ସ୍ଵର ନୁହେଁ – ନାଦବ୍ରହ୍ମ – ସ୍ବର, ନାଦ ହିଁ ସ୍ୱୟଂ ଭଗବାନ। ଅନାଦି ଅନନ୍ତ। ସେଥିପାଇଁ ଉପାସ୍ୟ ସ୍ବରର ସେବା ଏକ ଅସାଧ୍ୟ ସାଧନା। ସ୍ଵର-ସାଧକ, ସ୍ୱର-ସିଦ୍ଧ ପୁରୁଷ ପରମଯୋଗୀ। ଭାରତର ବହୁ ସ୍ଵର-ସାଧକ, ନାଦବ୍ରହ୍ମର ଉପାସକ, ଯୋଗୀ ସେତେବେଳକୁ ପ୍ରାଗୈତିହାସିକ ଯୁଗର ଅନ୍ଧକାର...
Latest Posts
ରାଣା ପ୍ରତାପ
ଏ କି ଅଟଳ ପ୍ରତିଜ୍ଞା ! “ଯେତେଦିନ ପର୍ଯ୍ୟନ୍ତ ଚିତୋରର ପୁନରୁଦ୍ଧାର ନ ହୋଇଛି – ଯେତେଦିନ ପର୍ଯ୍ୟନ୍ତ ମାତୃଭୂମିର ଲଲାଟପଟରୁ ପିତୃଦତ୍ତ କଳଙ୍କକାଳିମା ଅପସାରିତ ନ ହୋଇଛି – ସେତେଦିନ ପର୍ଯ୍ୟନ୍ତ ଗୃହ ପ୍ରବେଶ ନିଷିଦ୍ଧ – ତୂଳିତନ୍ତ୍ରରେ ଶୟନ ନିଷିଦ୍ଧ – ସ୍ଵର୍ଣ୍ଣ କିମ୍ବା...
ଗୁରୁ ଗୋବିନ୍ଦ ସିଂହ
ପୃଥିବୀର ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି ଏବଂ ପ୍ରତିକ୍ରିୟାର ସୁପ୍ରତିକ୍ରିୟାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ। କୌଣସି ଯୁଗର ଯାବତୀୟ ଦୁଷ୍କ୍ରିୟାର ପ୍ରତିବିଧାନ ସ୍ଵରୂପ ଯୁଗସ୍ରଷ୍ଟାମାନଙ୍କର ଆବିର୍ଭାବ ହୋଇଥାଏ। ସେମାନଙ୍କର ଜୀବନୀ ହିଁ ସର୍ବମୟ ପ୍ରତିକ୍ରିୟାର...
ଶାହନଶାହେ ଆକବର
ଭାରତର ଇତିହାସ – ତତ୍କାଳୀନ ଭାରତର ରାଜନୈତିକ ଇତିହାସ – ସ୍ଵର୍ଣ୍ଣାକ୍ଷରରେ ରଞ୍ଜିତ ଭାରତର ଇତିହାସ ହିଁ ତାର ସାକ୍ଷୀ। ‘ଦିଲ୍ଲୀଶ୍ଵରୋବ ଜଗଦୀଶ୍ଵରୋବା’ ଶାହନଶାହେ ହୁମାୟୁନଙ୍କର ଆଜି ଏ କି ଅବସ୍ଥା ? ଶତ୍ରୁ ଶେରସାହଙ୍କଦ୍ୱାରା ପରାଜିତ ହୁମାୟୁନ, ଗୃହହୀନ ଯାଯାବରଭାବରେ ଆଜି...
ରାଜରାଣୀ ମୀରା
ଐତିହାସିକ ରାଜସ୍ଥାନ। ନବପ୍ରତିଷ୍ଠିତ ମେଡତା ରାଜ୍ୟାନ୍ତର୍ଗତ ରାଠୋର ଅଧୂପତି ପରମବୈଷ୍ଣବ ଦୁଦାଜୀ ଜୀବିତାବସ୍ଥାରେ। ଦିନେ ସୁପ୍ରଭାତରେ ଜଣେ ପୁଣ୍ୟବନ୍ତ ସାଧୁ ଦୁଦାଜୀଙ୍କର ଆତିଥ୍ୟ ଗ୍ରହଣ କରନ୍ତି। ସାଧୁଙ୍କର ସମ୍ପତ୍ତି – ଅତି ସୁନ୍ଦର, ମନୋହର, ତ୍ରିଭଙ୍ଗ ଭଙ୍ଗୀରେ ଉଭା ମଣିମୟ...
