रवींद्रबाबू के घर के पीछे एक छोटा बगीचा है, जिसमें विभिन्न प्रकार के फूल, फल और सब्जियों के पेड़ हैं। इस बगीचे से रोजाना रसोई के लिए सब्जियाँ मिलती हैं, और रवींद्रबाबू स्वयं बगीचे में काम करते हैं और पेड़ के नीचे बैठकर अखबार पढ़ते हैं।

एक रविवार को रवींद्रबाबू (जेजे) अपने नाती मिटू और नातिन मिता और माधवी के साथ बगीचे में काम कर रहे थे। इस दौरान वे बच्चों से विभिन्न ऋतुओं के बारे में बात करते हैं और पूछते हैं कि उन्हें कौन-सी ऋतु पसंद है और क्यों।

  • मिता (छोटी नातिन) कहती है कि उसे बरसात का मौसम बहुत पसंद है, क्योंकि इस समय खूब पानी मिलता है, नहाने-धोने में सुविधा होती है, चारों ओर नए पेड़-पौधों से सुंदरता बढ़ती है, और बगीचे से ढेर सारी सब्जियाँ मिलती हैं।
  • मिटू (पाँचवीं कक्षा का नाती) को शीत ऋतु पसंद है, क्योंकि इसमें न गर्मी होती है न बारिश, जिससे शरीर को तकलीफ नहीं होती। लोग खेतों से फसल काटते हैं, बगीचे से विभिन्न सब्जियाँ मिलती हैं, और सभी खुशी से उत्सव मनाते हैं।
  • माधवी (सातवीं कक्षा की नातिन) गर्मी के मौसम को पसंद करती है, क्योंकि इसमें बारिश का कीचड़ या सर्दी का ठंड नहीं होता, चारों ओर साफ-सुथरा रहता है, और गर्मी बारिश के लिए आवश्यक है।

जेजे बच्चों की बात सुनकर खुश होते हैं और मिता के सवाल पर कहते हैं कि उन्हें सभी ऋतुएँ और महीने पसंद हैं, क्योंकि प्रत्येक ऋतु कुछ न कुछ लाभ देती है। वे समझाते हैं कि बरसात जीव-जंतुओं और पेड़-पौधों के लिए पानी लाती है, जिससे नदियाँ, नाले और तालाब भर जाते हैं। गर्मी के बिना बारिश नहीं होती, क्योंकि गर्मी में पानी वाष्प बनकर बादल बनाता है, जो बारिश का कारण बनता है। गर्मी में आम, कटहल, सुपारी, तरबूज और खजूर जैसे स्वादिष्ट फल मिलते हैं। सर्दी में विभिन्न फूल, सब्जियाँ और फसलें मिलती हैं, और वातावरण साफ रहता है। जेजे बच्चों को सिखाते हैं कि सभी ऋतुएँ सुंदर हैं और हमें उनके साथ तालमेल बिठाकर चलना चाहिए। बच्चे जेजे की बात से सहमत होकर खुशी में ताली बजाते हैं।

 

Summary

The story, “All is Beautiful” (Sabu Sundara), paints a charming picture of Ravindrababu’s garden and a joyful Sunday spent with his grandchildren. Behind Ravindrababu’s house lies a small garden filled with various flowers, fruit trees, and vegetables, which provides fresh produce for the kitchen daily. Ravindrababu himself tends to the garden and often sits under a tree reading the newspaper.

On a Sunday, Ravindrababu (referred to as Jeje, or grandfather) is working in the garden with his grandchildren, Mitu, Mita, and Madhavi. While working, Jeje engages them in a discussion about the seasons, asking which season they like best and why.

  • Mita (the younger granddaughter) says she loves the rainy season because it brings abundant water, making bathing and washing easier, the surroundings become lush with new plants, and the garden yields plenty of vegetables.
  • Mitu (a fifth-grader and grandson) prefers the winter season, as it is free from heat or rain, making it comfortable. Fields yield crops, the garden provides various vegetables, and people celebrate festivals joyfully.
  • Madhavi (a seventh-grader and granddaughter) likes the summer season because it lacks the mud of the rains or the chill of winter, keeping the environment clean. She notes that summer is essential for the rains to follow.

