Sahajyara Sufala, Odisha Board, Class III, Aama Bhasha Aama Sahitya, The Best Solutions.

ସାହାଯ୍ୟର ସୁଫଳ

ବେଶି ଦିନର କଥା ନୁହେଁ। ସେତେବେଳେ ବଙ୍ଗଳାରେ ଅକାଳ ମରୁଡ଼ି ପଡ଼ିଥାଏ। ଲୋକେ ଭୋକରେ ଆଉଟୁପାଉଟୁ ହୋଇ ଏଣେତେଣେ ଭିକ ମାଗୁଥାନ୍ତି। ଚାରିଆଡ଼ ଖାଲି ହାହାକାରରେ ପୂର୍ଣ୍ଣ।

ସେହି ସମୟରେ ଦିନେ ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ବର୍ଦ୍ଧମାନ ସହରର ଏକ ବଜାର ଆଡ଼କୁ ଯାଉଥା’ନ୍ତି। ସାମନାରେ ଦେଖିଲେ, ଗୋଟିଏ ବାଳକ ଚିରା କନା ପିନ୍ଧି ତାଙ୍କରି ଆଡ଼କୁ ଚାଲିଚାଲି ଆସୁଛି। ନ ଖାଇ ନ ପିଇ ସେ ରୋଗିଣା ଦେଖାଯାଉଛି। ପାଖକୁ ଆସି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କହିଲା – ‘ ‘ ବାବୁ, ମୋତେ ପଇସାଟିଏ ଦିଅନ୍ତୁ। ବଡ଼ ଧର୍ମ ହେବ ଆପଣଙ୍କର। ମୁଁ ଆଉ ମା’ ଦୁହେଁ ଭୋକରେ ଅଛୁ।’’

‘ଯଦି ମୁଁ ତୋତେ ଚାରି ପଇସା ଦେବି, ତେବେ ତୁ କ’ଣ କରିବୁ? ’’ ବିଦ୍ୟାସାଗର ତାକୁ ଚାହିଁ କହିଲେ।

ବାଳକଟି ଉତ୍ତର ଦେଲା – ‘ ‘ ଦୁଇ ପଇସାର କିଛି କିଣି ଖାଇବି, ଆଉ ଦୁଇ ପଇସା ମା’କୁ ଦେଇଦେବି।’’

‘‘ ଆଚ୍ଛା, ତୋତେ ଯଦି ଦୁଇ ଅଣା ଦିଆଯିବ? ’’ ବିଦ୍ୟାସାଗର ପଚାରିଲେ।

ବାଳକଟି ଭାବିଲା, ବାବୁ ତା’କୁ ଥଟ୍ଟା କରୁଛନ୍ତି। କିଛି ନ କହି ବଡ଼ କରୁଣ ଚାହାଣିରେ ତାଙ୍କୁ ଚାହିଲା।

ବିଦ୍ୟାସାଗର ଆଗେଇ ଯାଇ ତା’ ହାତ ଧରି ପକାଇଲେ। ଖୁବ୍ ଆଦରରେ କହିଲେ – ‘ ‘ ଯଦି ପ୍ରକୃତରେ ତୋତେ ଚାରିଅଣା ଦେଇ ଦେବି, ତେବେ ତୁ କ’ଣ କରିବୁ? ’’

‘ଚାରିଅଣା !”’ ବଡ଼ ଚକିତ ଚାହାଣିରେ ପିଲାଟି ତାଙ୍କୁ ଚାହିଁଲା। କିଛି କ୍ଷଣ ପରେ ପୁଣି କ’ଣ ଭାବି କହିଲା, “‘ତା’ ହେଲେ ତ ଆମର ବିପଦ ଘୁଞ୍ଚିଯିବ। ଦୁଇ ଅଣାର ଖାଇବା ଜିନିଷ ନେବି, ଆଉ ଦୁଇ ଅଣାର ଆମ୍ବ କିଣି ବିକିବି। ସେଥିରେ ମୋର କିଛି ଲାଭ ବାହାରି ପଡ଼ିବ।’’

ବିଦ୍ୟାସାଗର ତାକୁ ଗୋଟିଏ ଟଙ୍କା ଦେଲେ। ପିଲାଟିର ଖୁସି କହିଲେ ନ ସରେ। ସେ ତା’ ଜୀବନରେ ସେ ପର୍ଯ୍ୟନ୍ତ କେବେହେଲେ ଟଙ୍କାଟିଏ ଦେଖି ନ ଥିଲା। ସେ ସମୟରେ ଗୋଟିଏ ଟଙ୍କାର ମୂଲ୍ୟ କିଛି କମ୍ ନ ଥିଲା | ଟଙ୍କାକରେ ଅନେକ ଜିନିଷ ମିଳୁଥିଲା।

କେତେବର୍ଷ ବିତିଗଲା। ବିଦ୍ୟାସାଗର ଏ ଘଟଣାକୁ ଭୁଲିଗଲେ। ପୁଣି ଥରେ ବର୍ଦ୍ଧମାନ ଯିବାପାଇଁ ସୁଯୋଗ ମିଳିଲା। ବଜାରରେ ଦୁଇ ତିନି ଜଣ ବନ୍ଧୁଙ୍କ ସାଥିରେ ଯାଉଥା’ନ୍ତି। ସେତିକିବେଳେ ଜଣେ ଯୁବକ ଆସି ତାଙ୍କୁ ପ୍ରଣାମ ଜଣାଇଲା। ତା’ପରେ ତାଙ୍କୁ ତା’ନିଜ ଦୋକାନ ଭିତରକୁ ଯିବା ପାଇଁ ଖୁବ୍ ଅନୁରୋଧ କଲା।

ବିଦ୍ୟାସାଗର ଯୁବକଟିକୁ ଚାହିଁଲେ, ଚିହ୍ନି ପାରିଲେ ନାହିଁ। ଯୁବକଟିର ଆଖି ଦୁଇଟି ଲୁହରେ ଭରି ଆସିଲା। ସେ ତାଙ୍କୁ ଏଇ ସହରରେ କେତେ ବର୍ଷ ତଳେ ଗୋଟିଏ ଟଙ୍କା ଦେବା ଘଟଣା ମନେପକାଇ ଦେଲା। କହିଲା, ‘ ‘ ଆପଣଙ୍କର ସେଇ ଟଙ୍କାରେ ମୁଁ ଫଳ କିଣି ବୁଲିବୁଲି ବିକ୍ରି କଲି। ପରିଶ୍ରମ କରି ଧୀରେ ଧୀରେ ମୁଁ କିଛି ଟଙ୍କା ମଧ୍ୟ ଜମା କଲି। ପାଖରେ କିଛି ଟଙ୍କା ହୋଇଯିବା ପରେ ଭାବିଲି, କେଉଁଠି ଗୋଟିଏ ଜାଗାରେ ଦୋକାନଟିଏ ଖୋଲିବି। ସେଇ ଟଙ୍କାରେ ମୁଁ ଏବେ ଏଇ ଦୋକାନଟି କରିଛି, ଏହା ହେଉଛି ଆପଣଙ୍କ ସାହାଯ୍ୟର ଫଳ।’’