ସନ୍ଥ ସୂର ଦାସ
ଶ୍ରୀକୃଷ୍ଣଙ୍କର ଲୀଳାଭୂମି ବୃନ୍ଦାବନସ୍ଥ କେଳିକୁଞ୍ଜମଞ୍ଜୁଳ କାଳିନ୍ଦୀର ତଟଭୂମି। କିଏ ଏହି ସୁନ୍ଦର, ସୁଗଠ, କମନୀୟ ଅଙ୍ଗକାନ୍ତିବିଶିଷ୍ଟ ନବୀନ ଯୁବ ସନ୍ନ୍ୟାସୀ ଯାହାର ଅସାଧାରଣ ବ୍ୟକ୍ତିତ୍ୱରେ ଆକୃଷ୍ଟ, ଆକର୍ଷିତ ହୋଇ ଦଳଦଳ ନରନାରୀ ଦୂରଦୂରାନ୍ତରରୁ ଆକୁଳ ଆଗ୍ରହରେ ଧାଇଁଛନ୍ତି...
ଗୋସ୍ଵାମୀ ତୁଳସୀ ଦାସ
ପ୍ରେମାପ୍ଳୁତ ପୁଣ୍ୟଭୂମି ଯମୁନା ପୁଳିନର କେଉଁ ଏକ ନିଭୃତ ନିଳୟରେ ସେ ଜନ୍ମ ଲାଭ କରିଥିଲେ। ସ୍ଵର୍ଣ୍ଣଦୀସ୍ୱରୂପିଣୀ ସରଯୂର ତଟତୀର୍ଥରେ ତାଙ୍କ ସାଧନାର ଅର୍ଥକ କୃତି ‘ରାମଚରିତମାନସ’ର ସୁପ୍ରକଟ ହୋଇଥିଲା। ଜ୍ଞାନ-ତୀର୍ଥ ଗଙ୍ଗାର ଗଭୀର ପ୍ରଜ୍ଞା ବାରିରେ ଅବଗାହନ କରି ସେ...
ଗୁରୁ ନାନକ
ଇସଲାମ୍ର ପ୍ରେରଣା ନୁହେଁ – ଇସଲାମୀୟ ବିଜୟରେ ମଦାନ୍ଧ, ମତାନ୍ଧ ବିପଥଗାମୀ ଗୋଟିଏ ଲୁଣ୍ଠନକାରୀ ଯାଯାବରଦଳ ଭାରତ ଅଧ୍ୟାର କରି ଅନ୍ୟାୟ ଏବଂ ଅତ୍ୟାଚାରର ଏକ କାଳିମାକ୍ତ ଇତିହାସ ଲେଖା ଆରମ୍ଭଛନ୍ତି ଏକଦିଗରେ – ପୈଗମ୍ବର ମହମ୍ମଦଙ୍କ ପବିତ୍ର ମଜହବତ୍ରରେ କଳଙ୍କ ଲେପନ କରି।...
ଅତିବଡି ଜଗନ୍ନାଥ ଦାସ
‘‘ଶ୍ରୀ ବଇକୁଣ୍ଠ ନିତ୍ୟସ୍ଥାନ ଶ୍ରୀରାଧାକୃଷ୍ଣ ଏକାସନ॥ ରସଆନନ୍ଦେ ସୁଖେ ଥିଲେ ସ୍ନେହରେ ମୁଖକୁ ଚାହିଁଲେ॥ ଅମୃତ ପ୍ରାୟ ରାଧା ମୁଖ ଦେଖ୍ ପାଇଲେ କୃଷ୍ଣ ସୁଖ॥ ସେ ହାସ୍ୟ ମଧୁରେ ଅମୃତ ତହୁଁ ଚୈତନ୍ୟ ହେଲେ ଜାତ॥ ଏକତ୍ଵଭାବେ ଯେଣୁ ଦୁଇ ରାଧା ହସିଲେ କୃଷ୍ଣ ଚାହିଁ ॥ ସେ ହାସୁ...
ଶ୍ରୀଚୈତନ୍ୟ
ମନୁଷ୍ୟର ବୁଦ୍ଧି ବାଧ୍ୟହୋଇ ପରାଜୟ ସ୍ବୀକାରକରେ। ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଆତିପାତିକ ବ୍ୟତିକ୍ରମ ଦେଖାଯାଏ। କାର୍ଯ୍ୟ ଓ କାରଣର ସୂତ୍ର ଧରି ମନୁଷ୍ୟ ଯେଉଁ ନ୍ୟାୟ ଆଦର୍ଶ ବାଢେ, ନାନା ଜଟିଳ ପ୍ରଶ୍ନବାଚୀର ପଶ୍ଚାତ୍ ଦେଶରେ ତାହା ବହୁ ଦୋଦୁଲ୍ୟମାନ ସନ୍ଦେହର ରୂପ ଧାରଣକରେ।...