Jeje, delighted by their answers, responds to Mita’s question about his favourite season by saying he loves all seasons and months, as each brings unique benefits. He explains that the rainy season provides water for animals, plants, and fills rivers, streams, and ponds, aiding agriculture. Without summer, there would be no rain, as the sun’s heat turns water into vapour, forming clouds that bring rain. Summer also yields delicious fruits like mangoes, jackfruits, betel nuts, watermelons, and dates. Winter brings a variety of flowers, vegetables, and harvested crops, with a clean environment. Jeje teaches the children that all seasons are beautiful, and one should adapt to them harmoniously. The children, inspired by Jeje’s wisdom, agree and clap in joy.

ଅଭ୍ୟାସ

୧. ଆସ କଥାବାର୍ତ୍ତା ହେବା।

(କ) ରବୀନ୍ଦ୍ରବାବୁଙ୍କ ଘର ପଛ ପାଖେ କ’ଣ ଅଛି?

ଉତ୍ତର – ରବୀନ୍ଦ୍ରବାବୁଙ୍କ ଘର ପଛ ପାଖେ ଗୋଟିଏ ଛୋଟ ବଗିଚା ଅଛି।

(ଖ) ବଗିଚାରୁ ରବୀନ୍ଦ୍ରବାବୁ କ’ଣ ସବୁ ପାଆନ୍ତି?

ଉତ୍ତର – ବଗିଚାରୁ ରବୀନ୍ଦ୍ରବାବୁ ନାନା ପ୍ରକାରର ପନିପରିବା ପାଆନ୍ତି।

(ଗ) ରବୀନ୍ଦ୍ରବାବୁ କେଉଁଠାରେ ଖବର କାଗଜ ପଢ଼ନ୍ତି?

ଉତ୍ତର – ରବୀନ୍ଦ୍ରବାବୁ ଗୋଟିଏ ଗଛ ମୂଳେ ବସି ଖବର କାଗଜ ପଢ଼ନ୍ତି।

(ଘ) ମାଧବୀକୁ କେଉଁ ଋତୁ ଭଲ ଲାଗେ ଓ କାହିଁକି?

ଉତ୍ତର – ମାଧବୀକୁ ଗ୍ରୀଷ୍ମ ଋତୁ ଭଲ ଲାଗେ, କାରଣ ଏହି ଋତୁରେ ବର୍ଷା ନାହିଁ, ଶୀତ ନାହିଁ, ଚାରିଆଡ଼ ସଫା ସୁତୁରା ଥାଏ।

୨. ପାଠରୁ ଉତ୍ତର ଖୋଜି ଲେଖିବା।

(କ) ଜେଜେ ପ୍ରତିଦିନ ଉପରଓଳି କ’ଣ କରନ୍ତି?

ଉତ୍ତର – ଜେଜେ ପ୍ରତିଦିନ ଉପରଓଳି ବଗିଚାରେ କାମ କରନ୍ତି।

(ଖ) ରବିବାର ଦିନ କିଏକିଏ ଜେଜେଙ୍କ ସହ କାମ କରୁଥିଲେ?

ଉତ୍ତର – ରବିବାର ଦିନ ତାଙ୍କ ନାତି ଓ ନାତୁଣୀ ଜେଜେଙ୍କ ସହ କାମ କରୁଥିଲେ।

(ଗ) ମିଟୁ କେଉଁ ଶ୍ରେଣୀରେ ପଢ଼େ?

ଉତ୍ତର – ମିଟୁ ପଞ୍ଚମ ଶ୍ରେଣୀରେ ପଢ଼େ।

(ଘ) ମିତାକୁ କେଉଁ ଋତୁ ଭଲ ଲାଗେ?

ଉତ୍ତର – ମିତାକୁ ବର୍ଷା ଋତୁ ଭଲ ଲାଗେ।

(ଙ) ମାଧବୀକୁ କାହିଁକି ଗ୍ରୀଷ୍ମଋତୁ ଭଲ ଲାଗେ?