ସେଦିନର ଗରିବ ପିଲାଟିକୁ ଗୋଟିଏ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗରଙ୍କ ମନ ଆନନ୍ଦରେ ଭରିଗଲା। ତା’ ପିଠିକୁ ବାରମ୍ବାର ସେ ଥାପୁଡ଼େଇ ତାକୁ ଧନ୍ୟବାଦ ଦେଲେ। ଯୁବକଟି ତାଙ୍କୁ ଦୋକାନକୁ ଡାକିନେଲା। ସେଦିନ ତା’ର ସୌଭାଗ୍ୟର ଦିନ। ବିଦ୍ୟାସାଗର ମଧ୍ଯ ସେଠାକୁ ଗଲେ। ସେ ଚାହୁଁଥିଲେ, ଯୁବକଟି କେମିତି ଉତ୍ସାହିତ ହୋଇ ଆହୁରି ଉନ୍ନତି କରୁ।

କାହାର ସାହାଯ୍ୟ ଓ ସହାନୁଭୂତିକୁ ଉପଯୁକ୍ତ ଭାବେ କାମରେ ଲଗାଇଲେ ସେଥିରୁ ଉତ୍ତମ ଫଳ ମିଳେ।

ଆସ ଜାଣିବା କେତୋଟି ନୂଆ ଶବ୍ଦ

Odia Word (Transliteration)

Meaning in Odia

Meaning in Hindi

Meaning in English

ସାହାଯ୍ୟ (sāhāyya)

ସାହାଯ୍ୟ, ସହାୟତା, ସମ୍ପର୍କ

सहायता, संबंध

Help, assistance, relation

ସୁଫଳ (suphala)

ସୁଫଳ, ଉତ୍ତମ ଫଳ, ଲାଭ

सुफल, उत्तम फल, लाभ

Good result, benefit

ବେଶି (beśi)

ବେଶି, ଅଧିକ, ସଂଖ୍ୟା

बेशी, अधिक, संख्या

More, much, number

ଦିନ (dina)

ଦିନ, ସମୟ, ଆଲୋକ

दिन, समय, प्रकाश

Day, time, light

କଥା (kathā)

କଥା, କାହାଣୀ, ସମ୍ବାଦ

कथा, कहानी, संवाद

Story, talk, dialogue

ନୁହେଁ (nuheṁ)

ନୁହେଁ, ନାହିଁ, ବିରୋଧ

नुहे, नहीं, विरोध

Is not, no, opposition

ସେତେବେଳେ (setebeḷe)

ସେତେବେଳେ, ସେତେକାଳ, ସମୟ

सेटेबेल, सेटेकाल, समय

At that time, then, period

ବଙ୍ଗଳା (baṅgalā)

ବଙ୍ଗଳା, ଘର, ସ୍ଥାନ

बंगला, घर, स्थान

Bengal, house, place

ଅକାଳ (akāla)

ଅକାଳ, ଅସମୟ, କାଳ

अकाल, असमय, काल

Untimely, famine, period

ମରୁଡ଼ (maruḍa)

ମରୁଡ଼, ଆକ୍ରମଣ, ଗତି

मारुड, आक्रमण, गति

Storm, attack, movement

ପଡ଼ିଥାଏ (paḍithāe)

ପଡ଼ିଥାଏ, ଗତି, ସ୍ଥିତି

पड़िथाए, गति, स्थिति

Has fallen, movement, condition

ଲୋକ (loka)

ଲୋକ, ଜନ, ସମସ୍ତ

लोग, जन, समस्त

People, folks, all

ଭୋକ (bhōka)

ଭୋକ, କ୍ଷୁଧା, ସ୍ଥିତି

भोक, क्षुधा, स्थिति

Hunger, appetite, condition

ଆଉଟୁପାଉଟୁ (āuṭupāuṭu)

ଆଉଟୁପାଉଟୁ, ଦୁର୍ବଳ, ସ୍ଥିତି

आउटुपाउटु, दुर्बल, स्थिति

Weakly, frail, condition

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ଏଣେତେଣେ (eṇeteṇe)

ଏଣେତେଣେ, କଷ୍ଟରେ, ସ୍ଥିତି

एनेटेने, कष्ट में, स्थिति

With difficulty, condition

ଭିକ (bhika)

ଭିକ, ଦାନ, ଅନୁଗ୍ରହ

भिक, दान, अनुग्रह

Alms, charity, grace

ମାଗୁଥାନ୍ତି (māguthānti)

ମାଗୁଥାନ୍ତି, ଅନ୍ତର୍ଭୂତ, ଗତି

मागुथांती, अंतर्भूत, गति

Are begging, movement

ଚାରିଆଡ଼ (chāriāḍa)

ଚାରିଆଡ଼, ଚତୁର୍ଦ୍ଦିଗ, ସ୍ଥାନ

चारिआड, चतुर्द्दिग, स्थान

Around, all sides, place

ଖାଲି (khāli)

ଖାଲି, ଶୂନ୍ୟ, ଅସମ୍ପୂର୍ଣ୍ଣ

खाली, शून्य, असंपूर्ण

Empty, vacant, incomplete

ହାହାକାର (hāhākāra)

ହାହାକାର, କ୍ରନ୍ଦନ, ଶବ୍ଦ

हाहाकार, क्रंदन, शब्द

Cry, lament, sound

ପୂର୍ଣ୍ଣ (pūrṇṇa)

ପୂର୍ଣ୍ଣ, ସମ୍ପୂର୍ଣ୍ଣ, ସମ୍ପନ୍ନ

पूर्ण, संपपूर्ण, संपन्न

Full, complete, accomplished

ଦିନେ (dine)

ଦିନେ, ସମୟ, ଦିନ

दिन में, समय, दिन

One day, time, day

ପଣ୍ଡିତ (paṇḍita)

ପଣ୍ଡିତ, ବିଦ୍ଵାନ୍, ଶିକ୍ଷକ

पंडित, विद्वान, शिक्षक

Scholar, learned, teacher

ଈଶ୍ବରଚନ୍ଦ୍ର (īśbarachandra)

ଈଶ୍ବରଚନ୍ଦ୍ର, ନାମ, ବ୍ୟକ୍ତି

ईश्वरचंद्र, नाम, व्यक्ति

Ishwar Chandra, name, person

ବିଦ୍ୟାସାଗର (bidyāsāgara)

ବିଦ୍ୟାସାଗର, ନାମ, ବ୍ୟକ୍ତି

विद्यासागर, नाम, व्यक्ति

Vidyasagar, name, person

ବର୍ଦ୍ଧମାନ (bardhamāna)

ବର୍ଦ୍ଧମାନ, ସ୍ଥାନ, ନାମ

बर्धमान, स्थान, नाम

Bardhaman, place, name

ସହର (sahara)

ସହର, ନଗର, ସ୍ଥାନ

शहर, नगर, स्थान

City, town, place

ବଜାର (bajāra)

ବଜାର, ବଣିକ, ସ୍ଥାନ

बाजार, वणिक, स्थान

Market, trade, place

ଆଡ଼କୁ (āḍaku)

ଆଡ଼କୁ, ନିକଟକୁ, ସ୍ଥାନ

आड़कु, निकटकु, स्थान

Towards, near, place

ଯାଉଥା’ନ୍ତି (yāuthā’nti)

ଯାଉଥା’ନ୍ତି, ଗତି, ଚଳଣ

याउथांती, गति, चलन

Were going, movement

ଦେଖିଲେ (dekhiḷe)

