Latest Posts

ଓଡ଼ିଆ ଖଣ୍ଡ

ଚରକ ସୁଶ୍ରୁତ

ବହୁବିଧ ବନସ୍ପତି-ବିମଣ୍ଡିତ ଏହି ଭାରତବର୍ଷ ଦିନେ ଯେ ଚିକିତ୍ସାବିଜ୍ଞାନରେ ପରାକାଷ୍ଠା ଲାଭକରିଥିଲା, ଏ ଦେଶ ଯେ ସମଗ୍ର ପୃଥ‌ିବୀର ଚିକିତ୍ସାବିଜ୍ଞାନର ବିଧାତା ଏବଂ ଏହି ଦେଶର ଚିକିତ୍ସାବିଧାନ ଯେ ଦିନେ ଆରବ, ପାରସ୍ୟ ଓ ଗ୍ରୀକ୍ ଦେଶ ଅତିକ୍ରମ କରି ଇଉରୋପ ଭୂମିରେ ମଧ୍ଯ ପ୍ରସାର...

ଓଡ଼ିଆ ଖଣ୍ଡ

ପିୟଦର୍ଶୀ ଅଶୋକ

ଅନ୍ୟ ଭ୍ରାତୃଗଣ ରାଜକୁମାରଯୋଗ୍ୟ ଉଚ୍ଚ ଆସନ ନିର୍ବାଚନ କରିନେଲେ। କିନ୍ତୁ କ୍ଷୁଦ୍ର ଚପଳମତି ବାଳକ ଅଶୋକ ସେଦିନ ଅଧସ୍ତନ ଭୂମିକୁ ହିଁ ଆପଣାର ଯୋଗ୍ୟ ଓ ଶ୍ରେଷ୍ଠ ଆସନ ବୋଲି ବିବେଚନା କଲେ। ସେହି ଅଶୋକ – କିଏ ଜାଣିଥି ପରବର୍ତ୍ତୀ କାଳରେ ଏହି ତୀକ୍ଷ୍ଣବୁଦ୍ଧି ବାଳକ ସମଗ୍ର ଭାରତରେ...

ଓଡ଼ିଆ ଖଣ୍ଡ

ରାଜନୀତିଜ୍ଞ ଚାଣକ୍ୟ

‘ନ ତ୍ଵବାର୍ଯ୍ୟସ୍ୟ ଦାସଭାବ’’ ଏ ଆର୍ଯ୍ୟଜାତି କାହାରି ଦାସ ହେବା ଅସମ୍ଭବ। ଚତୁର୍ବିଂଶ ଶତାବ୍ଦୀ ଅତୀତ ହେବା ପରେ ମଧ୍ୟ ସଦ୍ୟ ପରାଧୀନତା ନିଗଡରୁ ମୁକ୍ତ ଭାରତ ପକ୍ଷରେ ଏ ବାଣୀ ଅଦ୍ୟପି ସତ୍ୟ ଓ ଜୀବନ୍ତ ପରି ପ୍ରତୀୟମାନ ହୁଏ। ଚତୁର୍ବିଂଶ ଶତାବ୍ଦୀ ପୂର୍ବେ ଏହି ଦେଶରେ, ଏହି...

ଓଡ଼ିଆ ଖଣ୍ଡ

ମନସ୍ଵୀ  ପାଣିନି

ମନର ଭାବ ଯେତେବେଳେ ଭାଷା ସୃଷ୍ଟି କରେ, ପୁଣି ଭାଷାକୁ ଯେତେବେଳେ ସମାଜ ଭାବବିନିମୟର ବାହକ କରି ଜୀବନ୍ୟାସ ଦିଏ, ଭାଷା ଯେତେବେଳେ ଭାବର ଅନନ୍ତ ସମୁଦ୍ରରେ ଦିଗହରା, ସେତେବେଳେ ଭାଷାର ପ୍ରକ୍ଷିପ୍ତ ଗତିକୁ ନିୟନ୍ତ୍ରିତ କରିବାପାଇଁ ସୃଷ୍ଟି ହୁଏ ଭାଷାର ନିୟାମକ – ବ୍ୟାକରଣ।...

ଓଡ଼ିଆ ଖଣ୍ଡ

ମହାବୀର ଜିନ

ଏକଦା ବ୍ରହ୍ମର୍ଷିମାନଙ୍କର ସାମନାଦରେ ନିନାଦିତ ଭାରତବର୍ଷ ପରେ ଦିନେ ମହାମହିମାମୟ ରାଜର୍ଷିମାନଙ୍କର ପ୍ରସବିନୀରୂପେ ପୂଜାପାଇପାରିଲା। ଅଧ୍ୟାତ୍ମଚିନ୍ତା ପ୍ରାକୃତିକ ଶୋଭାମଣ୍ଡିତ ଋଷି ଆଶ୍ରମରୁ ଯାଇ ରାଜପ୍ରାସାଦର ସାଙମ୍ବର କୋଳାହଳମଧ୍ୟରେ ମଧ୍ୟ ପ୍ରବେଶ କରିଥିଲା। ରାମାୟଣ...