ଉତ୍ତର – ମାଧବୀକୁ ଗ୍ରୀଷ୍ମଋତୁ ଭଲ ଲାଗେ କାରଣ ଏହି ଋତୁରେ କାଦୁଅ ନ ଥାଏ, ଦେହ ଥରୁ ନ ଥାଏ, ଚାରିଆଡ଼ ସଫା ସୁତୁରା ଥାଏ।

 

୩. ଆସ ଦେଖିବା, ପଢ଼ିବା ଆଉ ଲେଖିବା।

(କ) ଯେପରି – ନାତିର ବିପରୀତ ଲିଙ୍ଗ ନାତୁଣୀ ହୁଏ

ପୁଅର ବିପରୀତ ଲିଙ୍ଗ ଝିଅ ହୁଏ, ସେହିପରି

ଅଜା –

ବାପା – ମାଆ

ଭାଇ – ଭଉଣୀ

ମାମୁ – ମାଇଁ

ମଉସା – ମାଉସି

ପିଉସା – ପିଉସି

ଶିକ୍ଷକ – ଶିକ୍ଷୟିତ୍ରୀ

ରାଜା – ରାଣୀ

 

(ଖ) ଯେପରି – ବହୁତ ଭଲ – ଭାରି ଭଲ, ବହୁତ କଷ୍ଟ – ଭାରି କଷ୍ଟ

ସେହିପରି – ବହୁତ ଚଗଲା – ଭାରି ଚଗଲା

ବହୁତ ଉଚ୍ଚ – ଭାରି ଉଚ୍ଚ

୪. ଆସ ବାକ୍ୟଟିକୁ ଠିକ ଭାବରେ ସଜାଇ ଲେଖିବା।

(କ) କାମ ବଗିଚାରେ ରବୀନ୍ଦ୍ରବାବୁ ଉପର ଓଳି କରନ୍ତି।

ଉତ୍ତର – ରବୀନ୍ଦ୍ରବାବୁ ଉପର ଓଳି ବଗିଚାରେ କାମ କରନ୍ତି।

(ଖ) ପାଳନ୍ତି ପୁନେଇଁ ପରବ ମନରେ ସଭିଏଁ ଖୁସି।

ଉତ୍ତର – ସଭିଏଁ ମନ ଖୁସିରେ ପୁନେଇଁ ପରବ ପାଳନ୍ତି।

(ଗ) କେତେ ପ୍ରକାର ମଧ୍ୟ ଅମଳ ଫସଲ କରାଯାଏ।

ଉତ୍ତର – କେତେ ପ୍ରକାର ଫସଲ ମଧ୍ୟ ଅମଳ କରାଯାଏ।

 

୫. ଆସ ତଳେ ଦିଆଯାଇଥିବା ଶବ୍ଦକୁ ନେଇ ବାକ୍ୟ ଗଢ଼ିବା।

ଖାପଖୁଆଇ – ଆମେ ପ୍ରତିଟି ଋତୁ ସହିତ ନିଜକୁ ଖାପଖୁଆଇ ଚଳିବା ଉଚିତ୍।

ପୁନେଇଁପରବ – ଶୀତ ଋତୁରେ ଲୋକେ ପୁନେଇଁପରବ ପାଳନ୍ତି।

ଅମଳ – ଶୀତ ଋତୁରେ କେତେ ପ୍ରକାର ଫସଲ ଅମଳ କରାଯାଏ?

ସଫାସୁତୁରା – ଗ୍ରୀଷ୍ମ ଋତୁରେ ଚାରିଆଡ଼ ସଫାସୁତୁରା ଦେଖାଯାଏ।

ପାଳି – ଏବେ ମାଧବୀର ପାଳି ଅଛି।

୬. ତଳ କଥାଗୁଡ଼ିକ କିଏ, କାହିଁକି କହିଛି?