ଦେଖିଲେ, ଦର୍ଶନ, ଅନୁଭବ

देख लिया, दर्शन, अनुभव

Saw, viewed, experienced

ବାଳକ (bāḷaka)

ବାଳକ, ଶିଶୁ, ବ୍ୟକ୍ତି

बालक, शिशु, व्यक्ति

Boy, child, person

ଚିରା (chirā)

ଚିରା, ଫାଡ଼ିହୋଇଥିବା, ସ୍ଥିତି

चिरा, फाड़ीहोईथिबा, स्थिति

Torn, ragged, condition

କନା (kanā)

କନା, କପଡ଼ା, ଦ୍ରବ୍ୟ

कना, कपड़ा, द्रव्य

Cloth, fabric, material

ପିନ୍ଧି (pindhi)

ପିନ୍ଧି, ପରିଧାନ, ସ୍ଥିତି

पिंधी, परिधान, स्थिति

Wearing, dressed, condition

ଚାଲିଚାଲି (chālichāli)

ଚାଲିଚାଲି, ଗତି, ଚଳଣ

चालिचाली, गति, चलन

Walking, movement

ଆସୁଛି (āsuchi)

ଆସୁଛି, ପ୍ରବେଶ, ଗତି

आसीअछी, प्रवेश, गति

Is coming, entry, movement

ଖାଇ (khāi)

ଖାଇଲେ, ଭୋଜନ, ଗତି

खाई, भोजन, गति

Ate, eating, movement

ପିଇ (pi’i)

ପିଇଲେ, ପାନୀୟ, ଗତି

पीइ, पानिय, गति

Drank, drinking, movement

ରୋଗିଣା (rōgiṇā)

ରୋଗିଣା, ରୋଗୀ, ସ୍ଥିତି

रोगीणा, रोगी, स्थिति

Sickly, ill, condition

ଦେଖାଯାଉଛି (dekhāyāuchi)

ଦେଖାଯାଉଛି, ଦର୍ଶନ, ପ୍ରକାଶ

दिखाया जा रहा है, दर्शन, प्रकाश

Is being seen, revealed

ପାଖକୁ (pāhakū)

ପାଖକୁ, ନିକଟକୁ, ସ୍ଥାନ

पाहकु, निकटकु, स्थान

Towards, near, place

ଆସି (āsi)

ଆସୁଛି, ପ୍ରବେଶ, ଗତି

आसी, प्रवेश, गति

Coming, entry, movement

ହାତ (hāta)

ହାତ, କର, ଅଙ୍ଗ

हाथ, कर, अंग

Hand, arm, limb

ଯୋଡ଼ି (yōḍi)

ଯୋଡ଼ି, ମିଶ୍ରଣ, ସମ୍ପର୍କ

योड़ि, मिश्रण, संबंध

Joined, mixed, relation

କହିଲା (kahilā)

କହିଲା, ବର୍ଣନା, ଉପଦେଶ

कहा, वर्णन, उपदेश

Said, narrated, advised

ବାବୁ (bābu)

ବାବୁ, ସାହେବ, ବ୍ୟକ୍ତି

बाबू, साहेब, व्यक्ति

Sir, gentleman, person

ମୋତେ (mōte)

ମୋତେ, ମୋତେକୁ, ସମ୍ପର୍କ

मोते, मोतेकु, संबंध

To me, me, relation

ପଇସା (paisā)

ପଇସା, ମୁଦ୍ରା, ଦ୍ରବ୍ୟ

पैसा, मुद्रा, द्रव्य

Money, coin, material

ଦିଅନ୍ତୁ (di’antu)

ଦିଅନ୍ତୁ, ଦେବେ, ପ୍ରଦାନ

दीअंतु, देबे, प्रदान

Give, please give, offer

ଧର୍ମ (dharma)

ଧର୍ମ, ଧର୍ମକାର୍ଯ୍ୟ, ସମ୍ପର୍କ

धर्म, धार्मिक कार्य, संबंध

Duty, religion, relation

ହେବ (heba)

ହେବ, ସମ୍ପନ୍ନ, ଘଟିବ

होगा, संपन्न, घटेगा

Will be, will happen

ମା’ (mā’)

ମା’, ମାତା, ସମ୍ପର୍କ

मा’, माता, संबंध

Mother, mom, relation

ଦୁହେଁ (duheṁ)

ଦୁହେଁ, ଦୁଇଜଣ, ସମ୍ପର୍କ

दुहे, दोईजन, संबंध

Both, two, relation

ଯଦି (yadi)

ଯଦି, ଯଦି କେବେ, ସ୍ଥିତି

यदि, यदी कभी, स्थिति

If, in case, condition

ଚାରି (chāri)

ଚାରି, ଚତୁର୍, ସଂଖ୍ୟା

चार, चतुर, संख्या

Four, clever, number

କରିବୁ (karibu)

କରିବୁ, କରିବ, କାମ

करिबु, करिब, काम

Will do, work

ପଚାରିଲେ (pacāriḷe)

ପଚାରିଲେ, ପ୍ରଶ୍ନ, ଅନୁଭବ

पूछ लिया, प्रश्न, अनुभव

Asked, questioned, experienced

ଉତ୍ତର (uttara)

ଉତ୍ତର, ଜବାବ, ସମ୍ପର୍କ

उत्तर, जवाब, संबंध

Answer, reply, relation

ଦେଲା (deḷā)

ଦେଲା, ଦେଇଲା, ପ୍ରଦାନ

देला, दे दिया, प्रदान

Gave, offered, provided

ଖାଇବି (khāibi)

ଖାଇବି, ଭୋଜନ, ଗତି

खाईबी, भोजन, गति

Will eat, eating, movement

ଜିନିଷ (jiniṣa)

ଜିନିଷ, ପଦାର୍ଥ, ଦ୍ରବ୍ୟ

जीनिष, पदार्थ, द्रव्य

Thing, item, material

ନେବି (nebi)

ନେବି, ଗ୍ରହଣ, ଗତି

नेबी, ग्रहण, गति

Will take, taking, movement

ଆଚ୍ଛା (āchhā)

ଆଚ୍ଛା, ଠିକ, ସମ୍ମତି

आच्हा, ठीक, सम्मति

Okay, fine, agreement

ଅଣା (aṇā)

ଅଣା, ମୁଦ୍ରା, ସଂଖ୍ୟା

अणा, मुद्रा, संख्या

Paisa (small coin), money

ଭାବିଲା (bhābila)

ଭାବିଲା, ଚିନ୍ତା, ଅନୁଭବ

भावीला, चिंता, अनुभव

Thought, considered, experienced

ଥଟ୍ଟା (thaṭṭā)

ଥଟ୍ଟା, ମଜା, ଖେଳ

थट्टा, मजा, खेल

Joke, fun, play

କରୁଛନ୍ତି (karuchhanti)

କରୁଛନ୍ତି, କାମ, ଗତି

करुछंती, काम, गति

Are doing, work, movement

କରୁଣ (karuṇa)

କରୁଣ, ଦୟା, ସମ୍ପର୍କ

करुण, दया, संबंध

Pitiable, mercy, relation

ଚାହାଣି (chāhāṇi)

ଚାହାଣି, ଦୃଷ୍ଟି, ଅନୁଭବ

चाहाणी, दृष्टि, अनुभव

Look, gaze, experience

ଆଗେଇ (āgei)