ଓଡ଼ିଆ ଖଣ୍ଡ

ଗୌତମ ବୁଦ୍ଧ

ଏବେ ମଧ୍ୟ ସେ ବୃକ୍ଷର ସତ୍ତା ବିଦ୍ୟମାନ। ଅଢେଇହଜାର ବର୍ଷର ଗ୍ରୀଷ୍ମ, ବର୍ଷା, ଶୀତ, କାକର, ଝଡ ଝଞ୍ଜା ତା ଉପରେ ଅତିବାହିତ ହୋଇଗଲାଣି – ତଥାପି ସେ ମୁଣ୍ଡ ଟେକି ରହିଛି। କାଣ୍ଡନାହିଁ, ପତ୍ର ନାହିଁ, ଶାଖା ନାହିଁ, ଶିକଳ ନାହିଁ, ଚେର ନାହିଁ, ବକ୍‌କଳ ନାହିଁ, ଅଛି କେବଳ...

ଓଡ଼ିଆ ଖଣ୍ଡ

ଜ୍ଞାନବୃଦ୍ଧ ଯାଜ୍ଞବଳ୍‌କ

‘ସୌମ୍ୟ ସାମଶ୍ରବା, ଏ ଗୋକୁଳକୁ ତାଡ଼ନ କରି ଘେନିଯାଅ।’’ ଏହି ଗୁରୁଗମ୍ଭୀର ଆଦେଶ ଶୁଣି ସଭା ତଟସ୍ଥ ହୋଇଗଲା। ବିଦେହରାଜ ଜନକଙ୍କର ବହୁ-ଦକ୍ଷିଣ ଯଜ୍ଞ। ଯଜ୍ଞକ୍ଷେତ୍ରରେ କୁରୁପାଞ୍ଚାଳର ମହା ମହା ତତ୍ତ୍ବବେତ୍ତାମାନଙ୍କ ସମାବେଶ। ସମ୍ମୁଖରେ ସହସ୍ରସଂଖ୍ୟକ ଗୋଗୋଷ୍ଠ ପକ୍ତିବଦ୍ଧ...

ଓଡ଼ିଆ ଖଣ୍ଡ

ଶ୍ରୀକୃଷ୍ଣ

“ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।” ଯେତେବେଳେ ବିଷୟ-ମଦରେ ଉନ୍ମତ୍ତ ମାନବ ନିଜର ଅସ୍ତିତ୍ଵକୁ ଚରମ ସତ୍ୟ ବୋଲି ବିବେଚନା କରି ମନୁଷ୍ୟକୁ ହିଁ ମାନବିକତାର ପରମ ପରିଣାମରୂପେ ବରଣ କରି ଦେବତ୍ୱ ତଥା ଈଶ୍ବରତ୍ଵକୁ...

ଓଡ଼ିଆ ଖଣ୍ଡ

ବେଦବ୍ୟାସ

ବେଦ ଯେତେବେଳେ ବିସ୍ତୃତିର ଗର୍ଭରେ, ସମାଜ ଯେତେବେଳେ ବେଦବିଧ୍ ଭୁଲି ଆଚାରହୀନ ଭ୍ରଷ୍ଟହୋଇଯାଉଛି ଏବଂ ଅଯଥା ଲୋକାଚାର ଓ ରକ୍ଷଣଶୀଳତାର ରଥଚକ୍ରତଳେ ପିଷ୍ଟହୋଇଯାଉଛି, ସେତେବେଳେ ଯଥାର୍ଥ ଜ୍ଞାନର ଆଧାର ବେଦବିଦ୍ୟାର ପୁନରୁଦ୍ଧାର କରିବା ପାଇଁ, ବରଂ ବେଦକୁ ସମଧ୍ୟ ମନୋଜ୍ଞ ଓ...

ଓଡ଼ିଆ ଖଣ୍ଡ

ରାଜା ରାମଚନ୍ଦ୍ର

ଆଜି ଆଉ ଦେବତା ଭାରତର ଆଦର୍ଶ ନୁହନ୍ତି। ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ବରୁଣ, ମରୁତ ଆଦି ଭାରତୀୟ ସଂସ୍କୃତିରେ ଉଚ୍ଚତମ ସ୍ଥାନ ଅଧିକାର କରି ରହିପାରିନାହାନ୍ତି। ଭାରତବାସୀର ଲକ୍ଷ୍ୟ ଆଜି ଆଉ ସ୍ଵର୍ଗ-ବାସ ନୁହେଁ। ଭାରତୀୟ ଯେପରି ଆଜି ତାର ନିଜର ମାତୃଭୂମିରେ ହିଁ ସ୍ଵର୍ଗାବତରଣ...

You cannot copy content of this page