(କ) ‘‘ମୋତେ ଶୀତଋତୁଟି ଭାରି ଭଲ ଲାଗେ।’’

ଉତ୍ତର – ‘ମୋତେ ଶୀତଋତୁଟି ଭାରି ଭଲ ଲାଗେ।” – ମିଟୁ

ଲୋକେ ବିଲରୁ ଫସଲ ଅମଳ କରନ୍ତି। ବାଡ଼ିବଗିଚାରୁ ନାନା ପ୍ରକାର ପନିପରିବା ମିଳେ। ସଭିଏଁ ମନ ଖୁସିରେ ପୁନେଇଁ ପରବ ପାଳନ୍ତି।’

(ଖ) ‘‘ମୋତେ ବର୍ଷାଋତୁଟି ଭାରି ଭଲ ଲାଗେ।’’

ଉତ୍ତର – ‘‘ମୋତେ ବର୍ଷାଋତୁ ଭାରି ଭଲ ଲାଗେ।” – ମିତା

ଏଇ ସମୟରେ ପ୍ରଚୁର ପାଣି ମିଳେ। ଗାଧୁଆ ପାଧୁଆ, ଧୁଆଧୋଇରେ ଖୁବ୍ ସୁବିଧା ହୁଏ। ଚାରିଆଡ଼ ନୂଆ ଗଛପତ୍ରରେ ସୁନ୍ଦର ଦେଖାଯାଏ। ବଗିଚାରୁ ବହୁତ ପନିପରିବା ମିଳେ।’’

(ଗ) ‘‘ମୋତେ ସବୁ ଋତୁ, ସବୁ ମାସ ଭଲ ଲାଗେ। ’’

ଉତ୍ତର – ‘‘ମୋତେ ସବୁ ଋତୁ, ସବୁ ମାସ ଭଲ ଲାଗେ।” – ଜେଜେ

କାରଣ ସବୁ ଋତୁ ଆମ ପାଇଁ ଦରକାର।

(ଘ) ‘‘ମୋତେ ଗ୍ରୀଷ୍ମଋତୁଟି ଭଲ ଲାଗେ।’’

ଉତ୍ତର – ‘‘ମୋତେ ଗ୍ରୀଷ୍ମଋତୁଟି ଭଲ ଲାଗେ।” – ମାଧବୀ

ଏହି ଋତୁରେ ବର୍ଷା କାଦୁଅ ନ ଥାଏ କି ଶୀତରେ ଦେହ ଥରୁ ନ ଥାଏ। ଚାରିଆଡ଼ ସଫା ସୁତୁରା। ବେଳେବେଳେ ଟାଣ ଖରା ହେଲେ ବି ଏହି ଋତୁପାଇଁ ପୃଥିବୀରେ ବର୍ଷା ହୁଏ।’

୭. ଆମେ ତଳେ ଥିବା ଚିତ୍ରକୁ ଦେଖିବା। ସେଇ ଚିତ୍ର ବିଷୟରେ କିଛି ଲେଖିବା।

ଗ୍ରାମର ଏକ ଛୋଟ ପିଲା ତାଙ୍କ ଘର ଆଗରେ ବର୍ଷା ପାଣିରେ କାଗଜ ଡଙ୍ଗା ଭସାଉଛି।

ବାହାରେ ଝିପିଝିପି ବର୍ଷା ପଡ଼ୁଛି।

ପିଲାଟି ଏକ ଛୋଟ କାଗଜ ଡଙ୍ଗା ତିଆରି କରିଛି।

ସେ ଡଙ୍ଗାଟିକୁ ବହୁଥିବା ପାଣିରେ ଭସେଇବାକୁ ଚେଷ୍ଟା କରୁଛି।

ପାଣିରେ ଡଙ୍ଗା ଭାସି ଦେଖି ସେ ଭାରି ଖୁସି ହେଉଛି।

ବର୍ଷା, ପାଣି ଓ ଡଙ୍ଗା ଗାଁ ଦୃଶ୍ୟକୁ ସୁନ୍ଦର କରିଦେଊଛି।

 

 

You cannot copy content of this page