ଆଗେଇ, ପୂର୍ବ, ଗତି

आगेइ, पूर्व, गति

Ahead, before, movement

ହାତ (hāta)

ହାତ, କର, ଅଙ୍ଗ

हाथ, कर, अंग

Hand, arm, limb

ଧରି (dhari)

ଧରୁଛି, ଗ୍ରହଣ, ଗତି

धरी, ग्रहण, गति

Holding, taking, movement

ପକାଇଲେ (pakāile)

ପକାଇଲେ, ଲଗାଇଲେ, କାମ

पकाईले, लगाईले, काम

Applied, put, work

ଆଦର (ādara)

ଆଦର, ସମ୍ମାନ, ସମ୍ପର୍କ

आदर, सम्मान, संबंध

Respect, honor, relation

ପ୍ରକୃତ (prakṛta)

ପ୍ରକୃତ, ସତ୍ୟ, ସ୍ଥିତି

प्राकृत, सत्य, स्थिति

Real, true, condition

ଚକିତ (chakita)

ଚକିତ, ଆଶ୍ଚର୍ଯ୍ୟ, ସ୍ଥିତି

चकित, आश्चर्य, स्थिति

Astonished, surprised, condition

ବିପଦ (bipada)

ବିପଦ, ସଙ୍କଟ, ସ୍ଥିତି

विपद, संकट, स्थिति

Danger, crisis, condition

ଘୁଞ୍ଚିଯିବ (ghuñchiyiba)

ଘୁଞ୍ଚିଯିବ, ସମାପ୍ତ, ଗତି

घुंचियिब, समाप्त, गति

Will end, cease, movement

ଆମ୍ବ (āmba)

ଆମ୍ବ, ଆମ, ଫଳ

आम, आम, फल

Mango, fruit

ବିକିବି (bikibi)

ବିକିବି, ବିକ୍ରୟ, ଗତି

बिकिबी, विक्रय, गति

Will sell, selling, movement

ଲାଭ (lābha)

ଲାଭ, ଉପକାର, ସମ୍ପର୍କ

लाभ, उपकार, संबंध

Profit, benefit, relation

ବାହାରି (bāhāri)

ବାହାରି, ବାହାର, ଗତି

बाहारी, बाहर, गति

Coming out, outside, movement

ପଡ଼ିବ (paḍiba)

ପଡ଼ିବ, ଗତି, ସ୍ଥିତି

पड़िब, गति, स्थिति

Will fall, movement, condition

ଟଙ୍କା (ṭaṅkā)

ଟଙ୍କା, ମୁଦ୍ରା, ଦ୍ରବ୍ୟ

टंका, मुद्रा, द्रव्य

Rupee, money, material

ଖୁସି (khusi)

ଖୁସି, ଆନନ୍ଦ, ସୁଖ

खुसी, आनंद, सुख

Happiness, joy, pleasure

କହିଲେ (kahile)

କହିଲେ, ବର୍ଣନା, ଉପଦେଶ

कहा, वर्णन, उपदेश

Said, narrated, advised

ସରେ (sare)

ସରେ, ସମାନ, ସଦୃଶ

सरे, समान, सदृश

Fits, equal, similar

ଜୀବନ (jībana)

ଜୀବନ, ଆୟୁ, ସମୟ

जीवन, आयु, समय

Life, age, time

ପର୍ଯ୍ୟନ୍ତ (paryyanta)

ପର୍ଯ୍ୟନ୍ତ, ସୀମା, ସମୟ

पर्य्यंत, सीमा, समय

Until, limit, time

ମୂଲ୍ୟ (mūlya)

ମୂଲ୍ୟ, ମୂଲ୍ୟବନ୍ତ, ସମ୍ପର୍କ

मूल्य, मूल्यवान, संबंध

Value, worth, relation

କମ୍ (kama)

କମ୍, କମ, ସଂଖ୍ୟା

कम, कम, संख्या

Less, few, number

ଅନେକ (anekā)

ଅନେକ, ବହୁତ, ସଂଖ୍ୟା

अनेक, बहुत, संख्या

Many, numerous, number

ବିତିଗଲା (bitigala)

ବିତିଗଲା, ଗତ, ସମୟ

बितिगला, गत, समय

Passed, elapsed, time

ଭୁଲିଗଲେ (bhuligale)

ଭୁଲିଗଲେ, ଭୁଲିଲେ, ଅନୁଭବ

भुलिगले, भुलीले, अनुभव

Forgot, forgotten, experienced

ପୁଣି (puṇi)

ପୁଣି, ପୁନର୍ବାର, ସମ୍ପର୍କ

पुणि, पुनरबार, संबंध

Again, once more, relation

ଥରେ (thare)

ଥରେ, ସମୟ, ଗତି

थरे, समय, गति

Once, time, movement

ଯିବା (yibā)

ଯିବା, ଗମନ, ଗତି

यिबा, गमन, गति

To go, movement

ସୁଯୋଗ (suyōga)

ସୁଯୋଗ, ଅବସର, ସମୟ

सुयोग, अवसर, समय

Opportunity, chance, time

ମିଳିଲା (miḷilā)

ମିଳିଲା, ପ୍ରାପ୍ତ, ସମ୍ପନ୍ନ

मिलीला, प्राप्त, संपन्न

Was received, obtained

ବନ୍ଧୁ (bandhu)

ବନ୍ଧୁ, ସଙ୍ଗୀ, ସମ୍ପର୍କ

बंधु, सगी, संबंध

Friend, companion, relation

ଯାଉଥା’ନ୍ତି (yāuthā’nti)

ଯାଉଥା’ନ୍ତି, ଗତି, ଚଳଣ

याउथांती, गति, चलन

Were going, movement

ଯୁବକ (yubaka)

ଯୁବକ, ଯୁବା, ବ୍ୟକ୍ତି

युवक, युबा, व्यक्ति

Youth, young man, person

ଆସି (āsi)

ଆସୁଛି, ପ୍ରବେଶ, ଗତি

आसी, प्रवेश, गति

Coming, entry, movement

ପ୍ରଣାମ (praṇāma)

ପ୍ରଣାମ, ନମସ୍କାର, ସମ୍ପର୍କ

प्रणाम, नमस्कार, संबंध

Greeting, salute, relation

ଜଣାଇଲା (jaṇāilā)

ଜଣାଇଲା, ଜଣାଇଲେ, ସମ୍ବାଦ

जणाईला, जणाईले, संवाद

Informed, told, communicated

ତା’ନିଜ (tā’nija)

ତା’ନିଜ, ତାହାର, ସମ୍ପର୍କ

तानिज, उसके, संबंध

His, hers, relation

ଦୋକାନ (dōkāna)

ଦୋକାନ, ବ୍ୟବସାୟ, ସ୍ଥାନ

दुकान, व्यवसाय, स्थान

Shop, business, place

ଭିତରକୁ (bhitarakū)

ଭିତରକୁ, ଅନ୍ତର୍ଗତ, ସ୍ଥାନ

भितरकु, अंतर्गत, स्थान

Inside, within, place

ଯିବା (yibā)

ଯିବା, ଗମନ, ଗତି

यिबा, गमन, गति

To go, movement

ଅନୁରୋଧ (anurōdha)

ଅନୁରୋଧ, ବିନୟ, ସମ୍ପର୍କ

अनुरोध, विनय, संबंध

Request, plea, relation

କଲା (kala)

କଲା, କରିଲା, କାମ

किया, कर लिया, काम

Did, performed, work

ଚିହ୍ନି (chihni)

ଚିହ୍ନି, ଜାଣି, ଅନୁଭବ

चिह्नी, जानि, अनुभव

Recognize, know, experience

ପାରିଲେ (pārile)

ପାରିଲେ, ସକ୍ଷମ, ସମ୍ପନ୍ନ

पारीले, सक्षम, संपन्न

Could, capable, completed

ନାହିଁ (nāhīṁ)

ନାହିଁ, ନୁହେଁ, ବିରୋଧ

नहीं, नुहे, विरोध

Not, no, opposition

ଆଖି (ākhi)

ଆଖି, ଦୃଷ୍ଟି, ଅଙ୍ଗ

आखी, दृष्टि, अंग

Eye, sight, limb

ଦୁଇଟି (duiṭi)

ଦୁଇଟି, ଦ୍ୱୟ, ସଂଖ୍ୟା

दुइटी, द्वय, संख्या

Two, pair, number

ଲୁହ (luha)

ଲୁହ, ଆନ୍ସୁ, ଦ୍ରବ୍ୟ

लुह, आंसू, द्रव्य

Tear, water, material

ଭରି (bhari)

ଭରି, ପୁର୍ଣ୍ଣ, ଗତି

भरी, पूर्ण, गति

Filled, full, movement

ଆସିଲା (āsilā)

ଆସିଲା, ପ୍ରବେଶ, ଗତି

आसीला, प्रवेश, गति

Came, entered, movement

ମନେପକାଇ (manepakāi)

ମନେପକାଇ, ସ୍ମରଣ, ଅନୁଭବ

मनेंपकाई, स्मरण, अनुभव

Reminded, recalled, experienced

ଦେବା (debā)

ଦେବା, ପ୍ରଦାନ, ଗତି

देबा, प्रदान, गति

Giving, offer, movement

ଫଳ (phala)

ଫଳ, ଫଳଫଳ, ଦ୍ରବ୍ୟ

फल, फलफल, द्रव्य

Fruit, result, substance

ବୁଲିବୁଲି (bulibuli)

ବୁଲିବୁଲି, ଗତି, ଚଳଣ

बुलिबुली, गति, चलन

Walking around, movement

ବିକ୍ରି (bikri)

ବିକ୍ରି, ବିକ୍ରୟ, ଗତି

विक्री, विक्रय, गति

Selling, sale, movement

କଲି (kali)

କଲି, କରିଲି, କାମ

कली, करीली, काम

Did, performed, work

ପରିଶ୍ରମ (pariśrama)

ପରିଶ୍ରମ, ଶ୍ରମ, କାର୍ଯ୍ୟ

परिश्रम, श्रम, कार्य

Hard work, labor, task

ଧୀରେ (dhīre)

ଧୀରେ, ମନ୍ଦ, ଗତି

धीरे, मंद, गति

Slowly, gently, movement

ଜମା (jamā)

ଜମା, ସଞ୍ଚୟ, ଦ୍ରବ୍ୟ

जमा, संचय, द्रव्य

Savings, deposit, material

ହୋଇଯିବା (hoiyibā)

ହୋଇଯିବା, ସମ୍ପନ୍ନ, ଗତି

होइयिबा, संपन्न, गति

Will become, occur, movement

ଭାବିଲି (bhābili)

ଭାବିଲି, ଚିନ୍ତା, ଅନୁଭବ

भावीली, चिंता, अनुभव

Thought, considered, experienced

ଖୋଲିବି (kholibi)

ଖୋଲିବି, ଉଦ୍ଘାଟନ, ଗତି

खोलिबी, उद्घाटन, गति

Will open, opening, movement

ଜାଗା (jāgā)

ଜାଗା, ସ୍ଥାନ, କ୍ଷେତ୍ର

जागा, स्थान, क्षेत्र

Place, space, area

ମାଲିକ (mālika)

ମାଲିକ, ସ୍ଵାମୀ, ବ୍ୟକ୍ତି

मालिक, स्वामी, व्यक्ति

Owner, master, person

ରୂପେ (rūpe)

ରୂପେ, ଆକାରରେ, ସ୍ଥିତି

रूपे, आकार में, स्थिति

As, in form, condition

ଦେଖି (dekhi)

ଦେଖୁଛି, ଅନୁଭବ, ଦର୍ଶନ

देख रहा है, अनुभव, दर्शन

Seeing, experiencing, viewing

ଆନନ୍ଦ (ānanda)

ଆନନ୍ଦ, ଖୁସି, ସୁଖ

आनंद, खुसी, सुख

Joy, happiness, pleasure

ଭରିଗଲା (bharigala)

ଭରିଗଲା, ପୁର୍ଣ୍ଣ, ଗତି

भरीगला, पूर्ण, गति

Filled, became full, movement

ପିଠି (piṭhi)

ପିଠି, ପୃଷ୍ଠ, ଅଙ୍ଗ

पीठी, पृष्ठ, अंग

Back, spine, limb

ବାରମ୍ବାର (bārambāra)

ବାରମ୍ବାର, ପୁନର୍ବାର, ସମୟ

बारंबर, पुनरबार, समय

Repeatedly, again, time

ଥାପୁଡ଼େଇ (thāpūḍei)

ଥାପୁଡ଼େଇ, ସ୍ପର୍ଶ, ଗତି

थापुडेइ, स्पर्श, गति

Patting, touch, movement

ଧନ୍ୟବାଦ (dhanyabāda)

ଧନ୍ୟବାଦ, କୃତଜ୍ଞତା, ସମ୍ପର୍କ

धन्यवाद, कृतज्ञता, संबंध

Thanks, gratitude, relation

ଡାକିନେଲା (ḍākinelā)

ଡାକିନେଲା, ଆହ୍ଵାନ, ଗତି

डाकिनेला, आह्वान, गति

Called, invited, movement

ସୌଭାଗ୍ୟ (saubhāgya)

ସୌଭାଗ୍ୟ, ଶୁଭ, ସମ୍ପର୍କ

सौभाग्य, शुभ, संबंध

Luck, fortune, relation

ଗଲେ (gale)

ଗଲେ, ଗତି, ସମ୍ପନ୍ନ

गले, गति, संपन्न

Went, movement, completed

ଚାହୁଁଥିଲେ (chāhūthile)

ଚାହୁଁଥିଲେ, ଦୃଷ୍ଟି, ଅନୁଭବ

चाहूथिले, दृष्टि, अनुभव

Were looking, gazed, experienced

ଉତ୍ସାହିତ (utsāhita)

ଉତ୍ସାହିତ, ଉନ୍ନତ, ସ୍ଥିତି

उत्साहित, उन्नत, स्थिति

Enthusiastic, motivated

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ଆହୁରି (āhuri)

ଆହୁରି, ଅଧିକ, ସମ୍ପର୍କ

आहुरी, अधिक, संबंध

More, further, relation

ଉନ୍ନତି (unnati)

ଉନ୍ନତି, ଉନ୍ନତ, ଗତି

उन्नति, उन्नत, गति

Progress, improvement, movement

ସହାନୁଭୂତି (sahānubhūti)

ସହାନୁଭୂତି, ଦୟା, ସମ୍ପର୍କ

सहानुभूति, दया, संबंध

Sympathy, compassion, relation

ଉପଯୁକ୍ତ (upayukta)

ଉପଯୁକ୍ତ, ଯୋଗ୍ୟ, ସମ୍ପର୍କ

उपयुक्त, योग्य, संबंध

Suitable, appropriate, relation

ଭାବେ (bhābe)

ଭାବେ, ଭାବରେ, ସ୍ଥିତି

भाबे, भाव में, स्थिति

In a way, manner, condition

ଲଗାଇଲେ (lagāile)

ଲଗାଇଲେ, ସଂଯୋଗ, କାମ

लगाईले, संयोग, काम

Applied, connected, work

ଉତ୍ତମ (uttama)

ଉତ୍ତମ, ଶ୍ରେଷ୍ଠ, ସମ୍ପର୍କ

उत्तम, श्रेष्ठ, संबंध

Best, excellent, relation

 



ସାରାଂଶ

ଏହି କାହାଣୀ, ‘ସାହାଯ୍ୟର ସୁଫଳ’ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଦୟା ଓ ସହାନୁଭୂତି ଏବଂ ତାହାର ଜୀବନରେ ପରିବର୍ତ୍ତନ ଆଣିଥିବା ଏକ ଗରିବ ବାଳକର କାହାଣୀ ବର୍ଣ୍ଣନା କରେ। ବଙ୍ଗଳାରେ ମରୁଡ଼ି ଓ ଅକାଳ ସମୟରେ, ଯେତେବେଳେ ଲୋକେ ଭୋକରେ ପୀଡ଼ିତ ହୋଇ ଭିକ୍ଷା ମାଗୁଥିଲେ, ବିଦ୍ୟାସାଗର ବର୍ଦ୍ଧମାନ ସହରର ବଜାରକୁ ଯାଉଥିବା ବେଳେ ଜଣେ ରୋଗିଣା ବାଳକ ତାଙ୍କୁ ପଇସାଟିଏ ମାଗିଥିଲା। ବାଳକଟି କହିଥିଲା ଯେ ସେ ଓ ତା’ର ମାଆ ଭୋକରେ ଅଛନ୍ତି।

ବିଦ୍ୟାସାଗର ତାକୁ ପଚାରିଥିଲେ, ଯଦି ସେ ଚାରି ପଇସା ବା ଦୁଇ ଅଣା ଦିଅନ୍ତି, ତେବେ ସେ କ’ଣ କରିବ। ବାଳକଟି ଉତ୍ତର ଦେଇଥିଲା ଯେ ସେ ଦୁଇ ପଇସାରେ ଖାଦ୍ୟ କିଣିବ ଓ ଦୁଇ ପଇସା ମାଆକୁ ଦେବ। ଦୁଇ ଅଣା ପାଇଲେ ସେ ଖାଦ୍ୟ କିଣିବ ଓ ବାକି ଟଙ୍କାରେ ଆମ୍ବ କିଣି ବିକ୍ରି କରି ଲାଭ କରିବ। ତା’ର ବୁଦ୍ଧି ଓ ଉଦ୍ୟମକୁ ଦେଖି ବିଦ୍ୟାସାଗର ତାକୁ ଗୋଟିଏ ଟଙ୍କା ଦେଇଥିଲେ, ଯାହା ସେ ସମୟରେ ଏକ ବଡ଼ ଅଙ୍କ ଥିଲା। ବାଳକଟି ଏହା ପାଇ ଅତ୍ୟନ୍ତ ଖୁସି ହୋଇଥିଲା।

କେତେ ବର୍ଷ ପରେ ବିଦ୍ୟାସାଗର ପୁଣି ବର୍ଦ୍ଧମାନ ଗଲେ। ସେଠାରେ ଜଣେ ଯୁବକ ତାଙ୍କୁ ପ୍ରଣାମ କରି ନିଜ ଦୋକାନକୁ ଡାକିଥିଲା। ସେ ସେହି ବାଳକ ଥିଲା, ଯିଏ ବିଦ୍ୟାସାଗରଙ୍କ ଦେଇଥିବା ଟଙ୍କାରେ ଫଳ ବିକ୍ରି କରି ପରିଶ୍ରମରେ ଟଙ୍କା ଜମା କରିଥିଲା ଓ ଏକ ଦୋକାନ ଖୋଲିଥିଲା। ସେ ବିଦ୍ୟାସାଗରଙ୍କୁ ନିଜର ସଫଳତାର କାରଣ ଭାବେ ସେହି ସାହାଯ୍ୟକୁ ଚିହ୍ନିଥିଲା। ବିଦ୍ୟାସାଗର ତା’ର ଉନ୍ନତି ଦେଖି ଆନନ୍ଦିତ ହୋଇଥିଲେ ଓ ତାକୁ ଉତ୍ସାହିତ କରିଥିଲେ। କାହାଣୀଟି ଦର୍ଶାଇଛି ଯେ ସଠିକ୍ ସମୟରେ ଦିଆଯାଇଥିବା ସାହାଯ୍ୟ ଓ ସହାନୁଭୂତି ଜଣେ ବ୍ୟକ୍ତିର ଜୀବନକୁ ବଦଳାଇ ଦେଇପାରେ।

सारांश

यह कहानी, ‘साहाय्यर सुफल’ (सहायता का सुंदर परिणाम), पंडित ईश्वरचंद्र विद्यासागर की दया और सहानुभूति तथा एक गरीब बालक के जीवन में इसके परिवर्तनकारी प्रभाव को दर्शाती है। बंगाल में अकाल और सूखे के समय, जब लोग भूख से तड़प रहे थे और भीख माँग रहे थे, विद्यासागर बर्द्धमान शहर के बाजार में जा रहे थे। तभी एक रोगी-सा दिखने वाला बालक, फटे कपड़े पहने, उनके पास आया और एक पैसा माँगा, कहते हुए कि वह और उसकी माँ भूखे हैं।

विद्यासागर ने उससे पूछा कि यदि वे उसे चार पैसे या दो आना दें, तो वह क्या करेगा। बालक ने जवाब दिया कि वह दो पैसे से खाना खरीदेगा और दो पैसे अपनी माँ को देगा। दो आना मिलने पर वह खाना खरीदेगा और बाकी से आम खरीदकर बेचेगा, जिससे कुछ लाभ होगा। उसकी बुद्धि और मेहनत की भावना देखकर विद्यासागर ने उसे एक रुपये का सिक्का दिया, जो उस समय एक बड़ी राशि थी। बालक खुशी से झूम उठा, क्योंकि उसने पहले कभी इतना पैसा नहीं देखा था।

कई वर्षों बाद, विद्यासागर फिर बर्द्धमान गए। वहाँ एक युवक ने उन्हें प्रणाम कर अपनी दुकान में आमंत्रित किया। वह वही बालक था, जिसने विद्यासागर के दिए एक रुपये से फल बेचना शुरू किया, मेहनत से पैसे जमा किए और अंततः एक दुकान खोल ली। उसने अपनी सफलता का श्रेय विद्यासागर की उस सहायता को दिया। विद्यासागर उसकी उन्नति देखकर आनंदित हुए और उसे और प्रगति के लिए प्रोत्साहित किया। यह कहानी दर्शाती है कि सही समय पर दी गई सहायता और सहानुभूति किसी के जीवन को पूरी तरह बदल सकती है।

Summary

The story, “The Fruit of Help” (Sahayyara Sufala), narrates an incident involving Pandit Ishwar Chandra Vidyasagar and the transformative impact of his compassion on a poor boy’s life. During a time of famine and drought in Bengal, when people were starving and begging for survival, Vidyasagar was walking through a market in Bardhaman. A frail boy in tattered clothes approached him, requesting a paisa to feed himself and his hungry mother.

Vidyasagar asked the boy what he would do if given four paisa or two annas. The boy replied that with four paisa, he would buy food with two paisa and give the rest to his mother. If given two annas, he would buy food and use the rest to purchase mangoes to sell for a profit. Impressed by the boy’s intelligence and entrepreneurial spirit, Vidyasagar gave him a rupee, a significant amount at the time. The boy was overjoyed, as he had never seen such money before.

Years later, Vidyasagar returned to Bardhaman. A young man approached him, paid his respects, and invited him to his shop. The young man revealed himself to be the same boy, explaining that with the rupee Vidyasagar had given him, he started selling fruits, worked hard, saved money, and eventually opened his own shop. He credited his success to Vidyasagar’s help. Overwhelmed with joy, Vidyasagar praised the young man and encouraged him to continue progressing. The story underscores that timely help and empathy, when used wisely, can yield remarkable results and transform lives.

 

 

ଅଭ୍ୟାସ

୧. ଆସ କଥାବାର୍ତ୍ତା ହେବା

(କ) ବିଦ୍ୟାସାଗର କେଉଁ ସହର ଦେଇ ଯାଉଥିଲେ?

ଉତ୍ତର – ବିଦ୍ୟାସାଗର ବର୍ଦ୍ଧମାନ ସହର ଦେଇ ଯାଉଥିଲେ।

(ଖ) ବାଳକଟି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କ’ଣ କହିଲା?

ଉତ୍ତର – ବାଳକଟି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କହିଲା ଯେ, “ମୋତେ ପଇସାଟିଏ ଦିଅନ୍ତୁ, ମୁଁ ଆଉ ମା’ ଦୁହେଁ ଭୋକରେ ଅଛୁ।”

(ଗ) ବାଳକକୁ ବିଦ୍ୟାସାଗର କ’ଣ ପଚାରିଲେ?

ଉତ୍ତର – ବିଦ୍ୟାସାଗର ପଚାରିଲେ, “ଯଦି ମୁଁ ତୋତେ ଚାରି ପଇସା ଦେବି, ତେବେ ତୁ କ’ଣ କରିବୁ?”

(ଘ) ବିଦ୍ୟାସାଗର ପିଲାଟିକୁ କେତେ ଟଙ୍କା ଦେଲେ?

ଉତ୍ତର – ବିଦ୍ୟାସାଗର ପିଲାଟିକୁ ଗୋଟିଏ ଟଙ୍କା ଦେଲେ।

(ଙ) ପିଲାଟି ଟଙ୍କାଟିଏ ନେଇ କ’ଣ କଲା?

ଉତ୍ତର – ପିଲାଟି ଟଙ୍କାଟିଏ ନେଇ ବ୍ୟବସାୟ କଲା, ଆମ୍ବ ବିକିଲା ଓ ଫଳ ଦୋକାନ ଖୋଲିଲା।

୨. ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ସଂପର୍କିତ ଶବ୍ଦକୁ ଯୋଡ଼ିବା

ଚିରା

କନା

କରୁଣ

ଚାହାଣି

ରୋଗିଣା

ବାଳକ

ଅକାଳ

ମରୁଡ଼ି

୩. ଉତ୍ସାହରୁ ଯେପରି ‘ଉତ୍ସାହିତ’’ ଲେଖାଯାଇଛି, ସେହିପରି ନିମ୍ନ ଶବ୍ଦଗୁଡ଼ିକର ରୂପ କ’ଣ ହେବ ଗାର ଟାଣି ଦେଖାଇବା।

କଥା              କଥିତ

ଉଦୟ            ଉଦିତ

ନିନ୍ଦା              ନିନ୍ଦିତ

୪. ଦୁଇଜଣ ସାଙ୍ଗ ବିଦ୍ୟାସାଗର ଓ ଗରିବପିଲା ହୋଇ ଅଭିନୟ କର।

ଉତ୍ତର – ଏହି ପ୍ରଶ୍ନର ଉତ୍ତର ଛାତ୍ର ମାନେ ଶିକ୍ଷକଙ୍କ ନିର୍ଦେଶ ଅନୁସାରେ କରିବେ।

୫. ଆସ ସାଙ୍ଗମାନଙ୍କ ମେଳରେ ଆଲୋଚନା କରିବା ଓ ଉତ୍ତର ଲେଖିବା।

(କ) କେଉଁ ରାଜ୍ୟରେ ମରୁଡ଼ି ପଡ଼ିଥିଲା?

ଉତ୍ତର – ମରୁଡ଼ି ବଙ୍ଗ ରାଜ୍ୟରେ ପଡ଼ିଥିଲା।

(ଖ) ମରୁଡ଼ି ବେଳେ ଲୋକେ କିପରି ଥାଆନ୍ତି?

ଉତ୍ତର – ମରୁଡ଼ି ବେଳେ ଲୋକେ ଭୋକରେ ଓ ଅନେକ କଷ୍ଟରେ ଥାଆନ୍ତି।

(ଗ) ଈଶ୍ଵର ଚନ୍ଦ୍ର କେଉଁଆଡ଼େ ଯାଉଥିଲେ?

ଉତ୍ତର – ଈଶ୍ୱର ଚନ୍ଦ୍ର ବର୍ଦ୍ଧମାନ ଯାଉଥିଲେ।

(ଘ) ରାସ୍ତାରେ ସେ କାହାକୁ ଦେଖିଲେ?

ଉତ୍ତର – ସେ ରାସ୍ତାରେ ଏକ ଦୁଃଖୀ ଗରିବ ବାଳକକୁ ଦେଖିଲେ।

(ଙ) ପିଲାଟିର ଅବସ୍ଥା କିପରି ଥିଲା?

ଉତ୍ତର – ପିଲାଟିର ଅବସ୍ଥା ଦୟନୀୟ ଥିଲା – ଶରୀର କ୍ଷୀଣ, ରୋଗିଣା ଓ ଭୋଖିଲା।

(ଚ) ଈଶ୍ୱର ଚନ୍ଦ୍ର ପିଲାଟିକୁ କେତେ ପଇସା ଦେଲେ?

ଉତ୍ତର – ଈଶ୍ୱର ଚନ୍ଦ୍ର ପିଲାଟିକୁ ଗୋଟିଏ ଟଙ୍କା ଦେଲେ।

(ଛ) ବାଳକଟି ଟଙ୍କାଟିକୁ କିପରି କାମରେ ଲଗାଇଲା?

ଉତ୍ତର – ବାଳକଟି ଟଙ୍କାଟିକୁ ବ୍ୟବସାୟ କାମରେ  ଲଗାଇଲା – ପ୍ରଥମେ ଆମ୍ବ ବିକିଲା ଓ ପରେ ଫଳ ଦୋକାନ ଖୋଲିଲା।

(ଜ) ସେ ଦିନର ଗରିବ ପିଲାକୁ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗରଙ୍କ ମନ କାହିଁକି ଆନନ୍ଦରେ ଭରିଗଲା?

ଉତ୍ତର – ବିଦ୍ୟାସାଗରଙ୍କ ମନ ଏଥିପାଇଁ ଆନନ୍ଦରେ ଭରିଗଲା କାରଣ ଏକ ଗରିବ ପିଲା ସ୍ଵାବଲମ୍ବୀ ଓ ଉନ୍ନତ ହୋଇଥିଲା।

୬. ଆସ ଭାବିବା ଏବଂ ଠିକ ଉତ୍ତର ବାଛି କହିବା।

(କ) ବିଦ୍ୟାସାଗର ପିଲାଟିକୁ ପଇସାଟିଏ ବଦଳରେ ଟଙ୍କାଟିଏ ଦେଲେ କାହିଁକି?

୧. ନିଜର ଦାନୀପଣିଆ ଦେଖାଇବା ପାଇଁ

୨. ପିଲାଟିର ମାଗିବା ଅଭ୍ୟାସ ବଢ଼ାଇବା ପାଇଁ

୩. ପିଲାଟିକୁ ରୋଜଗାରକ୍ଷମ କରାଇବା ପାଇଁ

ଉତ୍ତର – ୩. ପିଲାଟିକୁ ରୋଜଗାରକ୍ଷମ କରାଇବା ପାଇଁ।

(ଖ) ଦୋକାନୀଯୁବକ ଉପରେ ବିଦ୍ୟାସାଗର ଖୁସିହେଲେ କାହିଁକି?

୧. ଯୁବକଟିର ନମ୍ରତା ଦେଖି

୨. ଯୁବକଟିର ଫଳ ଦୋକାନ ଦେଖି

୩. ଯୁବକଟିକୁ ରୋଜଗାରକ୍ଷମ ହୋଇଥିବା ଦେଖି

ଉତ୍ତର – ୩. ଯୁବକଟିକୁ ରୋଜଗାରକ୍ଷମ ହୋଇଥିବା ଦେଖି।

୭. (କ) ମରୁଡ଼ି ସମୟର ଘଟଣା ପାଞ୍ଚ ଧାଡ଼ିରେ ଲେଖ।

ଉତ୍ତର – ବଙ୍ଗ ରାଜ୍ୟରେ ଭୟଙ୍କର ମରୁଡ଼ି ପଡ଼ିଥିଲା।

ଲୋକମାନେ ଭୋକରେ ମରୁଥିଲେ।

ବିଦ୍ୟାସାଗର ଏହି ସମୟରେ ବର୍ଦ୍ଧମାନ ଯାଉଥିଲେ।

ସେ ଏକ ଦୁଃଖୀ ବାଳକକୁ ଦେଖି ଦୁଃଖିତ ହେଲେ।

ଟଙ୍କାଟିଏ ଦେଇ ତାହାକୁ ସ୍ଵାବଲମ୍ବୀ କରିଦେଲେ।

 

(ଖ) ତୁମ ବାପା ତୁମକୁ ଦଶଟଙ୍କା ଦେଲେ କ’ଣ କରିବ ଲେଖ

ଉତ୍ତର – ମୁଁ ସେଠାରୁ ୫ ଟଙ୍କା ବାହାର ଜିନିଷ କିଛି ଖାଇବା ପାଇଁ ବ୍ୟୟ କରିବି।

ଶେଷ ୫ ଟଙ୍କା ସଞ୍ଚଯ କରିବା ଅଭ୍ୟାସ ଶିଖିବି।

ଏହି ପଇସାରେ ଆମ୍ବ କିଣି ବିକ୍ରି କରି ଅଧିକ ଟଙ୍କା ଉପାର୍ଜନ କରିପାରିବି।

ଏହି ଅଭିଜ୍ଞତା ମୋତେ ନିଜ ପାଇଁ ଅଧିକ ଶିକ୍ଷା ଦେବ।

ମୁଁ ବୁଝିପାରିବି ଯେ ପଇସାକୁ କିପରି ଅଧିକ ପରିଶ୍ରମ କରି କାମରେ ଲଗାଯାଏ।

୮. ଏହି ଚିତ୍ରକୁ ଦେଖି ଆଉଟୁପାଉଟୁ, ଏଣେତେଣେ, ଚିରାଲେଙ୍କଡ଼ା, ଦୁଃଖୀରଙ୍କି ଶବ୍ଦଗୁଡ଼ିକୁ ନେଇ ଲୋକଟି ବିଷୟରେ ଚାରି ଧାଡ଼ିରେ ଲେଖ।

ଉତ୍ତର – ଚିତ୍ରରେ ଦେଖାଯାଉଥିବା ଏକ ଦୁଃଖୀ ବ୍ୟକ୍ତି ଭୋକରେ ଆଉଟୁପାଉଟୁ ହେଉଛି।

ସେ ଚିରାଲେଙ୍କଡ଼ା ଶରୀର ଓ ଦୁଃଖୀ ମୁହଁ ଧାରଣ କରିଛି।

ତାର ଦୁଃଖୀରଙ୍କି ଅବସ୍ଥା ଦେଖି ଲୋକମାନେ ଦୟା ଦେଖାଉଛନ୍ତି।

ଏଣେତେଣେ ଚାଲୁଥିବା ସେଇ ଲୋକଟିକୁ ଭଲ ବ୍ୟକ୍ତିର ସାହାଜ୍ୟ ଦରକାର।

୯. ବିଦ୍ୟାସାଗରଙ୍କ ପରି ଆଉ ଯେଉଁ ମହାପୁରୁଷମାନେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କ ନାମ ଲେଖ

ଉତ୍ତର – ମହାତ୍ମା ଗାନ୍ଧୀ – ଗରିବ ଓ ଦଳିତଙ୍କ ସହଯୋଗ ପାଇଁ ସେ ସଦା-ସର୍ବଦା ଆନ୍ଦୋଳନ କରୁ ଥିଲେ।

ବିନୋବା ଭାବେ – ଭୂଦାନ ଆନ୍ଦୋଳନ ମାଧ୍ୟମରେ ଗରିବମାନେ ନିଜର ଜମି ପାଉଥିଲେ।

ମଦର ଟେରେସା – ଦୁଃଖୀ, ରୋଗୀ ଓ ଅସହାୟଙ୍କୁ ଦୟା ଓ ସେବା ଦେଉଥିଲେ।

ସ୍ୱାମୀ ବିବେକାନନ୍ଦ – ଗରିବ ଓ ଯୁବପିଢିଙ୍କ ଶିକ୍ଷା ପାଇଁ ସେ ସବୁବେଳେ ସ୍ଵପ୍ନ ଦେଖୁଥିଲେ।

ଡ଼ଃ ଏ.ପି.ଜେ. ଅବ୍ଦୁଲ୍ କଲାମ – ଗରିବ ଛାତ୍ରଛାତ୍ରୀଙ୍କୁ ଅନେକ ପ୍ରେରଣା ଦେଇ ସେମାନେ ଆଗକୁ ବଢ଼ିବାର ପଥ ଦେଖାଇଥିଲେ।

 

You cannot copy content of this page